ୱଶିମ ଅକରମ୍ ଆତଙ୍କବାଦୀଙ୍କ ବିଷୟରେ କହିଲେ ଏମିତି କିଛି….

Spread the love

ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଯୁଦ୍ଧର ରୂପା ରେଖା ନେବା ନାହି ବଳି କହିବ ସମ୍ଭବ ପର ନହିଁ ।

ପୁଲୱାମ ଆକ୍ରମଣ ପରେ ସହିଦ ହୋଇଥିବା ଯବନଙ୍କ ଜୀବନ ବ୍ୟର୍ଥ ହୋଇନହିଁ । ଭରତ ପାକିସ୍ଥାନ ମଧ୍ୟରେ ପଶି ଆତଙ୍କବାଦୀଙ୍କ ଆଡ୍ଡା ଗୁଡିକ ଧ୍ଵଂସ କରିଦେଇଛି । ଯାହାପରେ ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି ଏବଂ ଦୁଇ ଦେଶ ମଧ୍ୟରେ ଯୁଦ୍ଦ ପରିସ୍ଥିତି ଉପୁଜିଯାଇଛି । କେଉଁ ମୁହୂର୍ତ୍ତରେ କଣ ହେବ କହିବ ସମ୍ଭବ ପର ନୁହେଁ ।

ଏହିପରି ପରିସ୍ଥିତିରେ ପାକ୍ କ୍ରିକେଟ ଖେଳାଳି ୱଶିମ ଅକରମ୍ ଏକ ଟୁଇଟ୍ କରି କହିଥିଲେ, ଯେଉଁଥିରେ ସେ କହିଛନ୍ତି, ଆତଙ୍କବଦୀ ଏବଂ ଭରତ ପାକିସ୍ଥାଙ୍କୁ ନେଇ ଯାହା ଜାଣିବାରେ ପରେ ବାସ୍ତବରେ ଆପଣଙ୍କୁ ବିଶ୍ବାସ ହୋଇପାରିବ ନହିଁ । ଏବଂ ଆପଣ ମଧ୍ୟ ବିଶ୍ବାସ କରିପାରିବେ ନହିଁ ।

ୱଶିମ ଅକରମ୍ ନିଜର ଅଫିସିଆଲ ଟୁଇଟ୍ ଆକାଉଣ୍ଟରେ ଏକ ଟୁଇଟ୍ କରିଥିଲେ, ଯାହାପରେ ଲୋକେ ୱଶିମ ଅକରମ୍ ପ୍ରଶଂସା କରିଥିଲେ । ୱଶିମ ଅକରମ୍ ପାକିସ୍ଥାନ ତରଫରୁ ବହୁହ କ୍ରିକେଟ ମ୍ୟାଚ୍ ଖେଳିଛନ୍ତି । ୱଶିମ ଅକରମ୍ ଦୁଇ ଦେଶ ମଧ୍ୟରେ ପ୍ରାୟତଃ ଯିବା ଆସିବା କରନ୍ତି । ଯାହାଫଳରେ ସେ ଦୁଇ ଦେଶର ମହତ୍ଵ ବିଷୟରେ ଭଲଭାବରେ ଜାଣିଛନ୍ତି ।

ୱଶିମ ଅକରମ୍ ଅଫିସିଆଲ ଟୁଇଟ୍ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, “ମୁଁ ହୃଦୟର ସହ ଏହି କଥା କହିବା ପାଇଁ ଚାହୁଁଛି ଯେ, ପାକିସ୍ଥାନ ଭାରତର ଶତ୍ରୁ ନୁହେଁ, ଯେଉଁ ଶତ୍ରୁ ଭାରତର ସେହି ଶତ୍ରୁ ଆମର (ପାକିସ୍ଥାନ) ମଧ୍ୟ । ଏହି କଥାକୁ ବିଶ୍ବାସ କରନ୍ତୁ, ନଚେତ ଆହୁରି ଅନେକ ଲୋକଙ୍କ ଜୀବନ ଅଯଥାରେ ଚାଲିବି । ଯଦି ଆତଙ୍କବାଦୀକୁ ସଂପୂର୍ଣ୍ଣ ନଷ୍ଟ କରିବାର ଅଛି, ତେବେ ଉଭୟ ଦେଶ ମିଶି ଭାଇଚାରା ସମ୍ପର୍କରେ ରହିବାର ଅଛି ।”