ଆଧାର କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏକ ଜରୁରୀ ସୂଚନା, 1 ଜାନୁଆରୀ ରୁ ଲାଗୁ ହେବାକୁ ଯାଉଛି ଏହି ନିୟମ

Spread the love

ଦେଶରେ ଦ୍ରୁତ ଗତିରେ ହେଉଥିବା ବିଭିନ୍ନ ନିୟମର ପରିବର୍ତ୍ତନକୁ ଦେଖି ଭାରତ ସରକାର ବିଭିନ୍ନ ପ୍ରକାରର ନୂଆ ନିୟମ ଲାଗୁ କରୁଛନ୍ତି । ଯାହାଫଳରେ ଦେଶର ସମସ୍ତ ନାଗରିକଙ୍କୁ ତାଙ୍କର ମୌଳିକ ଅଧିକାର ସଠିକ ସମୟରେ ତାଙ୍କୁ ମିଳିପାରିବ । ଏବେ ମିଳିଥିବା ଏକ ଖବର ଅନୁସାରେ, ଭାରତ ସରକାର 1 ଜାନୁଆରୀ 2019 ରୁ ଦେଶରେ ଆଧାର କାର୍ଡରେ ଦୁଇଟି ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ।

ବର୍ଷ ଆରମ୍ଭରେ ଦେଶରେ ଆଧାର କାର୍ଡ ଯେଉଁ ନିୟମ ଲାଗୁ ହେବାକୁ ଯାଉଛି ସେଥିମଧ୍ୟରୁ ଗୋଟିଏ ହେଲା ଜନ୍ମ ତାରିଖ ଆଉ ଠିକଣା ବଦଳିବାର ନିୟମ । ହଁ ଆଜ୍ଞା, 1 ଜାନୁଆରୀ ଠାରୁ ଦେଶର କୌଣସି ନାଗରିକଙ୍କୁ ଯଦି ନିଜର ଆଧାର କାର୍ଡରେ ଭୁଲରେ ଅଙ୍କିତ ହୋଇ ଥିବା ଜନ୍ମ ତାରିଖ, ନାମ କିମ୍ବା ଠିକଣା ବଦଳିବାର ଅଛି ତ ତାଙ୍କୁ ନିଜର ନିକଟସ୍ଥ UIDAI ସେଣ୍ଟରକୁ ଯିବାକୁ ହେବ ଆଉ ସେଠାରେ ପଇସା ବି ଦେବାକୁ ପଡିବ, ଯାହା ଉପରେ କି GST ବି ଲାଗୁ ହେବ । ପ୍ରଥମ ଭଳି ଏବେ ଏହି ତଥ୍ୟ କେହିବି ସାଇବର କେଫ କିମ୍ବା କେହି ଏଜେଣ୍ଟ ପାଖକୁ ଗଲେ ହେବ ନାହିଁ ।

ଆଧାର କାର୍ଡରେ ଆଗ ବର୍ଷରୁ ଦ୍ୱିତୀୟ ଯେଉଁ ନିୟମଟି ଲାଗୁ ହେବାକୁ ଯାଉଛି ତାହା ଏହା ଯେ, ଯଦି କେହି ବ୍ୟକ୍ତି କୌଣସି ବି ପ୍ରକାରର ଇନଭେସ୍ଟିମେଣ୍ଟ କରେ କିମ୍ବା କୌଣସି ପ୍ରୋପାର୍ଟି କିମ୍ବା କୌଣସି ସମ୍ପତ୍ତି କିଣି ଥାଏ ତେବେ ତାକୁ ନିଜର ଆଧାର କାର୍ଡର କପି ଦେବା ଆବଶ୍ୟକ ହେବ । ଯାହା ଫଳରେ ଭ୍ରଷ୍ଟାଚାର ଦୁର୍ନୀତିକୁ ରୋକା ଯାଇ ପାରିବ ।

ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଆଉ ଡେରି ନ କରି ଗୋଟେ like ଆଉ ସନସ୍ତଙ୍କୁ ଜଣେଇବା ପାଇଁ ସେଆର ବି କରି ଦିଅନ୍ତୁ ।