
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ସକାଳୁ ସମୟକୁ ସର୍ବତ୍ତମ ମାନଯାଏ ଏଥିପାଇଁ ସକାଳୁ ସମୟରେ ହିଁ ଦେବୀ ଦେବତା ଙ୍କର ପୂଜା ଏବଂ ଅଭିସେକ କରିବାର ବିଧାନ କରାଯାଇଛି । ସୂର୍ଯ୍ୟ ଦେବତାଙ୍କୁ ଜଳ ମଧ୍ୟ ସକାଳୁ ହିଁ ଚଢା ଯାଇଥାଏ , ତୁଳସୀ ପୂଜା ପାଇଁ ସକାଳୁ ସମୟ କୁ ହିଁ ସର୍ବତ୍ତମ ମାନାଯାଏ ଏବଂ ଘରର ସଫା ସୁତୁରା ସକାଳ ସମୟରେ ହିଁ କରିବା ଉଚିତ୍ କାରଣ ଯେବେ ସୂର୍ଯ୍ୟର କିରଣ ଆମର ଘରେ ପ୍ରବେଶ କରିବ ତ ଘରର ସବୁ ନାକାରତ୍ମକ ଉର୍ଜା ନଷ୍ଟ ହୋଇଯାଏ ।
ଶାସ୍ତ୍ର କହିଥାଏ କି ମନୁଷ୍ୟ କୁ ସବୁବେଳେ ସକାଳୁ ଶିଘ୍ର ଉଠି ନିତ୍ୟ କର୍ମର ନିବୃତ ହୋଇ ସ୍ନାନ ସାରି ଭୋଜନ କରିବା ଉଚିତ୍ ତେବେ ଯାଇ ତାକୁ ଶୁଭ ଫଳର ପ୍ରାପ୍ତି ହୁଏ ଏବଂ ତାହାର ଦିନ ମଧ୍ୟ ଶୁଭ ହୋଇଥାଏ । ଏହା ଛଡା ଶାସ୍ତ୍ର ରେ ଏମିତି 7ଟି ଜିନିଷ ବିଷୟରେ କୁହାଯାଇଛି ଯଦି କୌଣସି ବ୍ୟକ୍ତିଙ୍କୁ ସକାଳୁ ସମୟରେ ଏହି 7ଟି ଜିିଷର ଦର୍ଶନ୍ନ ହୋଇଯାଏ ତ ଏହା ତାହାର ଜୀବନରେ ସୁଖ ସମୃଦ୍ଧି ଆସିବାର ସଂଙ୍କେତ ଅଟେ । ତେବେ ଆସନ୍ତୁ ଜାଣିନେବା ସେହି 7ଟି ସଂଙ୍କେତ ବିଷୟରେ ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚୟ ଜାଣି ପାରିବେ ।
ପ୍ରଥମ ଜିନିଷ ଯଦି କୌଣସି ବ୍ୟକ୍ତିକୁ ସକାଳ ସମୟରେ ନିଜର ଆଖ ପାଖରେ ଜଳ, ପକ୍ଷୀ କିମ୍ବା ଧଳା ରଙ୍ଗର ଫୁଲ ଦେଖାଦିଏ ତ ବୁଝିଜିବା ଉଚିତ୍ କି ଏହା ତାର ଦିନଟି ଭଲରେ କଟିବ। କାରଣ ଏହି ୨ଟି କୁ ଶାନ୍ତିର ପ୍ରତୀକ ବୋଲି ମାନାଯାଏ।
ଦ୍ବିତୀୟ ଜିନିଷ ସକାଳ ସମୟରେ ଉଠିବା ପରେ ଯଦି ଆପଣଙ୍କ ଦ୍ୱାର ପାଖରେ ଗାଈ ଦେଖାଦିଏ କିମ୍ବା ତାର ଆବାଜ୍ ଶୁଣାଯାଏ ତେବେ ବୁଝିଯିବେ କି ସେଦିନ ଆପଣଙ୍କ ପାଇଁ ବହୁତ ଶୁଭ ହେବ।
ତୃତୀୟ କଥା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୋବର କିମ୍ବା ନୀଳ ରଙ୍ଗର ଘାସ ସକାଳ ସମୟରେ ଦେଖିବା ବହୁତ ଭଲ ମାନାଯାଏ। ଏହା ବ୍ୟକ୍ତିର ଜୀବନରେ ଖୁସି ଆଣିଥାଏ।
ଚତୁର୍ଥ କଥା ସକାଳ ସମୟରେ ନଡିଆ , ଶଙ୍ଖ, ମୟୁର, ହଂସ ଦେଖିବା ମଧ୍ୟ ଶୁଭ ମାନାଯାଏ।
ପଞ୍ଚମ କଥା ବେଳେ ବେଳେ ଘରର ସାମ୍ନାରେ ଗାଈ ଗୋବର ଦେଲେ ଲୋକମାନେ ଚିଡିଥାନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ଭଲ ମାନାଯାଏ।
ଷଷ୍ଠ କଥା ସକାଳୁ ନିଜ ହାତର ଦର୍ଶନ କରିବା ଅତ୍ୟନ୍ତ ଶୁଭ ମାନାଯାଏ। କାରଣ ହାତରେ ମାଁ ଲକ୍ଷ୍ମୀଙ୍କର, ମାଁ ସରସ୍ୱତୀଙ୍କ ର ଏବଂ ପ୍ରଭୁ ଶ୍ରୀକୃଷ୍ଣଙ୍କ ର ବାସ ଅଟେ।
ସପ୍ତମ କଥା ଯଦି କୌଣସି ବ୍ୟକ୍ତିକୁ ସକାଳୁ ସକାଳୁ ଭଗବାନ ଗଣେଶଙ୍କ ମୃତି ତଥା ଫଟୋରେ ଦର୍ଶନ ହୋଇଯାଏ ତ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ। କୁହାଯାଏ କି ବ୍ୟକ୍ତି ଉପରକୁ ଆସୁଥିବା ବଡ ଶଙ୍କଟ ଟଳି ଯାଏ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।