Exclusive: ପିପୁଲ ଫର ସେବା ଆଶ୍ରମର ଗୁମର ଖୋଲିଲେ ବିଦ୍ୟାଶ୍ରୀ ..କଣ ପାଇଁ ଆଶ୍ରମରୁ ଦୁଇବର୍ଷ ଦୁରେଇ ରହିଥିଲା ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱର୍ଗତ ମାନବ ପ୍ରେମି ଆଦିତ୍ୟ ଦାସ ଙ୍କ ମୃ-ତ୍ୟୁ କୁ ପାଖା ପାଖି ଦୁଇ ବର୍ଷ ବିତିଲାଣି । ଏହାରି ମଧ୍ୟରେ ଆଦିତ୍ୟ ସ୍ଥାପନା କରିଥିବା ପିପୁଲ ଫର ସେବା ଆଶ୍ରମ ବର୍ତମାନ ତାଙ୍କର ସାଙ୍ଗ ସାଥି ଏବଂ ଆଦିତ୍ୟ ଙ୍କ ପରିବାର ଲୋକ ଚଳାଉଛନ୍ତି । ତେବେ ଏହାରି ମଧ୍ୟରେ ବିଭିନ୍ନ ଘଟଣା ସାମ୍ନା କୁ ଆସିଛି ଯେତେ ବେଳେ ଲୋକ ମାନେ ଅଭିଯୋଗ କରୁଛନ୍ତି ପିପୁଲ ଫର ସେବାର ଯିଏ ସଦସ୍ୟ ରହିଛନ୍ତି ବିକାଶ ସେ ତାଙ୍କୁ ଖରାପ ବ୍ୟବହାର କରୁଛନ୍ତି କିନ୍ତୁ ଜାହା ପରେ ଜଣେ ମହିଳା ବାହାରି ଥିଲେ ସାମ୍ନା କୁ ଯିଏକି କହିଥିଲେ ଆଦିତ୍ୟ ଙ୍କ ବାପା ମାଆ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି ।

ଏହା ମଧ୍ୟରେ ଅନେକ ଗୁଡିଏ କଥା ସାମ୍ନା କୁ ଆସୁଛି କାରଣ ଆଦିତ୍ୟ ଙ୍କ ପତ୍ନୀ ଯିଏ ବିଦ୍ୟାଶ୍ରୀ କହୁଛନ୍ତି ଯେ ସେ ମଧ୍ୟ ଘରେ ରହୁଥିବା ବେଳେ ପ୍ରକୃତ ରେ ପିପୁଲ ଫର ସେବା ଆଶ୍ରମ କେମିତି ଚାଲୁଛି । ତେବେ ଆଦିତ୍ୟ ଙ୍କ ମୃ-ତ୍ୟୁ ପରେ ବିଦ୍ୟାଶ୍ରୀ ବହୁତ କମ୍ ସମୟ ପିପୁଲ ଫର ସେବା ଆଶ୍ରମ କୁ ଜାଇ ଥିବା ବେଳେ ଯେଉଁଦିନ ଆଦିତ୍ୟ ଙ୍କ କୋକେଇ ଉଠିଲା ସେହି ଦିନ ବିଦ୍ୟାଶ୍ରୀ ର ଶେଷ ଦିନ ହୋଇଜାଇ ଥିଲା ପିପୁଲ ଫର ସେବାରେ । ଏବଂ ପରେ ଆଦିତ୍ୟ ଙ୍କ ଶୁଦ୍ଧ ଘରେ ପସିବାକୁ ଦିଆଜାଇ ନଥିଲା ।

Vidyashree

ମୋ ଶଶୂର ବ୍ରାହ୍ମଣ ଡାକି ଘରେ ସବୁ ମୋର କ୍ରିୟା କର୍ମ କରେଇ ଥିଲେ । ଆଉ ତାଙ୍କର ଶେଷ ଦିନ ସହିତ ମୋର ବି ଶେଷ ଦିନ କରି ଦିଆଜାଇ ଥିଲା । ଏହା ପରେ ବି ସେ କେବେ ବି ମୁହଁ ଖୋଲି ନାହିଁ କି ମୋର ଅଧିକାର କୁ ସାବ୍ୟସ୍ତ କରି ନାହିଁ । ଆଉ ବିଦ୍ୟାଶ୍ରୀ କହିଛନ୍ତି ଯେ ସେହି ଆଶ୍ରମ କୁ ସେ କେବେ ବି ଯିବା ପାଇଁ ଚେଷ୍ଟା ମଧ୍ୟ କରି ନାହାଁନ୍ତି । ଆଶ୍ରମ କୁ ନେଇ ତାଙ୍କର ବହୁତ ସ୍ୱପ୍ନ ରହିଛି । ପିଲାମାନେ ବାପା ମାଆ ସମସ୍ତେ ମିଶି କରି କେମିତି ଭଲ କରି ଆଶ୍ରମ କୁ ଗଢନ୍ତୁ ।

ବିଦ୍ୟାଶ୍ରୀ କୁ ନେଇ କିଛି ଅସୁବିଧା ଅଛି ଠିକ୍ ଅଛି ବିଦ୍ୟାଶ୍ରୀ ସାଇଡ ହୋଇଜାଉଛି । ଆଶ୍ରମ ଯେମିତି ଚାଲିବା କଥା ଯେମିତି ସମସ୍ତେ ଖୁସୀ ରେ ରହିବେ ବୋଲି ମୁଁ ନିଜକୁ ଆଶ୍ରମ ଠାରୁ ଦୁଇ ବର୍ଷ ହେବ ଦୂରେଇ ରଖିଥିଲି । ସେ ଯିବା ପରେ ମୋ ଶାଶୁ ଶଶୂର ଙ୍କ ପାଖରେ 4 ମାସ ରହିଥିଲି ହେଲେ ଶାଶୁ ଶଶୂର ଙ୍କୁ କହି ମୋ ଠାରୁ ଅଲଗା କରିଦେଲେ ।

Vidyashree 1

ମୁଁ ବାପା ମାଆ ଙ୍କ ଗୋଡ ହାତା ଧରିଥିଲି ଯେତେ ଯାଏ ଅପରାଧୀ ସାବ୍ୟସ୍ତ ହୋଇ ନାହିଁ ସେତେବେଳ ଯାଏ ମତେ ତୁମ ପୁଅ ହୋଇ ସେବା କରିବାର ସୁଯୋଗ ଦିଅ । ହେଲେ ପିପୁଲ ଫର ସେବା ର ପିଲା ମାନେ ଜବର୍ଦୋସ୍ତି ବାପା ଙ୍କୁ ଡାକି କରି ନେଲେ ଏବଂ ଆଶ୍ରମ ର ଦାୟୁତ୍ୱ ଦେଇ ଦେଇଥିଲେ । ଏବଂ ପରେ ମୁଁ ବାପା ମାଆ ଠାରୁ ମଧ୍ୟ ଅଲଗା ହୋଇଗଲି । ହେଲେ ମୋର ଏହି ସମୟ ମଧ୍ୟରେ କେତେ କଷ୍ଟ ଅତିବାହିତ ହୋଇଛି ତାହା କେହିବି ଜାଣି ନାହାଁନ୍ତି ବୋଲି ବିଦ୍ୟାଶ୍ରୀ ମିଡିଆ ସାମ୍ନା ରେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *