Tunguru Bhola ଙ୍କ ମ୍ୟୁଜିକ ଡେବ୍ୟୁ ! ମ୍ୟୁଜିକ ଭିଡିଓରେ କେମିତି ଅଭିନୟ କରୁଛନ୍ତି Tunguru, ଦେଖନ୍ତୁ Video

Tunguru Bhola

ଟୁଙ୍ଗୁରୁ ଭୋଳ ର ଚର୍ଚ୍ଚା । ତେବେ ଓଡିଶା ରେ ଏମିତି କୈଣସି ଗଣ ମାଧ୍ୟମ ନଥିବେ ଯେଉଁ ମାନେ ଟୁଙ୍ଗୁରୁ ଭୋଳ ଙ୍କୁ ନେଇ ନିଜର ଏକ କାହାଣୀ କରି ନଥିବେ । ସେହି ପରି ଟୁଙ୍ଗୁରୁ ଭୋଳ ଙ୍କୁ ନେଇ ସାକ୍ଷାତ କାର ନେବାରେ ସାମ୍ବାଦିକ କରୁଥବା ପ୍ରତିଯୋଗିତା ରୁ ଗୋଟିଏ କଥା ହିଁ ସ୍ପଷ୍ଟ ହେଉଛି ଯେ ବର୍ତମାନ ସମୟ ରେ ଓଡିଶା ରେ ଟୁଙ୍ଗୁରୁ ଭୋଳ ଙ୍କୁ ନେଇ କେତେ ରୁଚି ରଖିଛି । ତେବେ ବନ୍ଧୁଗଣ ଆପଣ ମାନେ ତ କେବଳ ଗଣ ମାଧ୍ୟମ ନୁହେଁ ବରଂ ବହୁତ ସାରା ଆଲବମ୍ ଏବଂ । ଷ୍ଟୋରୀ ରେ ବି ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଦେଖିବାକୁ ପାଉ ଥିବେ ।

ସେମିତି ରେ ବନ୍ଧୁଗଣ ବର୍ତମାନ ସମୟ ରେ କଳାକାର ଦୁନିଆଁ ର ଯୁବକ ମାନଙ୍କୁ ଏବେ ପର୍ଯ୍ୟନ୍ତ ଏହାର 10 ରୁ ଅଧିକ ଭିଡ଼ିଓ ସୁଟିଂ କରି ସାରିଲେଣି । ସେମିତି ରେ ଆପଣ ମାନେ ବି ଜାଣିଥିବେ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଙ୍କ ପ୍ରେମ କାହାଣୀ ଏତେ ଭାଇରଲ ଯେ ଓଡିଶା ର ପୁର ପଲ୍ଲୀ ରେ ସେମାନେ ଏବେ ପରିଚିତ ହୋଇସାରିଲେଣି ।

Tunguru

ଏମିତି ରେ ବର୍ତମାନ ସମୟ ରେ ଗଣ ମାଧ୍ୟମ ଏହାକୁ କୁ ନେଇ ସବୁ ବେଳେ ଆପଡେଟ ଦେଉ ଥିବା ବେଳେ ଟୁଙ୍ଗୁରୁ ଭୋଳ ଙ୍କ ଜିବନ ର ମୋଡ ଏବେ ସଂମ୍ପର୍ଣ୍ଣ ଭାବେ ବଦଳିଜାଇଛି । ସେମିତି ରେ ବନ୍ଧୁଗଣ ସେ ଏବେ ସାମାଜିକ ଗଣମାଧ୍ୟମ ରେ ଏକ ଚର୍ଚ୍ଚିତ ଚେହେରା ପାଲଟି ଜାଇଛନ୍ତି ।

ସେହିଥି ପାଇଁ ତ ବର୍ତମାନ ସମୟ ରେ ଟୁଙ୍ଗୁରୁ ଭୋଳ ଙ୍କ ସହିତ ରାସ୍ତା ଘାଟ ରେ ତାଙ୍କର ଅଟୋ କୁ ନେଇ ତାଙ୍କ ସହିତ ସେଲ୍ଫି ନେଉଛନ୍ତି । ତେବେ ଏହି ଘଟଣା 20 ତାରିଖ ରେ ହୋଇଥିବା ବେଳେ ସେହି ଦିନ ଠାରୁ ପ୍ରତି ଦିନ 2 ଗୋଟି ଲେଖାଏଁ ଗୀତ ରିଲିଜ୍ ହେଉଛି ।

ତେବେ ଟୁଙ୍ଗୁରୁ ଧୋକା ଦେଲା, ଟୁଙ୍ଗୁରୁ ପ୍ରେମ ଖଟା, ଟୁଙ୍ଗୁରୁ ରାଜା , ଜଣେ ବର୍ଷା ରାଣୀ , ଜଣେ ଟୁଙ୍ଗୁରୁ ଭୋଳ , ଟୁଙ୍ଗୁରୁ ଭୋଳ ଖେଳ କଲା । ଦିସ୍ ଇଜ୍ ଟୁଙ୍ଗୁରୁ ଭୋଳ । ଏମିତି ବହୁତ ଗୁଡିଏ ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଘୂରି ବୁଲିଛି । ସେମିତି ରେ ବନ୍ଧୁଗଣ ଆପଣ ମାନେ ଚାହିଁଲେ ମଧ୍ୟ ଏହି ନାମରେ ଜାଇ ୟୁଟ୍ୟୁବ୍ ରେ ସର୍ଚ୍ଚ କରି ଭିଡିଓ ଦେଖି ପାରିବେ । ଏବଂ ଟୁଙ୍ଗୁରୁ ଭୋଳ ଙ୍କ ଏମିତି ପପୁଲାରିଟି କୁ ନେଇ ଆପଣ ମାନଙ୍କ ମତାମତ କଣ ରଖିବେ କମେଣ୍ଟ କରି ଜଣେଇ ଦେବେ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ