ମୋବାଇଲରୁ ମିଳିଲା 6 ଲୋକଙ୍କ ଭିଡିଓ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ର ନାଗ ଫାସରେ ମାଳମାଳ ନେତା ଅଫିସର ଠିକାଦାର ଙ୍କ ଠାରୁ ବ୍ୟବସାୟୀ ମାୟା ଜାଲରେ ଫସିଛି । ପ୍ରଥମେ ହନି ଟ୍ରାପ୍ ଏବଂ ପରେ ବ୍ଲାକମେଲିଂ ର କଳା ଧନ୍ଦାରେ ଛନ୍ଦି ହେଲେ ଟଙ୍କା ଗଣିଲେ । ପ୍ରାୟ 5 ବର୍ଷ ଧରି ଅର୍ଚ୍ଚନା ର ଏହି ହନି ଟ୍ରାପ ସାମ୍ରାଜ୍ୟ ଚାଲିଥିବା ବେଳେ କେମିତି ଟେର ପାଇଲାଣି ପୋଲିସ । ଆଇ ପ୍ରଫାଇଲ ଲୋକ ମାନଙ୍କ ଯିବା ଆସିବା ଥିବା ସ୍ୱତେ ବି କେମିତି ଜାଣି ପାରିଲାନି ଗୋଇନ୍ଦା ବିଭାଗ ।

ଜାହାକୁ ନେଇ ଲାଗି ରହିଛି ପ୍ରଶ୍ନ ଆଉ ସମାନ ପ୍ରଶ୍ନ ଉଠେଇ ଗତ କାଲି BJP ର ବିକ୍ଷପ ପରେ ଆଜି ଗର୍ଜିଛି କଂଗ୍ରେସ କାଳେ ବଡବଡିଆ ଙ୍କ ମୁଖା ଖୋଲିଯିବ ସେହି ଭୟରେ ପୋଲିସ ତଦନ୍ତ କୁ ବାଟବଣା କରୁଛି ପୋଲିସ ବୋଲି କହି ସିପି ଙ୍କ ଅଫିସ ସାମ୍ନାରେ ବିକ୍ଷୋବ ପଦର୍ଶନ କରିଛି ଯୁବ କଂଗ୍ରେସ । ବରିଷ୍ଟ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ବି ଆଣିଛନ୍ତି ସମାନ ଅଭିଯୋଗ ।

archana nag 1

କହିଛନ୍ତି ଅର୍ଚ୍ଚନା ମାମଲା ରେ 70 କୋଟି ଟଙ୍କାର କାରବାର ହୋଇଛି । ଯେଉଁଥିରେ ସଂମ୍ପୃକ୍ତ ରହିଛନ୍ତି BJD ଏବଂ BJP ନେତା ତେବେ ଛୋଟ ଛୋଟ କଥାରେ ସାମ୍ବାଦିକ ସମ୍ମିଳନି କରୁଥିବା ପୋଲିସ କଣ ପାଇଁ ଏହି ସଂମ୍ପର୍କ ରେ ତଥ୍ୟ ରଖୁନାହିଁ ବୋଲି ପ୍ରଶ୍ନ ଉଠେଇବା ସହିତ SIT ଗଠନ କରି ହାଇକୋର୍ଟ ବିଚାର ପତି ଙ୍କ ଦ୍ୱାରସ୍ଥ ର ତଦନ୍ତ ଦାବି କରିଛନ୍ତି । ତେବେ ଏଠାରେ BJP ବି ସମାନ ଅଭିଯୋଗ ଆଣି କହିଛି ସବୁ କେଳେଙ୍କାରୀ 6 ଗୋଟି ମୋବାଇଲ ମଧ୍ୟରେ ସୀମିତ । ଯେଉଁଥିରେ ସବୁ ତଥ୍ୟ ରହିଛି ।

ଏପରି କି 3 ଟି ବ୍ୟାଙ୍କ ଏକାଉଣ୍ଟ ରେ ଟଙ୍କା କାରବାର ହୋଇଥିବା କଥା କହିଛି BJP ତେଣୁ ସରକାରୀ ଦଳ ଜାଣି ସୁଣି ମାମଲା କୁ ଚପେଇ ଦେବା ପାଇଁ ଚେଷ୍ଟା କରୁଥିବା BJP ଅଭିଯୋଗ କରିଛି । ତେବେ BJP ଏବଂ କଂଗ୍ରେସ ର ଅଭିଯୋଗ କୁ ନେଇ ପୋଲିସ ପକ୍ଷରୁ ବର୍ତମାନ ସମୟ ରେ କୈଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

ତେବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ନାଗଫାସରେ ତିନି ମନ୍ତ୍ରୀ 18 ବିଧାୟକ ଏବଂ ଅନେକ ଅଫିସର ପଡିଥିବାର ଅଭିଯୋଗ ହୋଇଛି ଆଉ ହନି ଟ୍ରାପରେ ଫସିଥିବା ଅଧିକାଶଂ ନେତା BJD ର ବୋଲି କୁହାଜାଉଛି । ତେବେ ଏହାକୁ ନେଇ କେଉଁ ପ୍ରକାରର ତଦନ୍ତ ଆଗାମୀ ସମୟ ରେ ହେବାକୁ ଯାଉଛି ସେହି ବିଷୟ ରେ ଦେଖିବା ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ