ୱଶିମ ଅକରମ୍ ଆତଙ୍କବାଦୀଙ୍କ ବିଷୟରେ କହିଲେ ଏମିତି କିଛି….

ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଯୁଦ୍ଧର ରୂପା ରେଖା ନେବା ନାହି ବଳି କହିବ ସମ୍ଭବ ପର ନହିଁ ।
ପୁଲୱାମ ଆକ୍ରମଣ ପରେ ସହିଦ ହୋଇଥିବା ଯବନଙ୍କ ଜୀବନ ବ୍ୟର୍ଥ ହୋଇନହିଁ । ଭରତ ପାକିସ୍ଥାନ ମଧ୍ୟରେ ପଶି ଆତଙ୍କବାଦୀଙ୍କ ଆଡ୍ଡା ଗୁଡିକ ଧ୍ଵଂସ କରିଦେଇଛି । ଯାହାପରେ ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି ଏବଂ ଦୁଇ ଦେଶ ମଧ୍ୟରେ ଯୁଦ୍ଦ ପରିସ୍ଥିତି ଉପୁଜିଯାଇଛି । କେଉଁ ମୁହୂର୍ତ୍ତରେ କଣ ହେବ କହିବ ସମ୍ଭବ ପର ନୁହେଁ ।
ଏହିପରି ପରିସ୍ଥିତିରେ ପାକ୍ କ୍ରିକେଟ ଖେଳାଳି ୱଶିମ ଅକରମ୍ ଏକ ଟୁଇଟ୍ କରି କହିଥିଲେ, ଯେଉଁଥିରେ ସେ କହିଛନ୍ତି, ଆତଙ୍କବଦୀ ଏବଂ ଭରତ ପାକିସ୍ଥାଙ୍କୁ ନେଇ ଯାହା ଜାଣିବାରେ ପରେ ବାସ୍ତବରେ ଆପଣଙ୍କୁ ବିଶ୍ବାସ ହୋଇପାରିବ ନହିଁ । ଏବଂ ଆପଣ ମଧ୍ୟ ବିଶ୍ବାସ କରିପାରିବେ ନହିଁ ।
ୱଶିମ ଅକରମ୍ ନିଜର ଅଫିସିଆଲ ଟୁଇଟ୍ ଆକାଉଣ୍ଟରେ ଏକ ଟୁଇଟ୍ କରିଥିଲେ, ଯାହାପରେ ଲୋକେ ୱଶିମ ଅକରମ୍ ପ୍ରଶଂସା କରିଥିଲେ । ୱଶିମ ଅକରମ୍ ପାକିସ୍ଥାନ ତରଫରୁ ବହୁହ କ୍ରିକେଟ ମ୍ୟାଚ୍ ଖେଳିଛନ୍ତି । ୱଶିମ ଅକରମ୍ ଦୁଇ ଦେଶ ମଧ୍ୟରେ ପ୍ରାୟତଃ ଯିବା ଆସିବା କରନ୍ତି । ଯାହାଫଳରେ ସେ ଦୁଇ ଦେଶର ମହତ୍ଵ ବିଷୟରେ ଭଲଭାବରେ ଜାଣିଛନ୍ତି ।
ୱଶିମ ଅକରମ୍ ଅଫିସିଆଲ ଟୁଇଟ୍ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, “ମୁଁ ହୃଦୟର ସହ ଏହି କଥା କହିବା ପାଇଁ ଚାହୁଁଛି ଯେ, ପାକିସ୍ଥାନ ଭାରତର ଶତ୍ରୁ ନୁହେଁ, ଯେଉଁ ଶତ୍ରୁ ଭାରତର ସେହି ଶତ୍ରୁ ଆମର (ପାକିସ୍ଥାନ) ମଧ୍ୟ । ଏହି କଥାକୁ ବିଶ୍ବାସ କରନ୍ତୁ, ନଚେତ ଆହୁରି ଅନେକ ଲୋକଙ୍କ ଜୀବନ ଅଯଥାରେ ଚାଲିବି । ଯଦି ଆତଙ୍କବାଦୀକୁ ସଂପୂର୍ଣ୍ଣ ନଷ୍ଟ କରିବାର ଅଛି, ତେବେ ଉଭୟ ଦେଶ ମିଶି ଭାଇଚାରା ସମ୍ପର୍କରେ ରହିବାର ଅଛି ।”