“ନିଶା ଦେଇ ଅର୍ଚ୍ଚନା କରୁଥିଲା ନ-ଗ୍ନ ଭିଡିଓ” ଶ୍ରଦ୍ଧାଞ୍ଜଳୀ ମୁହଁରେ ନାଗଫାସ ଗୁମର |

Archana Nag

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ଙ୍କ ଫୋକସ ରେ ଥିଲା ଅ-ଶ୍ଲୀ-ଳ ଭିଡ଼ିଓ । ଜୋରଜବର୍ଦୋସ୍ତି କରୁଥିଲେ ଏହି ଭିଡ଼ିଓ । ମୃଦ୍ୟୁ ପାନିୟ ରେ ନିଶା ଦେଇ କରୁଥିଲେ ଏହି ଅଶ୍ଳୀଳ ଭିଡ଼ିଓ କହିଛନ୍ତି ଅର୍ଚ୍ଚନା ଙ୍କ ସହଯୋଗୀ ଶ୍ରଦ୍ଧାଞଳୀ । ତେବେ ଶ୍ରଦ୍ଧାଞଳୀ ଙକ ମୁହଁରେ ଏବେ ନାଗ ଫାସର ଗୁମର ଲେଡି ବ୍ଲାକମେଲର ର କଳା କାର୍ନାମା ର ଚାଞ୍ଚଲ୍ୟ କର ତଥ୍ୟ । ରାଜଧାନୀରେ କେମିତି ଚାଲୁଥିଲା ସେ-କ୍ସ କ୍ସୋଣ୍ଡାଲ ।

କେମିତି ଫସୁଥିଲେ ବଡ ବଡିଆ ଏବଂ କେମିତି ହେଉଥିଲେ ମାଲାମାଲ । ତେବେ ଏହାକୁ ନେଇ ଆପତ୍ତି କରୁଥିଲେ ଶ୍ରଦ୍ଧାଞଳୀ । ହେଲେ ତାଙ୍କର ନ-ଗ୍ନ ଭିଡ଼ିଓ ଦେଖେଇ ଧମକ୍ ଦେଉଥିଲେ ଅର୍ଚ୍ଚନା । 2022 ମସିହା ରେ ଜାନୁଆରୀ ମାସରେ ପ୍ରୋଜଜକ ଅକ୍ଷୟ ପରିଜା ଙ୍କ ସହିତ ସଂ-ମ୍ପର୍କ ରଖିବାକୁ କହି ଏହାର ଭିଡ଼ିଓ ଅର୍ଚ୍ଚନା ହିଁ ସୁଟ କରିଥିଲେ । ଏହି ଭିଡ଼ିଓ ଉପରେ ମିଛ କେସ ଦେଇ ଲକ୍ଷ୍ମୀ ସାଗର ଥାନାରେ ଶ୍ରଦ୍ଧାଞଳୀ ପୋଲିସ କୁ କହିଛନ୍ତି ।

Archana Nag

ସେହି ପରି ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞଳୀ ର 161 ଧାରାରେ ବୟାନ ରେକର୍ଡ ହୋଇଛି । ଯେଉଁଠାରେ ଶ୍ରଦ୍ଧାଞଳୀ କହିଥିଲେ 2018 ମସିହା ରେ ସେ ଚାକିରୀ ପାଇଁ ଭୁବନେଶ୍ୱର ଆସିଥିଲେ । ଜାଗମରା ରେ ଭଡାରେ ରହୁଥିବା ବେଳେ ଅର୍ଚ୍ଚନା ଏବଂ ଜଗବନ୍ଧୁ ସେହି ଠାରେ ରହୁଥିଲେ । ଚାକିରୀ ଏବଂ ଅଧିକ ଟଙ୍କାର ଲୋଭ ଦେଖେଇ ଶ୍ରଦ୍ଧାଞଳୀ କୁ ସେ ଫସେଇ ଥିଲେ । ବଡ ଲୋକଙ୍କୁ ଫସେଇ ସେ-କ୍ସ ଭିଡ଼ିଓ କରିବା ବ୍ଲାକମେଲ କରିବା କୁ ସେ କହିଥିଲେ ।

ତେବେ ଆପତ୍ତି ଜନକ ଭିଡ଼ିଓ ରେକର୍ଡ କରୁଥିବା ବିଷୟ ରେ ଗୋଟି ଗୋଟି କରି ପୋଲିସ ଆଗରେ କହିଥିଲେ ଶ୍ରଦ୍ଧାଞଳୀ । ସେପଟେ ବ୍ଲାକମେଲର ନାଗଚାନ୍ଦ ଚମ୍ପତୀ ଙ୍କୁ ଏକାଠି ଜେରା କରିବାରୁ ଇଡିର ଏବେ ଜୋରଦାର ପ୍ରୟାସ ଚାଲିଛି । ଉଭୟ କୁ ଏକା ସାଙ୍ଗେ ଜେରା କରିବାକୁ ଯୋଜନା କରିଛି ଇଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ