ଦେଖନ୍ତୁ ଭିଡ଼ିଓ: ଝିଅମାନଙ୍କ ଛୋଟ ଡ୍ରେସ୍ ପିନ୍ଧିବାକୁ ନେଇ ଏଭଳି ଏକ ମନ୍ତବ୍ୟ ଦେଇଦେଲେ ଅଭିନେତ୍ରୀ ଅର୍ଚ୍ଚିତା, ଜାଣନ୍ତୁ କଣ କହିଲେ

Archita

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳା ତଥା ଯୁବତୀ ମାନଙ୍କ ପୋଷାକ ପରିଧାନକୁ ନେଇ ବିଭିନ୍ନ ସମୟରେ ତର୍କ ବିତର୍କ ଲାଗି ରହେ । ଝିଅଟିଏ କିପରି ପୋଷାକ ପରିଧାନ କରିବ ତାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରକାର ମନ୍ତବ୍ୟ ଦେଉଥିବା ବେଳେ କେହି କେହି ଛୋଟ ଛୋଟ ଡ୍ରେସ ଏବଂ ପାଶ୍ଚାତ୍ୟ ସଭ୍ୟତାକୁ ବିରୋଧ କରିଥାନ୍ତି । ତେବେ ଏହାକୁ ନେଇ ମତ ରଖିଛନ୍ତି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ।

ଗଣମାଧ୍ୟମ ସହିତ ହୋଇଥିବା ଗୋଟିଏ ସାକ୍ଷାତକାରରେ ଅର୍ଚ୍ଚିତା ନିଜର ମତ ରଖିଛନ୍ତି । ସେ କହିଛନ୍ତି କି ଝିଅଟିଏ କେଉଁଭଳି ଡ୍ରେସ୍ ପିନ୍ଧିବ ଏହା ତାର ନିଜସ୍ୱ ଇଚ୍ଛା ଉପରେ ନିର୍ଭର କରେ । ଅଭିନେତ୍ରୀ ମାନଙ୍କ କ୍ଷେତ୍ରରେ ସୁଟିଂ ସମୟରେ ସେମାନେ କେଉଁ ଡ୍ରେସ୍ ପିନ୍ଧିବେ ତାହା ତାଙ୍କ ରୋଲ୍ ଉପରେ ହିଁ ନିର୍ଭର କରେ ।

archata

ଅନ୍ୟପକ୍ଷରେ ଯଦି ଜଣେ ଯୁବତୀ ସମୁଦ୍ର କୂଳରେ ବୁଲିବା ପାଇଁ ଛୋଟ ଡ୍ରେସ୍ ପିନ୍ଧନ୍ତି ତେବେ ତାଙ୍କୁ କେହି ସେଭଳି ନଜରରେ ଦେଖିନଥାନ୍ତି । ହେଲେ ସମାନ ଡ୍ରେସ୍ ପିନ୍ଧି ମନ୍ଦିରକୁ ଗଲେ ନାନା ପ୍ରକାରର ଟାହି ଟାପରା ଶୁଣିବାକୁ ପଡିଥାଏ ।

ମନ୍ଦିର ଭଳି ସ୍ଥାନକୁ ଝିଅଟିଏ ଗଲେ ସେ ସଂମ୍ପୂର୍ଣ୍ଣ ଦେହକୁ ଆବୃତ୍ତ କରୁଥିବା ଡ୍ରେସଟିଏ ପିନ୍ଧିଥାଉ ବୋଲି ସମସ୍ତେ ଆଶା କରିଥାନ୍ତି । କେଉଁ ସ୍ଥାନରେ କେଉଁ ଡ୍ରେସ୍ ପିନ୍ଧିବା ଉଚିତ ସେଥିନେଇ ଝିଅଟିଏ ଧ୍ୟାନ ରଖିବା ଉଚିତ ବୋଲି ଅର୍ଚ୍ଚିତା କହିଛନ୍ତି । ତେବେ ବନ୍ଧୁଗଣ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ନିଶ୍ଚିତ ଭାବେ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ