“ନିଶା ଦେଇ ଅର୍ଚ୍ଚନା କରୁଥିଲା ନ-ଗ୍ନ ଭିଡିଓ” ଶ୍ରଦ୍ଧାଞ୍ଜଳୀ ମୁହଁରେ ନାଗଫାସ ଗୁମର |

Archana Nag

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ଙ୍କ ଫୋକସ ରେ ଥିଲା ଅ-ଶ୍ଲୀ-ଳ ଭିଡ଼ିଓ । ଜୋରଜବର୍ଦୋସ୍ତି କରୁଥିଲେ ଏହି ଭିଡ଼ିଓ । ମୃଦ୍ୟୁ ପାନିୟ ରେ ନିଶା ଦେଇ କରୁଥିଲେ ଏହି ଅଶ୍ଳୀଳ ଭିଡ଼ିଓ କହିଛନ୍ତି ଅର୍ଚ୍ଚନା ଙ୍କ ସହଯୋଗୀ ଶ୍ରଦ୍ଧାଞଳୀ । ତେବେ ଶ୍ରଦ୍ଧାଞଳୀ ଙକ ମୁହଁରେ ଏବେ ନାଗ ଫାସର ଗୁମର ଲେଡି ବ୍ଲାକମେଲର ର କଳା କାର୍ନାମା ର ଚାଞ୍ଚଲ୍ୟ କର ତଥ୍ୟ । ରାଜଧାନୀରେ କେମିତି ଚାଲୁଥିଲା ସେ-କ୍ସ କ୍ସୋଣ୍ଡାଲ ।

କେମିତି ଫସୁଥିଲେ ବଡ ବଡିଆ ଏବଂ କେମିତି ହେଉଥିଲେ ମାଲାମାଲ । ତେବେ ଏହାକୁ ନେଇ ଆପତ୍ତି କରୁଥିଲେ ଶ୍ରଦ୍ଧାଞଳୀ । ହେଲେ ତାଙ୍କର ନ-ଗ୍ନ ଭିଡ଼ିଓ ଦେଖେଇ ଧମକ୍ ଦେଉଥିଲେ ଅର୍ଚ୍ଚନା । 2022 ମସିହା ରେ ଜାନୁଆରୀ ମାସରେ ପ୍ରୋଜଜକ ଅକ୍ଷୟ ପରିଜା ଙ୍କ ସହିତ ସଂ-ମ୍ପର୍କ ରଖିବାକୁ କହି ଏହାର ଭିଡ଼ିଓ ଅର୍ଚ୍ଚନା ହିଁ ସୁଟ କରିଥିଲେ । ଏହି ଭିଡ଼ିଓ ଉପରେ ମିଛ କେସ ଦେଇ ଲକ୍ଷ୍ମୀ ସାଗର ଥାନାରେ ଶ୍ରଦ୍ଧାଞଳୀ ପୋଲିସ କୁ କହିଛନ୍ତି ।

Archana Nag

ସେହି ପରି ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞଳୀ ର 161 ଧାରାରେ ବୟାନ ରେକର୍ଡ ହୋଇଛି । ଯେଉଁଠାରେ ଶ୍ରଦ୍ଧାଞଳୀ କହିଥିଲେ 2018 ମସିହା ରେ ସେ ଚାକିରୀ ପାଇଁ ଭୁବନେଶ୍ୱର ଆସିଥିଲେ । ଜାଗମରା ରେ ଭଡାରେ ରହୁଥିବା ବେଳେ ଅର୍ଚ୍ଚନା ଏବଂ ଜଗବନ୍ଧୁ ସେହି ଠାରେ ରହୁଥିଲେ । ଚାକିରୀ ଏବଂ ଅଧିକ ଟଙ୍କାର ଲୋଭ ଦେଖେଇ ଶ୍ରଦ୍ଧାଞଳୀ କୁ ସେ ଫସେଇ ଥିଲେ । ବଡ ଲୋକଙ୍କୁ ଫସେଇ ସେ-କ୍ସ ଭିଡ଼ିଓ କରିବା ବ୍ଲାକମେଲ କରିବା କୁ ସେ କହିଥିଲେ ।

ତେବେ ଆପତ୍ତି ଜନକ ଭିଡ଼ିଓ ରେକର୍ଡ କରୁଥିବା ବିଷୟ ରେ ଗୋଟି ଗୋଟି କରି ପୋଲିସ ଆଗରେ କହିଥିଲେ ଶ୍ରଦ୍ଧାଞଳୀ । ସେପଟେ ବ୍ଲାକମେଲର ନାଗଚାନ୍ଦ ଚମ୍ପତୀ ଙ୍କୁ ଏକାଠି ଜେରା କରିବାରୁ ଇଡିର ଏବେ ଜୋରଦାର ପ୍ରୟାସ ଚାଲିଛି । ଉଭୟ କୁ ଏକା ସାଙ୍ଗେ ଜେରା କରିବାକୁ ଯୋଜନା କରିଛି ଇଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *