ଦାନ୍ତର ସୁରକ୍ଷା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ : ଦାନ୍ତକୁ କରି ଥାଏ ଶକ୍ତି

Spread the love

ଦାନ୍ତକୁ ପୋକ ଠାରୁ ସୁରକ୍ଷାରେ ରଖିବା ଓ ଦାନ୍ତକୁ ସଫା ରଖିବାପାଇଁ ରାମବାଣ ଔଷଧ । ଦାନ୍ତର ପୋକ ଲାଗିବ ଠାରୁ ଦୂରେଇ ରହିବ  ଓ ଦାନ୍ତର ଚମକ ବଢ଼ାଇବାକୁ ଚାହୁଁଛନ୍ତି, ତେବେ ଏହି ଘରଇ ଔଷଧକୁ ନିଶ୍ଚୟ ପ୍ରୟୋଗ କରନ୍ତୁ । ତ୍ୱଚାରେ ରହିଥିବା ଏସିଡ ଯୋଗୁଁ ଦାନ୍ତ ଉପରେ ଫମ୍ପା ହେଇଯାଏ ଓ ଏହି କାରଣ ଯୋଗୁଁ ଦାନ୍ତରେ ପୋକମାନ ସୃଷ୍ଟି ହୋଇଥାଏ ଏବଂ ପୋକମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ । ଏହାଠାରୁ ନିଜ ଦାନ୍ତକୁ ସୁରକ୍ଷାରେ ରଖିବାକୁ ଚାହୁଁଛନ୍ତି, ତେବେ ନିଶ୍ଚୟ ପ୍ରୟୋଗ କରନ୍ତୁ ଏହି ସରଳ ଉପାୟକୁ ।

ଏହି ଉପାୟ ଯୋଗୁଁ ଦାନ୍ତ ମଜବୁତ ରହିଥାଏ ଓ ପୋକ ଲିଂଗିବା ଭଳି ସମସ୍ୟା ଠାରୁ ମଧ୍ଦ୍ୟ ଦାନ୍ତ ସୁରକ୍ଷିତ ରହିଥାଏ । ମୁହଁରେ ଥିବା ବ୍ୟାକଟେରିଆ ଓ ଖାଦ୍ୟ ପଦାର୍ଥର ଅଂଶ ବିଶେଷ ଦାନ୍ତରେ ଲାଗିଥିବା ଯୋଗୁଁ, ଦାନ୍ତରେ ବ୍ୟାକଟେରିଆମାନ ଜମା ହେବାକୁ ଲାଗିଥାଏ ଏହାକୁ black ମଧ୍ୟ କୁହାଯାଏ । Blackରେ ରହିଥିବା ସୁଗାର ଓ କାର୍ବୋହାଇଡ୍ରେଟକୁ ଅମ୍ଳ ରୁପେ ପରିବର୍ତ୍ତନ କରିଦେଇ ଥାଏ । ଏହି ଅମ୍ଳ ଯୋଗୁଁ ଦାନ୍ତର ଫମ୍ପା ସୃଷ୍ଟି ହେବାକୁ ଲାଗେ । ଏହା ଯୋଗୁଁ ପୋକମାନ ସୃଷ୍ଟି ହୋଇଥାଏ । କିନ୍ତୁ କେତେକ ଘରୋଇ ଉପଚାର ପ୍ରୟୋଗ କରି ଦାନ୍ତକୁ ମଜବୁତ କରିହୁଏ । ଆସନ୍ତୁ କେତୋଟି ଘରୋଇ ର ସରକ ଉପାୟ ବିଷୟରେ ଜାଣିବା :

ଲବଙ୍ଗ – ଲବଙ୍ଗ ଦାନ୍ତ ପାଇଁ ବହୁତ ଉପଯୋଗୀ ଅଟେ । ଦାନ୍ତରେ ପୋକ ହେଇଥିଲେ ଓ ଦାନ୍ତର ପ୍ରତ୍ୟେକ ପ୍ରକାରର ଅସୁବିଧା ପାଇଁ ଏହା ରାମବାଣ ଔଷଧ ଅଟେ । ଏଥିରେ Anti Inflammatory ଥିବା ଯୋଗୁଁ ଏହା ଦାନ୍ତର ବ୍ୟଥା କୁ ତୁରନ୍ତ କମେଇ ଦିଏ ।

ଦାନ୍ତରେ କିଛି ଅସୁବିଧା ହେଲେ ଅଳ୍ପ ରାଶି ତେଲରେ ଦୁଇ ବୁନ୍ଦ ଲବଙ୍ଗ ତେଲ ପକାଇ ସେହକୁ ଭଲ ରୁପେ ମିଶ୍ରଣ କରନ୍ତୁ ଓ ରାତିରେ ଶୋଇବା ସମୟରେ ତୁଳା ଦ୍ୱାରା ପୋକ ଖାଇ ଥିବା ଦାନ୍ତ ଉପରେ ଲଗାନ୍ତୁ ।

ଲୁଣ – ଗରମ ପାଣି ରେ ଗୋଟିଏ spoon ଲୁଣ ମିଶାଇ ସେହି ପାଣିକୁ ଦାନ୍ତର ସମସ୍ୟା ଠିକ ନହେବା ପର୍ଯ୍ୟନ୍ତ ଦିନକୁ ତିନି ଥର ପାଟିରେ ସେହି ପାଣିକୁ ପକାଇ କୁଲ୍ଲି କରନ୍ତୁ ।

ରସୁଣ – Anti bacteria ଓ Anti bio tics ଗୁଣ ଭରପୁର ଥିବା ଯୋଗୁଁ ଏହା ଦାନ୍ତ ପାଇଁ ବହୁତ ଉପଯୋଗୀ ଅଟେ । ଭଙ୍ଗା ଦାନ୍ତ ଓ ପୋକ ଲାଗିଥିବା ଦାନ୍ତ ଗୁଡ଼ିକର ସମସ୍ୟା କୁ ଦୁର କରିବାପାଇଁ ଏହାର ପ୍ରୟୋଗ ଦ୍ୱାରା ସବୁ ଠିକ୍ ହେଇଥାଏ ।

ଗୋଟିଏ ଛୋଟ spoon ରେ ରସୁଣ ର ଜୁସ୍ ଓ ଅଳ୍ପ ସୈନ୍ଧବ ଲୁଣ ମିଶାଇ ସଂକ୍ରମିତ ଦାନ୍ତ ଉପରେ ଲଗାନ୍ତୁ ଓ ୧୦ ମିନଟ୍ ଯାଇ ଛାଡ଼ି ଦିଅନ୍ତୁ ଏଭଳି ଦିନକୁ ଦୁଇଥର କେତେଦିନ ଲଗାଇବା ଦ୍ୱାରା ଦାନ୍ତରେ ଥିବା ପୋକ ମରି ଯାନ୍ତି ।