Tulsi puja- କିଛି ବି ହେଇଯାଉ ନା କାହିଁକି ଏମିତି ତୁଳସୀ ଭୁଲରେ ବି ଘରେ ଲଗେଇବେ ନାହିଁ, ପୁରା ଘର ପରିବାର ନଷ୍ଟ ହୋଇଯାଏ, ମା’ ହୁଅନ୍ତି କ୍ରୋଧିତ

tulasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭୁଲରେ ମଧ୍ୟ ଏମିତି ତୁଳସୀ ଗଛ ଲଗାନ୍ତୁ ନାହିଁ ଘରେ । ନଚେତ ଆପଣ ମାନଙ୍କର ସବୁ ସମୟ ରେ ସମସ୍ୟା ଲାଗି ରହିବ । ତେବେ ଏହି ଭଳି ତୁଳସୀ ଆପଣ ମାନେ କେବେ ବି ଲଗାନ୍ତୁ ନାହିଁ । ହିନ୍ଧୁ ଧର୍ମ ରେ ତୁଳସୀ କୁ ବହୁତ ମହତ୍ୱ ଦିଆଯାଏ । ସମସ୍ତ ଦେବୀ ଦେବତା ଙ୍କର କୃପା ସବୁ ବେଳେ ଏହି ଘର ଉପରେ ରହିଥାଏ । ଯଦି ଆପଣ ମାନଙ୍କ ଘରେ ତୁଳସୀ ଗଛ ରହିଛି ତେବେ ଗରୁଡ ପୁରାଣ ରେ ତୁଳସୀ ଗଛ ବିଷୟ ରେ ସଂମ୍ପର୍ଣ୍ଣ ବିସ୍ତାର ରୂପେ କୁହାଜାଇଛି ।

ତେବେ ହିନ୍ଦୁ ଧର୍ମ ର ଘର ମାନଙ୍କ ଅଗଣା ରେ ତୁଳସୀ ଗଛ ନିହାତି ରହିବା ଆବଶ୍ୟକ ଅଟେ । ତୁଳସୀ ଦର୍ଶନ ଯୋଗୁଁ ବ୍ୟକ୍ତି ବଡ ବଡ ସଫଳତା ପ୍ରାପ୍ତି କରେ । ତୁଳସୀ ପତ୍ର ସେବନ କରିବା ଦ୍ୱାରା ବ୍ୟକ୍ତି ଙ୍କ ଉପରେ ସାକାରାତ୍ମକ ସଂଞ୍ଚାର ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଭଳି ତୁଳସୀ ଗଛ ଲଗେଇବା ଘରେ ଆବଶ୍ୟକ ଅଟେ ।

1. ଖରାପ ମାଟିରେ ତୁଳସୀ ଗଛ କେବେବି ଲଗାନ୍ତୁ ନାହିଁ । ଏହା ଦ୍ୱାରା ନାକାରାତ୍ମକ ଉର୍ଜା ପ୍ରବେଶ କରେ ଏହିଥିରେ ମାତା ଲକ୍ଷ୍ମୀ କ୍ରୋଧ କରନ୍ତି । 2. ଘରେ ସୁଖିଲା ତୁଳସୀ ରଖିବା ଉଚିତ ନୁହେଁ । ଏମିତି କରିବା ଫଳ ରେ ଅକାଳ ମୃ-ତ୍ୟୁର ସମସ୍ୟା ରହେ । ଘରେ ସୁଖ ସମୃଦ୍ଧି ଶେଷ ହୋଇଥାଏ । ଘରେ କେବେ ବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

tulasi

3. ତୁଳସୀ ଗଛକୁ ନଖଦ୍ଵାରା ଭାଙ୍ଗିବା କଥା ନୁହେଁ । ଏହିଭଳି ଭାଙ୍ଗିଲେ ଓଲଟା ଘରେ ବିମାରୀ ପ୍ରବେଶ କରିଥାଏ । ତୁଳସୀ ଗଛ ସର୍ବଦା ଘରର ମଝିରେ ଲଗାଇବା କଥା । ଏହାକୁ ବହୁତ ଶୁଭ ତଥା ମଙ୍ଗଳକାରୀ ମନାଯାଇଅଛି । ତୁଳସୀ ଗଛ ଘରେ ଲଗାଇବା ସମୟରେ ମନରେ କୌଣସି ଖରାପ ଭାବନା ରଖନ୍ତୁ ନାହିଁ ।

4. ମାସିକ ଧର୍ମରେ କୌଣସି ଗଛରେ ପାଣି ଦେବା ଅନୁଚିତ ହୋଇଥାଏ । ବିଶେଷ କରି ତୁଳସୀ ଗଛରେ ଜଳ ଢଳିବା କଥା ନୁହେଁ । ଏଭଳି କରିବା ଦ୍ଵାରା ତୁଳସୀ ଗଛ ସୁଖୀଯାଇଥାଏ । ଏବଂ ଘରର ସୁଖଶାନ୍ତି ସବୁ ଭଙ୍ଗ ହୋଇଯାଇଥାଏ । ତୁଳସୀ ଗଛରେ ନିୟମିତ ସଫାସୁତରା କରିବା ଆବଶ୍ୟକ । ଶୁଖିଲା ପତ୍ରକୁ ଇଆଡେ ସିଆଡେ ପକାଇବା ଅନୁଚିତ । ମାଟିରେ ଅଥବା ଗଙ୍ଗାରେ ବିସର୍ଜିତ କରିଦେବା ଉଚିତ । ଯଦି ଆପଣଙ୍କ ଘରର ତୁଳସୀଗଛ ଶୁଖିବାକୁ ଲାଗିଥାଏ । ତେବେ ଏହାଦ୍ଵାରା ଲାଗିଥାଏ ଯେ ଆପଣଙ୍କ ଘରକୁ ଅନେକ ବିପତ୍ତି ଆସିବାକୁ ଯାଉଅଛି । ଶାସ୍ତ୍ରରେ କୁହାଯାଇଅଛି ଯେ ଶୁଖିଲା ତୁଳସୀ ଘରେ ଲଗାଇବା ଦ୍ଵାରା ମାଆ ତୁଳସୀର ଅପମାନ ହୋଇଥାଏ ।

tulasi 1

5. ତୁଳସୀ ଗଛରେ ଜଳ ଅର୍ପଣ କରିବା ସମୟରେ ପାଦରେ ଚପଲ ପିନ୍ଧିବା କଥା ନୁହେଁ । ଏବଂ ସେହି ଜଳ ଆପଣଙ୍କ ପାଦରେ ପଡିବା କଥା ନୁହେଁ । ଏହାଦ୍ଵାରା ଧନହାନୀର ଭୟ ଲାଗିରହିଥାଏ । ଏବଂ ବ୍ୟକ୍ତିଙ୍କୁ ପାପ ଲାଗିଥାଏ । ତୁଳସୀ ମାତାଙ୍କର ନିୟମିତ ଦର୍ଶନ କରିବା ଦ୍ଵାରା ସମସ୍ତ ପାପ କ୍ଷୟ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *