ଦେଖନ୍ତୁ ଶୁଭାଶିଷଙ୍କ ଝିଅର କ୍ୟୁଟ ଭିଡିଓ । ଦେଖିଲେ ହସି ହସି ଗଡିବେ

Shudashish

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାପା ଙ୍କୁ ଅଭିନୟ ସିଖାଉଛନ୍ତି ଭିୟୋନା ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୁବାସିସ୍ ଶର୍ମା ଙ୍କର ଗୋଟେ କୁନି ଝଅ ଜନ୍ମ ହୋଇଛନ୍ତି । ଯାହାଙ୍କ ନାମ ରହିଛି ଭିୟୋନା ତେବେ ଭିୟୋନା ସବୁ ବେଳେ ସୋସିଆଲ ମିଡିଆ ରେ ବହୁତ ଭାଇରଲ ଅଟନ୍ତି । ତେବେ ତାଙ୍କର ସୁନ୍ଦର ଆକ୍ଟିଭିଟି କାରଣ ରୁ ତାଙ୍କୁ ଛୋଟ ବେଳୁ ସାରା ଓଡିଶା ର ଲୋକ ମାନେ ଭଲ ପାଆନ୍ତି ।

ତେବେ ଗତ ଦିନ ମାନଙ୍କରେ ଗୋଟେ ଚାଇଲ୍ଡ ଅଭିନେତ୍ରୀ ଭାବେ ଓଡିଆ ସିରିଏଲ ରେ ଅଭିନୟ କରି ସାରିଛନ୍ତି ଭିୟୋନା । ତେବେ ଆପଣ ମାନେ ଭଲ ଭାବେ ଜାଣିଥିବେ ଭିୟୋନା ଙ୍କ ମାଆ ଆନିଶା ଏବଂ ଭିୟୋନା ଙ୍କ ବାପା ସୁବାଶିସ୍ ଶର୍ମା ଦୁହେଁ ସୁଟିଂ ସେଚ୍ ରୁ ଭଲ ପାଇ ବିବାହ କରିଥିଲେ । ତେବେ ବିବାହ ର 4 ବର୍ଷ ପରେ ଭିୟୋନା ଜନ୍ମ ନେଇଛନ୍ତି ।

Viyona

ଭିୟୋନା କୁ ପ୍ରାୟ ଏବେ ଦୁଇ ବର୍ଷର ବୟସ ହୋଇଜାଇଛି । ଆଉ ଏହି ଦୁଇ ବର୍ଷ ବୟସ ରେ ସୁନ୍ଦର ଅଭିନୟ କରୁଥିବାର ନଜର ଆସିଥିଲେ ଭିୟୋନା ପିଲାଟି ବେଳୁ ତାଙ୍କର ଅଭିନୟ ପ୍ରତି ବହୁତ ରୁଚି ରହିଛି । ତେବେ ବର୍ତମାନ ସମୟ ରେ ନିଜ ବାପା ଙ୍କୁ ଅଭିନୟ ସିଖାଉ ଥିବାର ନଜର ଆସିଛନ୍ତି ଭିୟୋନା ତେବେ ବଡ ହୋଇ ଭିୟୋନା ଜଣେ ଅଭିନେତ୍ରୀ ହେବେ ବୋଲି ତାଙ୍କ ମାଆ ଆନିଶା କହିଛନ୍ତି ।

ତେବେ ବର୍ତମାନ ସମୟ ରେ ଆନିଶା ନିଜର କୁନି ଝିଅ କୁ ସମ୍ଭାଳୁଥିବାର ନଜର ଆସିଛନ୍ତି । ଏବଂ ଏହା ସହିତ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ଦୂରରେ ରହିଛନ୍ତି । ଅନ୍ୟ ପକ୍ଷରେ ସୁବାସିସ୍ ଶର୍ମା ନିଜର କାମ ଓଲିଉଡ ରେ ଜାରି ରଖିଛନ୍ତି ।

ସେ ବହୁତ ସାରା ସିନେମା , ସିରିଏଲ ଏବଂ ୱେବ ସିରିଜ୍ ରେ ଅଭିନୟ କରୁ ଥିବା ବେଳେ ସୁବାସିସ୍ ଏବଂ ଆନିଶା ଙ୍କ ଯୋଡି କୁ ଆପଣ ମାନେ ବି ବହୁତ ସମୟ ରେ ଦେଖିବା କୁ ପାଇଥିବେ । ତେବେ ଆପଣ ମାନଙ୍କୁ ଆନିଶା ଏବଂ ସୁବାସିସ୍ ଙ୍କ ଯୋଡି କେମିତି ଲାଗେ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ