ବିରାଟ କୋହଲିଙ୍କ ଭଉଣୀ ମଧ୍ୟ କୌଣସି ଅପସରା ଠାରୁ କମ ସୁନ୍ଦରି ନୁହଁନ୍ତି, ଥରେ ଯଦି ଦେଖିବେ ଆଶ୍ଚର୍ଯ୍ୟ ହୋଇଯିବେ

Spread the love

ହିନ୍ଦୁସ୍ଥାନରେ କ୍ରିକେଟ ଏବଂ କ୍ରିକେଟ ଖେଳାଳିଙ୍କ ଦିୱାନା କମ ନୁହଁନ୍ତି । ଏହି ଖେଳରେ କିଏ କେତେବେଳେ ନିଜ ଦମ ରେ ଉଚ୍ଚଶିଖକୁ ଛୁଇଥାଏ ତାହା କହିବା ଅସମ୍ଭବ ଅଟେ, ଆଜି ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କଥା ହେବାକୁ ଯାଉଛି ସେ କୌଣସି ପରିଚୟ ଅଧିକାରୀ ନୁହେଁ କାହିଁକି ନା ସେ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର କେପ୍ଟନ ବିରାଟ କୋହଲି । ବର୍ତ୍ତମାନ କିଛି ବର୍ଷ ହେବ ବିରାଟ ଲଗାତାର ଚର୍ଚ୍ଚାରେ ରହୁଛନ୍ତି କିନ୍ତୁ ଆଜି ଆମେ ବିରାଟଙ୍କ ବିଷୟରେ ନୁହେଁ ବରଂ ତାଙ୍କ ଭଉଣୀଙ୍କ ବିଷୟରେ କଥା ହେବାକୁ ଯାଉଛୁ ଯିଏକି କୌଣସି ଅପସରି ଠାରୁ କମ ସୁନ୍ଦରି ନୁହଁନ୍ତି ଏବଂ ବହୁତ କମ ଲୋକ ଏହି ବିଷୟରେ ଜାଣିଛନ୍ତି ।

ସେ ହେଉଛନ୍ତି ବିରାଟ କୋହଲିଙ୍କ ସୁନ୍ଦରି ଭଉଣୀ :

ଆପଣଙ୍କୁ ଜଣାଇ ଦେଉଛୁ ଯେ ବିରାଟ କୋହଲିଙ୍କ ଜନ୍ମ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ୫ନଭେମ୍ବର ୧୯୮୮ରେ ହୋଇଥିଲା । ପରିବାରରେ ବିରାଟଙ୍କ ବ୍ୟତୀତ ତାଙ୍କ ମମ୍ମି, ଭାଇ, ଭାଉଜ, ଗୋଟିଏ ଭଉଣୀ ଏବଂ ଜ୍ଵାଇଁ ଅଛନ୍ତି । ବହୁତ କମ ଲୋକଙ୍କୁ ଏହା ଜ୍ଞାତ ଅଛି ଯେ ବିରାଟ କୋହଲି ଏମିତି ଏକ ପ୍ରଥମ ଖେଳାଳି ଅଟନ୍ତି ଯିଏକି ନିଜ ପିତାଙ୍କ ମୃତ୍ୟୁ ଖବର ଶୁଣିବାପରେ ମଧ୍ୟ ସେ ନିଜର ଖେଳ ପୁରା ପୁରୀ ଭାବେ ଖେଳିଥିଲେ । ବିରାଟ ନା ହିଁ ଜଣେ ଭଲ ବୋଲର ଏବଂ ଫିଲ୍ଡର ଅଟନ୍ତି ବରଂ ସବୁଠାରୁ ଭଲ ମଣିଷ ମଧ୍ୟ ଅଟନ୍ତି । ବିରାଟଙ୍କ ଗୋଟିଏ ହିଁ ଭଉଣୀ ଅଛି ଭାବନା ଧୀଙ୍ଗରା, ତାଙ୍କର ବିବାହ ୨୦୦୨ରେ ସଞ୍ଜୟ ଧୀଙ୍ଗରା ନାମକ ଜଣେ ବିଜିନେଶ ମେନ ସହ ହୋଇଥିଲା । ଭାବନା ଏବଂ ସଞ୍ଜୟଙ୍କ ଦୁଇଟି ପିଲା ମଧ୍ୟ ଅଛନ୍ତି, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ । ଭାବନା ଯେପରି ସୁନ୍ଦରୀ ଅଟନ୍ତି ତାଙ୍କ ପିଲାମାନେ ମଧ୍ୟ ସେପରି ସୁନ୍ଦର ଏବଂ କ୍ୟୁଟ ମଧ୍ୟ ଅଟନ୍ତି ।

ବିରାଟ ଅନୁଷ୍କାଙ୍କ ବାହାଘରରେ ଆସିଥିଲେ ଲାଇମ-ଲାଇଟକୁ :

ଆପଣଙ୍କୁ ଜଣାଇ ଦେଉଛୁ ଯେ ଭାବନା ଏମିତିରେ ତୋ ଭାରତୀୟ କ୍ରିକେଟ ଟିମ ର କେପ୍ଟେନ ବିରାଟ କୋହଲିଙ୍କ ଭଉଣୀ ଅଟନ୍ତି କିନ୍ତୁ ସେ ନିଜକୁ ସର୍ବଦା ଲାଇମ ଲାଇଟ କୁ ଦୂରେଇ ରଖୁଥିଲେ । ଏମିତିରେ କି ତାଙ୍କୁ ବିରାଟର କୌଣସି ମ୍ୟାଚ ରେ ମଧ୍ୟ ଦେଖିବାକୁ ମିଳିନଥିଲା । ବିତି ଯାଇଥିବା ବର୍ଷରେ ଯେତେବେଳେ ବିରାଟ ଏବଂ ଅନୁଷ୍କାଙ୍କ ବାହାଘର ଇଟାଲୀରେ ହୋଇଥିଲା, ସେଠାରେ ସମସ୍ତ ପରିବାର ସହ ଭାବନା ମଧ୍ୟ ଯୋଗ ଦେଇଥିଲେ ଏବଂ ସମସ୍ତଙ୍କ ନଜରକୁ ମଧ୍ୟ ଆସିଥିଲେ । ଭାବନାକୁ ଦେଖୁଥିବା ବ୍ୟକ୍ତି ଏହା କୁହନ୍ତି ଯେ, ହୁଏତ ତାଙ୍କ ଭାଉଜ ବୋଲିଉଡର ହିରୋଇନ୍ ଅଟନ୍ତି ତଥାପି ଭାବନା ମଧ୍ୟ ସୁନ୍ଦରତା ମାମଲାରେ କୌଣସି ହିରୋଇନ ଠାରୁ କମ ନୁହଁନ୍ତି । ଭାବନାକୁ ଦେଖିଥିବା ବ୍ୟକ୍ତି ଏହା ମଧ୍ୟ କହିଥାନ୍ତି ଯେ ତାଙ୍କ ମୁହଁ ଏବଂ ଗଢଣ ପୁରାପୁରି ତାଙ୍କ ଭାଇ ବିରାଟଙ୍କ ସହ ମିଶୁଛି ।