ନିଜ ବୋଲ୍ଡନେସକୁ ନେଇ ଏବେ ଚିନ୍ତାରେ ଉର୍ଫି, ତାଙ୍କ ବିରୋଧରେ ମାମଲା ରୁଜୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଡୁଆରେ ଉର୍ଫି ଜାବେଦ । ନିଜ ବଡିନେସ କୁ ଏବେ ଚିନ୍ତା ରେ ଉର୍ଫି । ନିଜର ଅଜବ ଗଜବ ଫ୍ୟାସନ କୁ ନେଇ ଲାଇମ ନାଇଟରେ ରହୁଥିବା ଉର୍ଫିଙ୍କ ନାମରେ ହୋଇଛି ମାମଲା । ତାଙ୍କ ବିରୋଧରେ ମୁମ୍ବାଇର ଅନ୍ଧେରୀ ପୋଲିସ୍ ଷ୍ଟେସନ ରେ ମାମଲା ରୁଜୁ ହୋଇଛି । ଆଇନ୍ ଜୀବି ଅଲ୍ଲୀ କାସିଭ୍ ଖାଁ ଦେଶମୁ ଶୁକ୍ରବାର ଉର୍ଫିଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଉର୍ଫି ଐବେଧ୍ୟ ଅଶୀଳତା ର ପ୍ରଚାର ପ୍ରସାର କରୁଥିବା ନେଇ ସେ ନିଜ ଅଭିଯୋଗ ରେ ଦର୍ଶାଇଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ନିଜ ଉର୍ଫି ନିଜ ଡ୍ରେସିଂ ସେନସ୍ କୁ ନେଇ ଅନେକ ଥର ଟ୍ରଲର ଶିକାର ହୋଇଛନ୍ତି । ନିକଟରେ ଫେମସ ରାଇଟର ଚେତାମ ଭଗଦଙ୍କ ସହ ଉର୍ଫିଙ୍କ ର କ୍ୟାଟ ଫାଇଟ୍ ଦେଖିବାକୁ ମିଳିଥିଲା ।

Urfi

ଉର୍ଫି ଯୁବ ପିଢୀକୁ ଉସକଉ ଥିବା ନେଇ ଅଭିଯୋଗ ଆଣିଥିଲେ ଚେତାମ ଭଗଦ । ଏହାପରେ ଅନେକ ଲୋକ ଉର୍ଫିଙ୍କ ସମର୍ଥନ ରେ ଆସିଥିବା ବେଳେ ଆଉ କିଛି ଲୋକେ ଉର୍ଫିଙ୍କ ପୋଷାକ କୁ ନେଇ ତାଙ୍କୁ ଟାର୍ଗେଟ କରିଥିଲେ । ଏଠାରେ କହି ରଖୁଛୁ କି ଉର୍ଫି ବେଶ୍ ବ୍ଲୁଡ ଓ ହଟ୍ ପୋଷାକ ରେ ନଜର ଆସନ୍ତି ।

ସେ ନିଜର ବିନ୍ଦାଶ ଓ ରୁକଠୁକ ମତାମତ ପାଇଁ ମଧ୍ୟ ସେ ଖୁବ୍ ପରିଚିତ । କ୍ୟାମେରା ସାମ୍ନା ରେ ଉର୍ଫି କିଛି ବି ପିନ୍ଧି ଚାଲି ଆସନ୍ତି । ଏଥିପାଇଁ ତାଙ୍କୁ ଅନେକ ଲୋକ କମେଣ୍ଟ କରନ୍ତି ଏବଂ ଏହି କମେଣ୍ଟ ର ଉଚିତ୍ ଯବାବ ଦେବାକୁ ବି ପଛାନ୍ତି ନାହିଁ ଉର୍ଫି । ଏବେ କିନ୍ତୁ ଏକ ନୂଆ ଅଡୁଆରେ ପଡି ପାରନ୍ତି ଉର୍ଫି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ