ଦୁଇ ଭଉଣୀଙ୍କୁ ବାହା ହୋଇଗଲା ଗୋଟିଏ ବର । ଚଉଠି ରାତିରେ ହେଲା ଏମିତି

married

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁଇ ଭଉଣୀ କୁ ଗୋଚିଏ ବର ବନ୍ଧୁଗଣ ସୋସିଆଲ ମିଡିଆ ରୁ ଆପଣ ମାନେ ବହୁତ ଅଜବ ଗଜବ ଖବର ସବୁ ସୁଣିଥିବେ । ଆଉ ସେମିତି ଏକ ଅଜବ ଗଜବ ବାହାଘର ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛି । ଜାହାର ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

ତେବେ ଏହି ଭିଡ଼ିଓ ରେ ଜଣେ ଯୁବକ ଙ୍କୁ ବିବାହ କରୁଛନ୍ତି ଦୁଇ ଭଉଣୀ । ହଁ ବନ୍ଧୁଗଁଣ ଗୋଟିଏ ମଣ୍ଡପ ରେ ଏହି ବିବାହ ହେଉଥିବା ବେଳେ ବାହା ହେଉଛନ୍ତି ଗୋଚିଏ ବର କୁ । ଆଉ ଆପଣ ମାନେ ଦେଖି ଆଶ୍ଚର୍ଯ୍ୟ ହେବେକି ପରିବାର ଲୋକ ବି ଏହିଥିରେ କୈଣସି ଆପତ୍ତି କରୁନାହାଁନ୍ତି । ତେବେ ଘଟଣା ଏମିତି କି ବିବାହ କରୁଥିବା ଦୁଇ ଭଉଣୀ ହେଲେ ଦୁଇ ଜାଆଁଳା ଭଉଣୀ ।

marriage

ରିଙ୍କି ଏବଂ ପିଙ୍କି ତେବେ ଏହି ବିବାହ ମହାରାଷ୍ଟ୍ର ର ପଣ୍ଡରପୁର ରେ ହୋଇଛି । ସୂଚନା ଅନୁସାରେ ଭିଡ଼ିଓ ରେ ଦେଖା ଜାଇଥିବା ଦୁଇ ଜାଆଁଳା ଭଉଣୀ ବୃତ୍ତି ରେ ଇଂଞୀନିୟର । ଉଭୟ ଯେଉଁ ପୁଅ କୁ ବିବାହ କରୁଛନ୍ତି ସେ ହେଲେ ଜଣେ ବ୍ୟବସାୟୀ । ଏବଂ ପରିବାର ଲୋକଙ୍କ କହିବା ଅନୁସାରେ ଦୁଇ ଭଉଣୀ ଙ୍କ ଏକା ସାଙ୍ଗରେ ଉକ୍ତ ଯୁବକ ଙ୍କ ପ୍ରେମ ରେ ପଡିଜାଇଥିଲେ ।

ଏହା ପରେ ସେମାନେ ଗୋଟିଏ ଯୁବକ ଙ୍କୁ ବିବାହ କରିବାକୁ ନିସ୍ପତି ନେଇଥିଲେ । କେବଳ ଯୁବତୀ ମାନେ ନୁହେଁ ଯୁବକ ଜଣଙ୍କ ମଧ୍ୟ ନିଜ ଇଚ୍ଛାରେ ଦୁଇ ଜାଆଁଳା ଭଉଣୀ ଙ୍କୁ ନିଜ ଇଚ୍ଛାରେ ବିବାହ କରିବା ପାଇଁ ରାଜି ହୋଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *