
ଆପଣ ମାନଙ୍କୁ ଆମର ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଜାହା ବହୁତ ନିନ୍ଦନିୟ ଅଟେ ଯେଉଁ ଘଟଣା ଟି ନିକଟରେ ବାଲେଶ୍ୱର ଜିଲ୍ଲା ରେ ଦେଖିବା ପାଇଁ ମିଳିଛି ଏଠାରେ ଦୁଇ ଯୁବତୀ ଙ୍କୁ ଅସଦାଚରଣ କରି ଏବେ ସଂଙ୍କଟ ରେ ପଡିଛନ୍ତି ଏକ ଦୋକାନୀ । ଏହି ଘଟଣା ଟି ଆପଣ ମାନେ ବି ଜାଣିବା ପରେ ନିଶ୍ଚିତ ଭାବେ କହିବେ ଆଜିର ଦିନ ରେ ଲୋକ ମାନଙ୍କ ସ୍ୱଭାବ ରେ କେତେ ପରିମାଣ ରେ ପରିବର୍ତନ ହେଉଛି ବୋଲି ।
ତେବେ ଏହି ଦିନ ରେ ଯେଉଁ ପରି ଭାବେ ଦୁନିଆଁ ରେ ଅମାନିୟା କାଣ୍ଡ ଘଟିବାରେ ଲାଗିଛି। ସେହିଥିରେ ମଣିଷ ନିଜର ସଂଯମତା ହରେଇ କରି କାମ ମୋହ ଭାବନା ରେ ଗଡିଜାଉଛି । ଏଭଂ ପରେ ତାର କରୁଣ ପରିସ୍ଥିତି କୁ ବି ତାକୁ ଭୋଗ କରିବାକୁ ପଡୁଛି । ଜାହା ଫଳ ରେ ଏମିତି ଏକ ଅଭାବ ନିୟ ଘଟଣା ସମାଜ ରେ ଘଟିବାରେ ଲାଗିଛି । ଆଉ ସେମାନଙ୍କ କାମ ବା-ସନା ଏବଂ ଶା-ରି-ରୀକ ସଂ-ମ୍ପ-ର୍କ ସେମାନଙ୍କୁ ଅନ୍ଧ କରିଦେଉଛି ।
ଏମିତି ଏକ ଅଭାବନିୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ର ବ୍ଲକ୍ ଜବାର ଅଞ୍ଚଳ ରେ ଯେଉଁ ଠାରେ ମିଳି ଥିବା ସୂଚନା ଅନୁସାରେ ଏକ ବ୍ୟକ୍ତି ଙ୍କ ଦୋକାନ କୁ ଦୁଇ ନାବାଳିକା ଯୁବତୀ ଚକଲେଟ୍ ଏବଂ ପେପସି ନେବାକୁ ଆସିଥିଲେ । ହେଲେ ସେଠାରେ ଥିବା ଦୋକାନୀ ସେମାନଙ୍କୁ ଭିତରୁ ଡାକି କରି ଅସଦାଚରଣ କରିଥିଲେ । ଏହାକୁ ନେଇ ଏବେ ନାବାଳିକା ମୁହଁ ଖୋଲିଛନ୍ତି ଏବଂ ବର୍ତମାନ ସମୟ ରେ ସେ ସର୍ବସାଧାରଣ ରେ କହି ଥିବାର ଦେଖିବା ପାଇଁ ମିଳିଛନ୍ତି ।
କି କିଭଳି ଭାବେ ଏହି ଅଭଦ୍ର ବୃଦ୍ଧ ଦୋକାନୀ ଜଣଙ୍କ ସେମାନଙ୍କୁ ଡାକି ଅସଦାଚରଣ କରିଥିଲେ । ଏହାକୁ ନେଇ ବତ୍ତମାନ ସମୟ ରେ ଉକ୍ତ ଅଞ୍ଚଳ ରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ହେଲେ ଏହି କଥା କୁ ଏହି ଦୋକାନୀ ଜଣଙ୍କ ଅଶିକ୍ୱାର କରିଛନ୍ତି । ଏବଂ ତାଙ୍କର କହିବା ଅନୁସାରେ ନାବାଳିକା ମାନେ ତାଙ୍କୁ କୁଣ୍ଢା କୁଣ୍ଢି କରିବା ପାଇଁ 50 ଟଙ୍କା ଦେଉଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।