ପ୍ରକୃତି ବାବୁଶାନଙ୍କୁ ଧରିବାକୁ ରାତି ସାଢେ ୩ଟାରୁ ଜଗିଥିଲେ ତୃପ୍ତି…

trupti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବନ୍ଧୁଗଣ ପ୍ରକୃତି ମିଶ୍ର ଏବଂ ବାବୁସାନ ଙ୍କୁ ରେଡ ହେଣ୍ଡେଡ ଧରିବା ପାଇଁ ରାତି ପ୍ରାୟ 3.30 ରୁ ଜଗି ରହିଥିଲେ ବାବୁସାନ ଙ୍କ ପତ୍ନୀ ତୃପ୍ତି । ଆଜ୍ଞ୍ୟା ହଁ ବନ୍ଧୁଗଣ ଏହି ଭଳି କିଛି କଥା କହିଛନ୍ତି ତୃପ୍ତି କହିଲେ ଯେ ବାବୁସାନ ଙ୍କର ଜୁଲାଇ 30 ତାରିଖ ରେ ଜନ୍ମ ଦିନ ରହିଛି । ଯେଉଁଥି ପାଇଁ ପ୍ଲାନ କରୁଛନ୍ତି ବାବୁସାନ ପ୍ରକୃତି ମିଶ୍ର ଏବଂ ଆଉ କିଛି ଲୋକ । ଆଉ ଯେଉଁଥି ପାଇଁ ସେମାନେ ବାହାରିଥିଲେ ଚେନ୍ନେଇ ତେବେ ଚେନ୍ନାଇ ରୁ ସେମାନେ ସିଧା ଆଣ୍ଡାମାନ ନିକୋବର ବା ପୋର୍ଟ ବ୍ଲେୟାର ଦେଇ ଯିବାର କାର୍ଯ୍ୟ କ୍ରମ ରହିଥିଲା ।

ଆଉ ଏହି ସମୟ ରେ ରଙ୍ଗେ ହାତ ବାବୁସାନ ଙ୍କୁ ଧରିବା ପାଇଁ ସେ ପହଁଚିଥିଲେ ତାଙ୍କର ଗେଷ୍ଟ ହାଉସ ରେ ଯେଉଁଥି ପାଇଁ ଗୋଟିଏ କାର ମଧ୍ୟରେ ରାତି 3.30 ରୁ ଲୁଚି ରହିଥିଲେ । ତେବେ ସକାଳୁ ଯେତେ ବେଳେ ବର୍ଷା ହୋଇଥିଲା ବାବୁସାନ ଆସି ତାଙ୍କ ଗାଡି ମଧ୍ୟରେ ବସିଥିଲେ କିଛି ସମୟ ମଧ୍ୟରେ ପ୍ରକୃତି ମିଶ୍ର ବି ସେହି ଗାଡି ମଧ୍ୟରେ ଆସି ପସିଲେ । ଆଉ ଜାହା ପରେ ନିଜର ନିୟନ୍ତ୍ରଣ ହରେଇ ବସିଲେ ତୃପ୍ତି ।

babushan

ଆଉ ତୃପ୍ତି ସିଧା ଚାଲିଜାଇ ବାବୁସାନ ଙ୍କୁ ଝିଙ୍କି ଧରି ବାବୁସାନ ଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ କରିଥିଲେ । ଏବଂ ଯେଉଁଥିରେ ପ୍ରକୃତି ମିଶ୍ର ତାଙ୍କୁ ଅଟକେଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେ ଅଟକି ନଥିଲେ ଏପଟେ ବାବୁସାନ ଗାଡି ଆଗକୁ ନେଇ ଯିବାକୁ ଚେଷ୍ଟା କରିଥିବା ବେଳେ ପରବର୍ତି ସମୟ ରେ ତୃପ୍ତି ଙ୍କ ବାପା ଆସି ଗାଡି ର ହେଣ୍ଡ ବ୍ରେକ୍ ଲଗେଇଥିଲେ ।

ଏହା ପରେ ଜଣଙ୍କ ପରେ ଜଣଙ୍କୁ ସେ ପ୍ରଶ୍ନ ପଚାରିଥିଲେ । ଆଉ ଯେତେ ବେଳେ ପ୍ରକୃତି ମଝିରେ ଇଣ୍ଟରଫେୟାର କରିଥିଲେ ସେତେ ବେଳେ ପ୍ରକୃତି ଙ୍କୁ ବାଡେଇବା ପାଇଁ ବାଧ୍ୟ ହୋଇଥିଲେ ତୃପ୍ତି । ତୃପ୍ତି କହିଛନ୍ତି ପ୍ରକୃତି ମୋ ସଂମ୍ପର୍କ କୁ ଆସେ ତେବେ ତାଙ୍କୁ ମୁଁ ଆହୁରି ବାଡେଇବି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *