ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଏହି ଫୋଟଗୁଡିକୁ ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ସତ ଭାବୁଥିଲେ କିନ୍ତୁ ଏହାର ସତ୍ୟତା ଜାଣିଲେ ଆପଣଙ୍କ ଚେତା ହଜିଯିବ ।

Spread the love

ସୋସିଆଲ ମିଡିଆରେ ବର୍ତ୍ତମାନ ଦିନଗୁଡିକରେ କିଛି ନା କିଛି ଫୋଟ ଭାଇରଲ ହେବାକୁ ଲାଗିଛି । କେବେ କୌଣସି ଚଳଚ୍ଚିତ୍ରର ତାରକାର ଫୋଟ ଭାଇରଲ ହେଉଛି ତ ଆଉ କେତେବେଳେ କୌଣସି ରାଜନେତାର ଫୋଟ ଭାଇରଲ ହେଉଛି । ସୋସିଆଲ ମିଡିଆ ମାଧ୍ୟମରେ ବର୍ତ୍ତମାନ ଏହି ଭଳି ଜିନିଷ ଗୁଡିକ ଭାଇରଲ ହେବାର ଏକ ପାଲଟି ଯାଇଛି । ଅନେକଥର ତ ଲୋକେ ଏହାର ସଠିକ ବ୍ୟବହାର କରନ୍ତି କିନ୍ତୁ କେତେଥର ଏମିତି କିଛି କାରନାମା କରିଦିଅନ୍ତି; ଯାହା ଭାଇରଲ ତ ହୋଇଯାଏ କିନ୍ତୁ ତା’ସହିତ ଲୋକଙ୍କ ଚିନ୍ତାର କାରଣ ମଧ୍ୟ ପାଲଟିଯାଏ । ହଁ ଆଜ୍ଞା, କିଛି ଲୋକ ଏମିତି ମଧ୍ୟ ଥାଆନ୍ତି; ଯେଉଁମାନେ କି ଅସଲି ଫୋଟ ସହିତ ମଧ୍ୟ କିଛି ନା କିଛି କରନାମା କରି ଫୋଟସପ୍ ମାଧ୍ୟମରେ ତାକୁ କିଛି ଅନ୍ୟ ରୂପ ଦେଇଦିଅନ୍ତି ଏବଂ ସିଧାସାଧା ଜନସାଧାରଣ ବୋକା ବନିଯାଅନ୍ତି । ଏମିତି ଅନେକଥର ହୋଇଛି; ଯେମିତିକି ଫୋଟସପ କରାଯାଇଥିବା ଫୋଟକୁ ଲୋକେ ସତ ଭାବି ନିଅନ୍ତି । ଏମିତିରେ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ଭାଇରଲ ଫୋଟ ନେଇକି ଆସିଛୁ, ଯାହାକୁ ଫୋଟସପ ମାଧ୍ୟମରେ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦିଆଯାଇଛି ଏବଂ ଯେତେବେଳେ ଆପଣ ଏହି ଫୋଟଗୁଡିକର ଅସଲ ରୂପ ଦେଖିବେ; ତେବେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ମାଙ୍କଡ଼ ସହିତ କଳାକାରଙ୍କ ନକଲି ସେଲ୍ଫି ଥିଲା କିନ୍ତୁ ଲୋକେ ତାକୁ ଅସଲି ଭାବିବାକୁ ଲାଗିଥିଲେ ।

ଭାଲୁ ସହିତ ଧୀବର ବା କେଉଟର ଫୋଟକୁ ମଧ୍ୟ ଲୋକମାନେ ଫୋଟସପ୍ ସାହାର୍ଯ୍ୟରେ ବଦଳି ଦେଇଥିଲେ ।

ପାହାଡ଼ ଉପରେ ବସିଥିବା ଏହି ଝିଅର ଫୋଟ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା, ଯାହାକୁ ଲୋକେ ଅସଲି ବୋଲି ଭାବୁଥିଲେ ।

ବିଲେଇର ଏହି ଫୋଟଟି ମଧ୍ୟ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରଲ ହୋଇଥିଲା ।

ଏହି ଫୋଟିଟି ମଧ୍ୟ ନକଲି ଅଟେ, ଯାହାକୁ ଲୋକମାନେ ଭାଇରଲ କରିଦେଇଥିଲେ ।

ଏହି ପୁଅଟି ଦ୍ୱାରା ଧରାଯାଇଥିବା ମାଛକୁ ସୋସିଆଲ ମିଡିଆରେ କିଛି ଏମିତି ଢଙ୍ଗରେ ଦେଖାଯାଇଥିଲା ।

ଏହି କୁକୁରର ନକଲି ଫୋଟଟି ମଧ୍ୟ ବହୁଳ ମାତ୍ରାରେ ଭାଇରଲ ହୋଇଥିଲା ।

ନରେନ୍ଦ୍ର ମୋଦିଙ୍କ ଏହି ଫୋଟଟି ମଧ୍ୟ ନକଲି ଅଟେ, ଯେଉଁଥିରେ ସେ ଆଶୀର୍ବାଦ ପାଇଁ ହାତ ଯୋଡିଥିଲେ । ଅସଲି ଫୋଟଟି ଆପଣଙ୍କ ସାମ୍ନାରେ ଅଛି ।

ପ୍ରିୟଙ୍କା ଗାନ୍ଧୀଙ୍କ ଏହି ଫୋଟଟି ମଧ୍ୟ ବହୁତ ମାତ୍ରାରେ ଭାଇରଲ ହୋଇଥିଲା ଯେଉଁଥିରେ ସେ ନିଜ ବେକରେ ଏକ ପ୍ଲସ ଚିହ୍ନର ଲକେଟ ଧାରଣ କରିଥିଲେ । ପ୍ରକୃତରେ ଆପଣ ଦ୍ଵିତୀୟ ଫୋଟରେ ଦେଖିପାରୁଥିବେ, ଯାହା ଅସଲି ଅଟେ ।

ଏହି ସବୁ ଫୋଟୋ ଦେଖିବା ପରେ, ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ । ଧନ୍ୟବାଦ !