ଓଡିଆ ଅଭିନେତ୍ରୀ ରିୟାଙ୍କ ବାହାଘର ଭିଡ଼ିଓ ଦେଖନ୍ତୁ…

Riya 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧିହେଲେ ଅଭିନେତ୍ରୀ ରିଆ ଦେ । ତେବେ ବନ୍ଧୁଗଣ ଆପଣ ମାନେ ରିଆ ଦେ ଙ୍କ ବହୁତ ସାରା ଫିଲ୍ମ ନିଶ୍ଚିତ ଭାବେ ଦେଖିଥିବେ । ତେବେ ବହୁତ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସୁଛନ୍ତି ରିଆ । ଆଉ ଶେଷରେ ନିଜର ରିୟଲ ଲାଇଫ୍ ରେ ବିବାହ କରିଛନ୍ତି ରିଆ । ତେବେ ସେ ସୁନିଲ ଙ୍କୁ ବିବାହ କରିଛନ୍ତି । ଦିର୍ଘ ଦିନ ଧରି ଦୁହେଁ ପରସ୍ପର ଙ୍କୁ ଭଲ ପାଇ ଆସିଥିଲେ । ଶେଷରେ ଦୁହେଁ ଏକାଠୀ ହୋଇଥିବାର ଦେଖିବା ପାଇଁ ମିଳିଛି ।

ତେବେ ରିଆ ଙ୍କ ବିବାହ ରେ ବହୁତ ସାରା ଓଡିଆ ସେଲିବ୍ରେଟି ମାନେ ନଜର ଆସିଥିବା ବେଳେ ସମସ୍ତ ଅଭିନେତ୍ରୀ ମାନେ ଦେଖା ଦେଇଥିଲେ । ଆଉ ସମସ୍ତେ ତାଙ୍କର ବିବାହ କୁ ଏନଜୟ କରିଥିବାର ଦେଖା ଦେଇଛନ୍ତି । ତେବେ ବର୍ତମାନ ସମୟ ରେ ରିଆ ଙ୍କୁ 31 ବର୍ଷ ବୟସ ହୋଇଥିଲା । ତେବେ ବିବାହ ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିବେ କି ନାହିଁ ତାହା ସମୟ କହିବ ।

Riya

ତେବେ ରିଆ ଙ୍କ ବିବାହରେ ବହୁତ ସାରା ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ ସମସ୍ତେ ବାହାଘର ଟିକୁ ବହୁତ ଏନଜୟ କରିଥିଲେ । ଆଉ ବିବାହରେ ସମସ୍ତେ ନାଚ ଗୀତ କରିଥିବାର ନଜର ଆସିଥିଲେ । ଆଉ ତାଙ୍କର ବିବାହ ସଂମ୍ପର୍ଣ୍ଣ ବଙ୍ଗାଳୀ ଷ୍ଟାଇଲ ରେ ହୋଇଥିଲା ଏବଂ ପାରିବାରରେ ଯେଉଁ ପରି ଭାବେ ବିବାହ ହୁଏ ସେହିପରି ତାଙ୍କର ବିବାହ ହୋଇଥିଲା । ଏବଂ ବର୍ତମାନ ସମୟ ରେ ସୁନିଲ ଙ୍କୁ ବିବାହ କରି ନିଜର ଶାଶୁ ଘରେ ବହୁତ ଖୁସୀରେ ରହିଛନ୍ତି ରିଆ ଦେ ।

ଆଉ ଗୋଟିଏ ନୂଆ ଜିବନ ଆରମ୍ଭ କରିଛନ୍ତି । 2012 ମସିହାରୁ ରିଆ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରିବା ଆରମ୍ଭ କରିଥିବା ବେଳେ ଆଉ ଏହା ପରଠାରୁ ଆଉ ସେ କବେବି ପଛକୁ ଚାହିଁ ନାହାଁନ୍ତି । ଓଲିଉ଼ଡ ର ସମସ୍ତ ଆଗ ଧାଡିର କଳାକାର ଙ୍କ ସହିତ ସାରା ଓଡିଶା ରେ ନିଜର ଏକ ଅଲଗା ପ୍ରକାରର ସ୍ଥାନ ବନେଇଛନ୍ତି ।

ତେବେ ବର୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ରିଆ ଏବଂ ବିବାହ ପରେ ନିଜର ଶାଶୁ ଘରକୁ ଚାଲି ଜାଇଛନ୍ତି । ତେବେ ବିବାହ ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିବେ କି ନାହିଁ ତାହା ସମୟ କହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *