ମୁଲତାନି ମାଟିରେ ଏହି ଦୁଇଟି ଜିନିଷ ମିଶାଇ ଲଗାନ୍ତୁ, ଚେହେରାରେ ଅଟେ ଚମକଟା ଆସିବା ଯେ ଆପଣ ନିଜେ ଆଶ୍ଚର୍ଯ୍ୟ ହୋଇଯିବେ …..

Spread the love

ଆଜି ଆମେ ଆପଣଙ୍କୁ ଗୋଟିଏ ଆମେଜିଙ୍ଗ ରେମିଡି ବିଷୟରେ କହିବୁ କି କେଉଁ ପ୍ରକାରରେ ଆପଣ ନିଜ ସ୍କିନକୁ ଗରମ ଦିନରେ ବି ଗୋଲାପ ଭଳି ନରମ ପାଇ ପାରିବେ । ଏହି ଉପାୟ ବହୁତ କାର୍ଯ୍ୟକାରୀ ଅଟେ । ଆପଣଙ୍କ ଚେହେରାର ଡେଡ ସ୍କିନ, ବ୍ରଣ, ଦାଗ ହୋଇଯାଏ ବା ଶ୍ୟାମଳପଣ ଆସିଯାଏ ତାହା ପାଇଁ ଏହି ଉପାୟ ରାମବାଣ ଭଳି କାମ କରିଥାଏ ।

ଆଜି ଆପଣଙ୍କୁ ଏହି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣଙ୍କ ଚେହେରାକୁ ଉଜ୍ବଳ କରିବା ସହ ସତେଜ ମଧ୍ୟ ରହିପାରିବ । ଏହା ଦ୍ୱାରା ଆପଣଙ୍କ ଚେହେରାର ଡେଡ୍ ସ୍କିଂ, ଚେହେରାର ଦାଗ, ତ୍ୱଚାର ଢୀଲାପଣ ମଳିନତା, ଏହି ସମସ୍ତ ଅସୁବିଧା ଏହି ଉପାୟ ମଧ୍ୟମରେ ଦୂର କରିପାରିବେ । ଅପଣଂକ ଚେହେରାରେ ଲୋମାଛିଦ୍ରେର ଅସୁବିଧା ହେଉ ଅବା ମୁହଁ ପୁରାପୁରି ନିସ୍ତେଜ ହେଇଯାଇଛି, ଯେଉଁ କାରଣରୁ ଆପଣଙ୍କ ସୁନ୍ଦରତା ନଷ୍ଟ ହେଇଯାଇଛି ବା ଆଖି ତଳେ କଳା ଦାଗ ଘେରି ରହିଛି, ଏସବୁର ସମାଧାନ ପାଇଁ ଏହି ଉପାୟ ରାମବାନ ଭଳି ଅଟେ !

ଏହି ଉପୟର ମିଶ୍ରଣ ତିଆରି କରିବା ପାଇଁ ପ୍ରଥମେ ଆପଣଙ୍କୁ ମୁଲତାନି ମାଟିର ଆବଶ୍ୟକତା ରହିଛି, କାରଣ ମୁଲତାନି ମାଟି ଥଣ୍ଡା ଅଟେ ଏବଂ ଗରମରେ ଆମ ମୁହଁରେ ଯେଉଁ ଦାଗ ଓ ବ୍ରଣ ହେଇଯାଏ, ସେଥିପାଇଁ ମୁଲତାନି ମାଟି ବହୁତ ବଢିଆ କାମ କରେ, ସେଥିପାଇଁ ଏକ ଚାମଚ ମୁଲତାନି ମାଟିର ପାଉଡର ନିଅନ୍ତୁ, ସେଥିରେ ଏକ ଚାମଚ ବେସନ ଏବଂ ଏକ ଚାମଚ ଚନ୍ଦନ ପାଉଡର ନିଅନ୍ତୁ ।

ଏବେ ଏହି ତିନୋଟି ଜିନିଷକୁ ଭଲ ଭାବେ ମିଶାଇ ଦିଅନ୍ତୁ । ବର୍ତମାନ ସେଥିରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ବର୍ତ୍ତମାନ ଏହାକୁ ଲଗାଇବା ପୂର୍ବରୁ ନିଜ ମୁହଁକୁ ପ୍ରଥମେ ତୁଳାରେ ଗୋଲାପ ଜଳ ଲଗାନ୍ତୁ । ଏହା କ୍ଲିଂଜେର ଭାବେ କାମ କରିବ, ତା’ପରେ ଏହି ପ୍ରସ୍ତୁତ ପେଷ୍ଟକୁ ମୁହଁରେ ଲଗାନ୍ତୁ, ସପ୍ତାହକୁ ତିନି ଥର ଥର ଲଗାଇଲେ ଆପଣ ତଫାତ ଜାଣି ପାରିବେ !