ଭିଟାମିନ D ଅଭାବ ହେଲେ ଆମ ଶରୀରରେ ଦେଖା ଦେଇଥାଏ ଏହି ସବୁ…..

Spread the love

ଆମ ଶରୀର ଠିକ୍ ଭାବରେ କାମ କରିବା ପାଇଁ ବହୁତ ଗୁଡିଏ ପୋଷକ ତତ୍ୱ ଦରକାର । ଭିଟାମିନ-D ଆମ ଶରୀର ପାଈଁ ପୋଷକ ତତ୍ତ୍ୱ ଭିତରୁ ଗୋଟିଏ ଏହା ଶରୀରର ପ୍ରତ୍ୟେକ ସିଷ୍ଟମରେ ପ୍ରଭାବ ପକାଇ ଥାଏ। ଆଜ୍ଞା ହଁ ଭିଟାମିନ-D ପେଟର ଧୁଳନ ସିଳ ଭିଟାମିନ ସମୂହରେ ଆସେ ଯାହା ଶରୀରର କ୍ୟାଲ୍ସିୟମ୍ ଏବଂ ଫୋସଫେଟ୍ କୁ ଏବଜୋର୍ବ କରିବାର କ୍ଷମତାକୁ ବଢ଼ାଇ ଥାଏ । ସୂର୍ଯ୍ୟର କିରଣରେ ଶରୀରର କଲୋଷ୍ଟ୍ରଲରେ ଭିଟାମିନ-D ସୃଷ୍ଟି ମଧ୍ୟ କରିଥାଏ । ଏଥିପାଇଁ ଏହାକୁ ସନସାଇନ ଭିଟାମିନ କୁହାଯାଏ । ଭିଟାମିନ-D ପର୍ଯ୍ୟାପ୍ତ ମାତ୍ରାରେ ନେଲେ ପିଲାଙ୍କ ସହିତ ଆପଣ ବି ମଧ୍ୟ ଆପଣଙ୍କ ଦୈନିକ କାର୍ଯ୍ୟ ପାଇଁ ଦରକାରୀ ଏନର୍ଜି ମିଳିଥାଏ ଏବଂ ମହିଳା ମାନଙ୍କୁ ତ ଏନାର୍ଜି ବହୁତ ଅଧିକ ଦରକାର, କାହିଁକି ନା ସେମାନଙ୍କୁ ଘର ଏବଂ ଅଫିସ ଦୁଇଟି ଯାକ ଦାୟିତ୍ୱ ତୁଲେଇ ଥାନ୍ତି ।

ଆମ ଶରୀରରେ ସୂର୍ଯ୍ୟ କିରଣ ପଡ଼ିଥାଏ ସେ ସମୟରେ କଲେସ୍ଟ୍ରୋଲ୍ ଭିଟାମିନ-D ସୃଷ୍ଟି କରିଥାଏ। ଏହା ବ୍ୟତିତ ମାଛ, ମସରୁମ ଏବଂ ଡେରି ପ୍ରଡ଼କ୍ଟସ ରେ ଭିଟାମିନ-D ବହୁତ ଅଧିକ ମାତ୍ରାରେ ମିଳିଥାଏ। ଏହାର କମି ଖାଦ୍ୟରେ ପୁରା ହୁଏ ନାହିଁ ଏବଂ ଆଜିକାଲି ର ଲାଇଫସ୍ଟାଇଲ ରେ ଚାଲୁଥିବା ଅଧିକତର ମହିଳା ମାନଙ୍କର ସାଧାରଣ ସମସ୍ୟା ହୋଇଗଲାଣି। ଏବଂ ଭିଟାମିନ-D କମ ହେବା ଫଳରେ ଆମ ଶରୀର ଆମକୁ କିଛି ସଙ୍କେତ ଦେଇଥାଏ। ଆଜି ଆମେ ଆପଣଙ୍କୁ ବତେଇବୁ ଭିଟାମିନ-D ର କମି ହେଲେ ଆମ ଶରୀର କେଉଁ ଭଲି ସଙ୍କେତ ଦେଇଥାଏ।

କୋଣ କହୁଛି ରିସର୍ଚ୍ଚ ?

ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଲୋକମାନେ ନିଜର ଖାଇବା ପିଇବାର ଧ୍ୟାନ ରଖିପାରନ୍ତି ନାହିଁ, ଯାହାର ପରିମାଣ ସ୍ୱରୂପ, ଗୋଟିଏ ଖରାପ ଲାଇଫସ୍ଟାଇଲ ବନେଇ ଦିଅନ୍ତି । କିନ୍ତୁ ଏବେ ଅଳ୍ପ କିଛି ସାବଧାନ ରହିବା ଦରକାର । ଏସସିଏଟ ଚେମ୍ଵରର୍ସ ଅଫ କାମରସ୍ ଆଣ୍ଡ ଇନ୍ଡସ୍ଟ୍ରି ଅଫ ଇଣ୍ଡିଆ (ASSOCHAM)ର ସର୍ବେର ହିସାବରେ ଦିଲ୍ଲୀରେ ରହିଥିବା ପ୍ରାୟ 88% ଲୋକଙ୍କ ଶରୀରରେ ଭିଟାମିନ-Dର ଅଭାବ ଅଛି । ସର୍ବେର ହିସାବରେ 10 ରୁ 8 ଦିଲ୍ଲୀ ବାସିନ୍ଦାମାନଙ୍କର ଭିଟାମିନ-Dର ଅଭାବ ରହିଛି, ସେହି କାରଣରୁ ଲୋକଙ୍କର କମ ଏନାର୍ଜି, ଡ଼ୀପ୍ରେସନ ଏବଂ ମସଲସ୍ ବା ମାଂସପେଶୀରେ କଷ୍ଟ ଯନ୍ତ୍ରଣା ଅନୁଭବ ସର୍ବଦା ଲାଗି ରହିଥାଏ । ଚିନ୍ତାର ବିଷୟ ଏହା ହେଉଛି ଯେ ଲୋକମାନେ ଏହା ପ୍ରତି ଧ୍ୟାନ ଦେଉ ନାହାନ୍ତି ଏବଂ ନା ଏହା ବିଷୟରେ ଚିନ୍ତା କରୁଛନ୍ତି । ସର୍ବେ ରିପୋର୍ଟ ଅନୁସାରେ ଭିଟାମିନ-D କମ ହେବା ମୁଖ୍ୟ କାରଣ ହେଉଛି ଦିନ ସାରା ସୂର୍ଯ୍ୟ କିରଣରେ ଅଳ୍ପ ସମୟ ରହିବ ଏବଂ ଦିନ ସାରା ଏୟାର କନ୍ଡିସନରେ ବସି ରହିବ । ଘଣ୍ଟା ଘଣ୍ଟା ଅଫିସର କାମ କରିବା ସମୟରେ ଏୟାରକନ୍ଡିସନରେ ବସି ରୁହନ୍ତି ।

ହାଡ ଏବଂ ମାଂସପେଶୀରେ କଷ୍ଟ ହେବା :-

ଭିଟାମିନ-D ଆମର ହାଡର ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଦରକାରୀ ହୋଇଥାଏ କାହିଁକି ନା ଏହାର ସାହାର୍ଯ୍ୟରେ ହିଁ କ୍ୟାଲସିୟମର ଅବଶୋଷଣ ହୋଇଥାଏ । ଯଦି ଆପଣଙ୍କର ସବୁବେଳେ ହାଡ, ପିଠି ଏବଂ ମାଂସପେଶୀର କଷ୍ଟ ପାଇଁ ଚିନ୍ତିତ ରୁହନ୍ତି, ତା’ହେଲେ ଆପଣଙ୍କ ଶରୀରରେ ଭିଟାମିନ-D ଅଭାବର ସଙ୍କେତ ଅଟେ । ତୁରନ୍ତ ସତର୍କ ହୋଇ ଯାଆନ୍ତୁ ।

ସବୁବେଳେ ରୋଗରେ ପୀଡିତ ରହିବା :-

ଭିଟାମିନ-D ବାହ୍ୟ ପରିବେଶରୁ ଆସୁଥିବା ବିପଦରୁ ବଞ୍ଚାଇ ଶରୀରକୁ ଶକ୍ତ ଓ ସୁସ୍ଥ ରଖିଥାଏ, ଯାହା ଫଳରେ ଆମର ଏମ୍ୟୁନ ସିଷ୍ଟମ ଶକ୍ତ ହେବା ସଂଗେ ସଂଗେ ଆମେ ଶରୀର ମଧ୍ୟ ସୁସ୍ଥ ରହିଥାଏ । ଅର୍ଥାତ ଭିଟାମିନ-D ଆମର ଇମ୍ୟୁନିଟିକୁ ଶକ୍ତ ବନାଇଥାଏ । କିନ୍ତୁ ଯଦି ଆପଣଙ୍କ ଶରୀରରେ ଭିଟାମିନ-Dର ଅଭାବ ପରିଲକ୍ଷିତ ହେବ, ତା’ହେଲେ ଆପଣଙ୍କ ଏମ୍ୟୁନିଟି ଦୁର୍ବଳ ହୋଇଯିବ ଏବଂ ପରିବେଶ ଜଳବାୟୁ ବଦଳିବା ସହିତ ଆପଣ ବିଭିନ୍ନ ରୋଗରେ ପୀଡ଼ିତ ମଧ୍ୟ ହେବେ । ଏହିସବୁ ସଙ୍କେତ ମାଧ୍ୟମରେ, ଆପଣଙ୍କ ଶରୀର ଆପଣଙ୍କୁ ସୂଚିତ କରାଇଥାଏ ଯେ ଆପଣଙ୍କ ଶରୀରରେ ଭିଟାମିନ-Dର ଅଭାବ ଅଛି ।

ଥକା ବା ଦୁର୍ବଳ ଅନୁଭବ କରିବା :-

ଦୁର୍ବଳ ଅନୁଭବ କରିବାର ବହୁତ କାରଣ ଅଛି, କିନ୍ତୁ ଭିଟାମିନ D ମଧ୍ୟ ଏହି ସମସ୍ୟାର ଏକ ବଡ଼ କାରଣ ଅଟେ । ଯଦି ଆପଣଙ୍କୁ ବି ଏମିତି ଖାଲି ଖାଲି ଦୁର୍ବଳ ଅନୁଭବ କରୁଛନ୍ତି ତେବେ ହୋଇପାରେ ଏହା ଭିଟାମିନ Dର ସଂକେତ ହୋଇ ଥାଇପାରେ ।

ବାରମ୍ବାର ଥଣ୍ଡା କାଶ ହେବା :-

ଯଦି ଆପଣଙ୍କର ବାରମ୍ବାର ଜ୍ଵର, ଥଣ୍ଡା ଏବଂ କାଶ ଇତ୍ୟାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତା’ହେଲେ ଆପଣଙ୍କ ଶରୀରରେ ଭିଟାମିନ-Dର ଅଭାବ ହୋଇପାରେ । ଏଥିପାଇଁ ଆପଣ ଯେତେ ଶୀଘ୍ର ହୋଇ ପାରିବ ଆପଣ ଭିଟାମିନ-D ଯୁକ୍ତ ଖାଦ୍ୟ ଖାଆନ୍ତୁ ।

ଉଦାସ ରହିବ :-

ଯେଉଁମାନେ ଅଧିକାଂଶ ସମୟ ଉଦାସ ଓ ଚିନ୍ତାଗ୍ରସ୍ତ ରୁହନ୍ତି, ସେମାନଙ୍କ ଠାରେ ଭିଟାମିନ-D ଅଭାବର ଗୋଟିଏ କାରଣ ହୋଇପାରେ । ଆଜ୍ଞା ହଁ ଭିଟାମିନ-D ଆମର ମନ ଚଞ୍ଚଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଭିଟାମିନ-D ଡ଼ିପ୍ରେସନ ଠାରୁ ବଞ୍ଚେଇବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣ ବି ସବୁବେଳେ ଡ଼ୀପ୍ରେସନରେ ରହୁଥିବେ ତାହେଲେ ଏହା ଭିଟାମିନ-Dର ଅଭାବ ଜନିତ ସଂକେତ ହୋଇପାରେ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କେପରି ଲାଗିଲା Comment କରି ଜଣାନ୍ତୁ !