DTH ଚିନ୍ତା ହୋଇଯିବ ଦୂର, ଜୀବନସାରା ମାଗଣାରେ ଦେଖନ୍ତୁ ଟିଭି, ବାସ୍ କେବଳ ଥରଟିଏ କରିବା ପାଇଁ ହେବ ଏହି କାମ !

ଟେଲିକମ୍ ରେଗୁଲେଟେରୀ ଅଥରେଟି ଅଫ୍ ଇଣ୍ଡିଆ ଏହି ନିକଟରେ ଟିଭି ଦର୍ଶକ ତଥା ବ୍ରୋଡ଼କାଷ୍ଟରସ ପାଇଁ ଏକ ନୂଆ ନିୟମ ଜାରି କରିଛନ୍ତି । ଆଉ ଏବେ ଏହି ନିୟମକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ କରି ଦିଆ ଯାଇଛି । କିନ୍ତୁ ଟ୍ରାଇ ଏହି ନିୟମକୁ ବହୁତ ଶୀଘ୍ର ଲାଗୁ କରିପାରେ । ଆଉ ଏଥିରେ ଟିଭି ଦର୍ଶକଙ୍କର ଖର୍ଚ୍ଚ ବହୁତ ଅଧିକ ବଢିଯିବ । ଏମିତି ରେ ଆପଣଙ୍କୁ ଆମେ ଜଣାଇବାକୁ ଯାଉଛୁ ଏକ ଏମିତି ଟେକନିକ ବା ବିକଳ୍ପ ବିଷୟରେ ଯାହାର ବ୍ୟବହାର କରି ଆପଣ ଜୀବନସାରା ବିଲକୁଲ ମାଗଣାରେ ଟିଭି ଦେଖି ପାରିବେ । ତା’ହେଲେ ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତାର ଭାବରେ ।
ସ୍ମାର୍ଟ ଫୋନକୁ ଟିଭି ରେ କନେକଟ କରନ୍ତୁ:-
ହଁ ଆଜ୍ଞା, ପୁରାପୁରି ଠିକ ଶୁଣିଛନ୍ତି । ଆଜିକାଲି ସ୍ମାର୍ଟ ଫୋନ ଆମ ଜୀବନର ଏକ ମୁଖ୍ୟ ଜିନିଷ ହୋଇ ସାରିଲାଣି ଆଉ ଏବେ ଆମେ ଏହି ସ୍ମାର୍ଟ ଫୋନ ସାହାଯ୍ୟରେ ମନରଞ୍ଜନ ପାଇଁ ମୁଭି ବା ଲାଇଭ ଟିଭି ଦେଖି ଥାଉ । ଆଉ ଏମିତି ରେ ଯଦି ଆପଣ ଆପଣଙ୍କର LED ଟିଭିରେ ନିଜର ସ୍ମାର୍ଟ ଫୋନର କିଛି ବି ମୁଭି ବା କୌଣସି ଲାଇଭ ଚ୍ୟାନେଲ ଦେଖିବାକୁ ଚାହାନ୍ତି ତୋ ଏଥିପାଇଁ ଆପଣ ଆପଣଙ୍କର ସ୍ମାର୍ଟ ଫୋନକୁ ଆପଣଙ୍କର ଟିଭି ସହିତ କନେକଟ କରି ପାରିବେ । ଏଥିପାଇଁ ଆପଣଙ୍କୁ micro-HDMI ଦ୍ୱାରା ନିଜର ସ୍ମାର୍ଟ ଫୋନ କୁ ନିଜର LED ଟିଭିରେ connect କରିବାକୁ ହେବ ।
କନେକଟ ହେବା ପରେ ଆପଣ ଆପଣଙ୍କର ସ୍ମାର୍ଟ ଫୋନରେ ଥିବା ସବୁ ମୁଭିଜ ଆଉ ଗୀତ ସବୁକୁ ନିଜର LED ଟିଭିର ବଡ଼ ସ୍କ୍ରିନରେ ଦେଖି ପାରିବେ । ଏହା ଛଡା ଆପଣ ଆପଣଙ୍କର ସ୍ମାର୍ଟ ଫୋନ ମାଧ୍ୟମରେ ବହୁତ ଟିଭି ଚ୍ୟାନେଲକୁ ବି ଲାଇଭ ଦେଖି ପାରିବେ । ଆଉ ଏଥିପାଇଁ ଆପଣଙ୍କୁ କିଛି ଅତିରିକ୍ତ ମୂଲ୍ୟ ବି ଦେବାକୁ ପଡିବ ନାହିଁ । ଆଉ ଆପଣ ଆପଣଙ୍କର ସ୍ମାର୍ଟ ଫୋନେ ରେ ଥିବା ଅସୀମିତ ଡାଟା ପ୍ଲାନ୍ସ ଦ୍ୱାରା ଲାଇଭ ଟିଭି ଚଳେଇ ପାରିବେ ଆଉ ନିଜର LED ଟିଭିର ବଡ଼ ସ୍କ୍ରିନରେ ଦେଖି ପାରିବେ । ଏହି ସେବା ସେଇ ଲୋକଙ୍କ ପାଇଁ ବହୁତ ଲାଭଦାୟକ ହେବ ଯେଉଁମାନେ କି ପ୍ରତିମାସ DTH ସେବାର ମୂଲ୍ୟ ଦେଇ ନ ପାରିବେ ।