ଅନଲାଇନରେ ପାଠ ପାଇଁ ମୋବାଇଲ ନେଲା, ଖୁଡୀର ଅସଞ୍ଜତ ଫଟୋକୁ ହ୍ୱାଟ୍ସଆପ୍ ଗ୍ରୁପରେ ଭାଇରାଲ କଲା ପୁତୁରା I

Putura

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଖୁଡୀର ନ-ଗ୍ନ ଫଟୋକୁ ଭାଇରାଲ କଲା ପୁତୁରା । ଅନଲାଇନ୍ ପାଠ ପଢିବ ବୋଲି ପୁତୁରାକୁ ଫୋନ ଦେଇଥିଲେ ଖୁଡୀ । ଫୋଟକୁ ପାଇ ବ୍ଲାକମେଲ କରିଲା ପୁତୁରା । ଟଙ୍କା ଦିଅ ନହେଲେ ଭାଇରାଲ କରିଦେବି । ଶେଷରେ ହାଟ୍ସଆପ ଗ୍ରିପ ରେ ଖୁଡୀ ଙ୍କ ଫୋଟ ଭାଇରାଲ ହେଲା , ତେବେ ଏହି ଫୋଟକୁ ଦେଖିଲେ 200 ଜଣ ଲୋକ ।

ନିଜ ଖୁଡୀର ଫୋଟକୁ ପୁତୁରା ଜଣକ ଭାଇରାଲ କରିଦେଲା ଅନଲାଇନ ପାଠ ପଢିବା ବୋଲି ନିଜ ପୁତୁରା କୁ ମୋବାଇଲ ଫୋନ ଦେଇଥିଲେ ଖୁଡୀ ଜଣକ । ହେଲେ ପୁତୁରା ଏମିତି କିଛି କାଣ୍ଡ କଲା ଶୁଣିଲେ ମୁଣ୍ଡରେ ହାତ ଦେବେ । ଖୁଡୀ ର ଏକ ନ-ଗ୍ନ ଫୋଟକୁ ଫୋନ ରେ ଦେଖିଥିଲା ପୁତୁରା । ପାଠ ପଢିବା ପାଇଁ ଫୋନ ଦେଇଥିଲେ ଖୁଡୀ କିନ୍ତୁ ପାଠ ପଢିବା ଜାଗାରେ ପୁତୁରା ଖୁଡୀ ର ସେହି ଫୋଟକୁ ଭାଇରାଲ କରିଦେଲା ।

ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଏଠି ପୁତୁରା ଜଣକ ଖୁଡୀକୁ ବ୍ଲାକ ମେଲ କରିଥିଲା , ଟଙ୍କା ଦିଅ ନହେଲେ ଫୋଟ କୁ ଭାଇରାଲ କରିଦେବ ବୋଲି କଥା କହି ବ୍ଲାକମେଲ କରୁଥିଲା ପୁତୁରା । ଶେଷରେ ମୋବାଇଲ ରେ ରହିଥିବା ଖୁଡୀ ଙ୍କ ର ନ-ଗ୍ନ ଫୋଟ କୁ ଭାଇରାଲ କରି ଗିରଫ ହୋଇଛି ଏବେ ପୁତୁରା । ଆନନ୍ଦପୁର ଥାନା ଭାଲୁଗେରା ଗାଁ ରେ ଏଭଳି ଏକ ଘଟଣା ଘଟିଥିବା ବେଳେ , ତେବେ ଏଥିରେ ଅଭିଯୁକ୍ତ ରହିଥିବା ପୁତୁରା କୁ ପୋଲିସ କୋର୍ଟ ଚାଲାଣ କରିଛି ।

Putura

ତେବେ ଏଠାରେ ଅଭିଯୋଗ ଅନୁଯାଇ ପୁତୁରା ବିଜୟ ତାର ଖୁଡୀ ଙ୍କ ର ମୋବାଇଲ ଫୋନ ପାଇବା ପରେ ବିଭିନ୍ନ ଆପକୁ ବାହାର କରିଥିଲା , ପରେ ଡିଲିଟ ହୋଇ ରିସାଇକଲବିନ ରେ ଥିବା ଖୁଡୀ ଙ୍କ ର ଏକ ନ-ଗ୍ନ ଫୋଟ କୁ ରିସ୍ଟୋର ମାରିଥିଲା । ତେବେ ଏହି ଫୋଟକୁ ନେଇ ଖୁଡୀ ଙ୍କୁ ଟଙ୍କା ମାଗିଥିଲା । ଟଙ୍କା ନଦେବାରୁ ସେ ଗତ 17 ତାରିଖ ରେ ଖୁଡୀ ଙ୍କ ମୋବାଇଲ ଫୋନ ରେ ରହିଥିବା ଏକ ଗ୍ରୁପ ରେ ଖୁଡୀ ଙ୍କ ର ନ-ଗ୍ନ ଫୋଟକୁ ଛାଡି ଦେଇଥିଲା ।

ତେବେ ସେହି ଗ୍ରୁପ ରେ 200 ଜଣ ସଦସ୍ୟ ରହିଥିବା ବେଳେ ସେମାନଙ୍କ ଠାରୁ ଘଟଣା ସମ୍ପର୍କ ରେ ଜାଣିବାକୁ ପାଇଥିଲେ ଖୁଡୀ ଜଣକ । ଆଉ ଏହା ପରେ ପୁତୁରା ନାମ ରେ ଏଫାୟାର ରୁଜୁ କରିଥିଲେ ଖୁଡୀ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ