
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେବେ ଯଦି ଆପଣ ମନଙ୍କ ଘର ଲୋକ ମାନଙ୍କ ଉପରେ ବା ଘର ଉପରେ କୈଣସି ବିପଦ ଆସିବାର ଥାଏ ତେବେ ପ୍ରଥମେ ଏହାର ପ୍ରଭାବ ତୁଳସୀ ଗଛ ଉପରେ ପଡିଥାଏ । ଯଦି ଆପଣ ମାନଙ୍କ ଘରକୁ କେବେ ଦରିଦ୍ରତା ଆସିବା ପାଇଁ ଯାଉଥାଏ ତେବେ ଆପଣ ମାନଙ୍କ ଘରର ତୁଳସୀ ଗଛ ଟି ସୁଖି ଜାଇ ଥାଏ । ଏମିତି ହେଲେ ଆପଣ ମାନେ ସେହି ସୁଖିଲା ଗଛ କୁ ତୁରନ୍ତ ହିଁ ଓପାଡି ଦିଅନ୍ତୁ ଏବଂ ଏହି କଥା କୁ ସବୁ ବେଳେ ମନେ ରଖିବେ କି ଘରେ କେବେ ବି କୈଣସି ସୁଖିଲା ଗଛ ରହିବା ଜରୁରୀ ନୁହେଁ ଏବଂ ସବୁ ବେଳେ ଘରେ ହରାଭରା ଗଛ ହିଁ ରହିବା ଜରୁରୀ ଅଟେ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କାର୍ଯ୍ୟ ବିଷୟ ରେ କହିବୁ ଜାହାକୁ ମହିଳା ମାନେ କେବେ ବି ଘରେ କରିବା ଉଚିତ ନୁହେଁ ।
1. ମହିଳାଙ୍କ ବା ଆଖି ଡେଇବା :
ମହିଳାଙ୍କ ବା ଆଖି ଡେଇଁବାର ଅର୍ଥ ହେଲା ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଯାଉଛି । ଏହା ଶୁଭ ସଙ୍କେତର ଇଶାରା କରିଥାଏ । ପୁରୁଷ ମାନଙ୍କର ବାମ ଆଖି ଡେଇଁବାର ଅର୍ଥ ହୋଇଥାଏ ଆପଣଙ୍କ ଜୀବନରେ ଆହୁରି କଷ୍ଟ କରିବାକୁ ସମୟ ପାଖାପାଖି ଆସୁଛି ।
2. କ୍ଷୀର ଉତୁରିବା :
ଏହି କଥା ର ସବୁ ବେଳେ ଧ୍ୟାନ ରଖିବେ ଯେଉଁ ଘରେ କ୍ଷୀର ଉତୁରି ପଡିଥାଏ । ସେହି ପରି ଘରେ ଅର୍ଥ ର ଅଭାବ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳେ । ତେବେ ପ୍ରତ୍ୟେକ ଦିନ କ୍ଷୀର ଉତୁରିବା ଆମର ଦୈନଦିନ ଜିବନ ରେ ମୋଟେ ବି ଶୁଭମୟ ନୁହେଁ ।
3. ଝାଡୁ : ବନ୍ଧୁଗଣ ଘରେ ଝାଡୁ କୁ ଲକ୍ଷ୍ମୀ ଙ୍କ ସୂଚକ ବୋଲି ମନାଯାଏ । ଘରେ ଝାଡୁ ରହିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହୋଇଥାଏ । ଘରେ ଯଦି ଝାଡୁ ପଡିଛି ଏବଂ ଆପଣ ମାନେ ଏହା ମନେ ରଖିବା ଜରୁରୀ ଅଟେ କି ଝାଡୁ ଉପରେ କେବେ ବି ପାଦ ରଖିବା ଠିକ୍ ହୋଇନଥାଏ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ । ସବୁ ସମୟ ରେ ଏହି କଥାର ଧ୍ୟନ ଦେବେ ସୂର୍ଯ୍ୟ ଅସ୍ତ ପରେ ଆପଣ ମାନେ ଝାଡୁ ମାରିବା ପରି ଭୁଲ ମୋଟେ ବି କରନ୍ତୁ ନାହିଁ । ଘରେ ସବୁ ସମୟ ରେ ଝାଡି ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରଖିବା ଜରୁରୀ ଅଟେ କେଉଁଠି ବି ଆପଣ ମାନେ ଝାଡୁ କୁ ଅଲଗା କରି ପକେଇ ଦିଅନ୍ତୁ ନାହିଁ । ଏମିତି କରିଲେ ଜିବନ ରେ ଆର୍ଥିକ ସମସ୍ୟା ର ସମ୍ମୁଖୀନ ହୁଅନ୍ତି ।
4. ଝିଟିପଟି ଦେଖିବା :
ଯଦି ଆପଣ ମାନେ ଘରୁ ବାହାରି ଜାଉଥିବା ସମୟ ରେ ବା ଘରକୁ ଫେରିବା ସମୟ ରେ ପ୍ରଥମେ ଝିଟିପିଟି ର ଦର୍ଶନ ହୁଏ ତେବେ ଜାଣି ରଖନ୍ତୁ ଆପଣ ମାନଙ୍କ ଖରାପ ସମୟ ଆରମ୍ଭ ହେବା ପାଇଁ ଯାଉଛି । ଝିଟିପିଟି ଦେଖିବା ଏମିତି ରେ ବହୁତ ଶୁଭ ହୋଇଥାଏ ହେଲେ ଝିଟିପିଟି କୁ ଘରୁ ବାହାରି ଯିବା ସମୟ ରେ ଦେଖିବା ବହୁତ ଅଶୁଭ ମନାଯାଏ । ଯଦି ଆପଣ ନୂଆ ଘର ନେଇଛନ୍ତି ଏବଂ ସେଠାରେ ମରିବା ଝିଟିପିଟି ମିଳିଯାଏ ତେବେ ଘରେ ପ୍ରବେଶ କରିବା ପୂର୍ବରୁ ଏହି ଘରେ ପୂଜା କରିଦେବା ଉଚିତ ଅଟେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।