ଭିଣୋଇ ସହ ବାଇକରେ ବୁଲିଲୁ, ମୋ ସହ ଆଉ କାହିଁକି ରହିବୁ ଓ କହିଲା ମାରିଦେଲା

Vinoy

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଙ୍କି ତୁ ତୋ ଭେଣେଇ ସହିତ ବାଇକ୍ ରେ ଗଲୁ ଏବେ ମୁଁ ତତେ ମାରିବି ଲଗା ତ ବଡ ଭଉଣୀ କୁ ଫୋନ ମାନେ ମୋ ଦେଢ ଶାଶୁ କୁ ଦେଢ ଶାଶୁ ତୁମେ ସୁଣ ତମ ସ୍ୱାମୀ ମୋ ସ୍ତ୍ରୀ କୁ ଆଜି ବାଇକ୍ ରେ ବସେଇ ବୁଲେଇଲା । ମୁଁ ଭୁବନେଶ୍ୱର ରେ କାମ କରୁଥିଲି ଖବର ପାଇଲି । ରାତି ଦୁଇଟା ରେ ଘରେ ପହଁଚିଲି । ତମ ସ୍ୱାମୀ ମାନେ ମୋ ସ୍ତ୍ରୀ ପିଙ୍କି ର ଭଣେଇ ମୋ ସଂସାର କୁ ଉଜାଡି ଦେଲା । ଆଉ ମୁଁ ଏବେ ତାଙ୍କୁ ହ-ତ୍ୟା କରୁଛି ।

ହଁ ବନ୍ଧୁଗଣ ଏମିତି କିଛି ଦେଢ ଶାଶୁ କୁ ସୁଣେଇ ସାରିବା ପରେ ପିଙ୍କି କୁ ଜିବନ ରୁ ମାରି ଦେଇ ଥିଲା ତାର ସ୍ୱାମୀ । ବନ୍ଧୁଗଣ ଦାମ୍ପାତ୍ୟ ଜିବନ ରେ ସନ୍ଧେହ ବେଳେ ବେଳେ ସଂମ୍ପର୍ଣ୍ଣ ପରିବାର କୁ ଉଜାଡି ଦିଏ । ଏହି ସନ୍ଧେହ ଯୋଗୁଁ ଜଣେ ବ୍ୟକ୍ତି ନୃସଂଶ ଭାବେ ତାର ପତ୍ନୀ ଙ୍କୁ ହ-ତ୍ୟା କରିଛି । ହଁ ବନ୍ଧୁଗଣ ଏମିତି ଏକ ଖବର ଆସିଛି ଜାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳ ରୁ ନିଜ ଭଣେଇ ବାଇକ୍ ରେ ବସି ଯିବା ଖବର ପାଇଥିଲା ଭୁବନେଶ୍ୱର ରେ କାମ କରୁଥିବା ସ୍ୱାମୀ । ଆଉ ସ୍ୱାମୀ ର ରାଗ ଚରମ ସୀମା ରେ ପହଁଚି ଜାଇ ଥିଲା ।

Vinoy

ଭୁବନେଶ୍ୱର ରୁ ଗାଁ କୁ ଫେରି ଥିଲା ସ୍ୱାମୀ । ଆଉ ଫେରୁ ଫେରୁ ବିଳମ୍ବିତ ରାତି ହୋଇଜାଇ ଥିଲା । ରାତି 2.00 ବେଳେ ଘରେ ପହଁଚି ଥିଲା ପିଙ୍କି ର ସ୍ୱାମୀ । ଘରେ ପହଁଚି ସାରିବା ପରେ ପତ୍ନୀ ପିଙ୍କି କୁ ଏହି ସବୁ ବିଷୟ ରେ ପଚାରିଥିଲା । କେବଳ ପଚାରି ନଥିଲା ବରଂ ବହେ ମଧ୍ୟ ମାଡ ମାରିଥିଲା । ଏମିତି କି ସ୍ୱାମୀ ବସନ୍ତ ର ରାଗ ଶାନ୍ତ ହୋଇନଥିଲା । ଆଉ ପରେ ପିଙ୍କି ଙ୍କୁ ହ-ତ୍ୟା କରିଥିଲା ।

ଆଉ ହ-ତ୍ୟା କରିବା ସମୟ ରେ ତା ଦେଢ ଶାଶୁ କୁ ଫୋନ ଲଗେଇ ଥିଲା ଆଉ କହିଥିଲା ଦେଢ ଶାଶୁ ତୁମେ ସୁଣ ତମ ସ୍ୱାମୀ ମୋ ସ୍ତ୍ରୀ କୁ ଆଜି ବାଇକ୍ ରେ ବସେଇ ବୁଲେଇଲା । ମୁଁ ଭୁବନେଶ୍ୱର ରେ କାମ କରୁଥିଲି ଖବର ପାଇଲି । ରାତି ଦୁଇଟା ରେ ଘରେ ପହଁଚିଲି । ତମ ସ୍ୱାମୀ ମାନେ ମୋ ସ୍ତ୍ରୀ ପିଙ୍କି ର ଭଣେଇ ମୋ ସଂସାର କୁ ଉଜାଡି ଦେଲା । ଆଉ ମୁଁ ଏବେ ତାଙ୍କୁ ହ-ତ୍ୟା କରୁଛି ।

ଆଉ ପିଙ୍କିର ମୃ-ତ୍ୟୁ ପରେ ବସନ୍ତର ଯେତେ ବେଳେ ଚେତା ପସିଲା ସେତେ ବେଳେ ତାର ଭାଇ ଆଉ ଭାଉଜ ଙ୍କୁ ଡକେଇଲା ସବୁ ବିଷୟ ରେ ସତ କଥା କହିଲା ଆଉ ଭାଇ ଭାଉଜ ଙ୍କ ପରାମର୍ଶ କର୍ମେ ଥାନା ରେ ଆତ୍ମ ସମର୍ପଣ କଲା ବସନ୍ତ । ଆଉ ଏବେ ପୋଲିସ ବସନ୍ତ ଙ୍କୁ ଗିରୋଫ କରିବା ସହିତ ତାର ଭାଇ ଏବଂ ଭାଉଜ ଙ୍କୁ ଥାନା ରେ ଅଟକ ରଖିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *