କାଲି ଥିଲା ରବିବାର । ଭେଟ ହେଲେ ଅର୍ଚ୍ଚନା ଆଉ ଜଗବନ୍ଧୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନେ ଥିଲା ଶଙ୍ଖ ମଲ ମଲ ରାଜ ଉଆସ । ଆଉ ଶରୀର କୁ ଆରାମ ଲାଗିଲା ଭଳି ଡଲକ । କୋଉ ସ୍ୱର୍ଗୀୟ ଅନୁଭବ ଠାରୁ କମ୍ ନଥିଲା । ହେଲେ ଏହି କିଛି ଦିନ ହେବ ଚାରି କାନ୍ଥ ଏବଂ ମାଟି ହାଣ୍ଡିରେ ପାଣି ବହୁତ କଷ୍ଟ ଲାଗୁଛି ଏହାରି ମଧ୍ୟରେ ସପ୍ତାହ କୁ ଥରେ ସ୍ୱାମୀ ସହିତ ଦେଖା । ଉଭୟ ଙ୍କ ପାଇଁ ଜିବନ ପାଲଟିଛି । ହଁ ବନ୍ଧୁଗଣ କାଲି ଥିଲା ରବିବାର ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ନାଗ ଙ୍କର ଦେଖା ହୋଇଥିଲା ଜେଲରେ ।

ଆଉ ଏହି ସମୟ ରେ ନିଜକୁ ସମ୍ଭାଳି ପାରି ନଥିଲେ ଜଗବନ୍ଧୁ । ନିଜର କୋହ କୁ ସମ୍ଭାଳି ପାରି ନଥିଲେ ଜଗବନ୍ଧୁ କୁଣ୍ଢେଇ ପକେଇ ଥିଲେ ଜଗବନ୍ଧୁ । ଭୋ ଭୋ ହୋଇ କାନ୍ଧି ପକେଇଥିଲେ । ଆଉ ଧର୍ଯ୍ୟ ହରା ହୋଇ ପଡିଥିବା ସ୍ୱାମୀ ଙ୍କୁ ଧର୍ଯ୍ୟରେ ଅର୍ଚ୍ଚନା ଆଣିଥିଲେ । ସବୁ କିଛି ଠିକ୍ ହୋଇଯିବ ବ୍ୟସ୍ତ ହୁଅ ନାହିଁ । ଆମ ସମୟ ବର୍ତମାନ ସମୟ ରେ ଖରାପ ଚାଲିଛି ସେହିଥି ପାଇଁ ଏତେ ଗୁଡିଏ ଅସୁବିଧା ଆମ ସାମ୍ନାକୁ ଆସୁଛି ।

Archana Nag

ଦେଖିବ ପୁଣି ଥରେ ସମୟ ଆସିବ ଆମେ ଜେଲ ରୁ ବାହାରିବା ଏବଂ ପୁଣି ଥରେ ସୁଖର ସଂସାର ଗଢିବା । ଆଉ ଏହି ସମୟ ର ଦୃଶ୍ୟ ବହୁତ ଭାବବିହଳ ଥିଲା ବୋଲି ବିଶେଷ ସୁତ୍ର ରୁ ସୂଚନା ମିଳିଛି । ଆଉ ଏହି ସମୟ ରେ ଉଭୟ ଉଭୟ ଙ୍କୁ ସାନ୍ତନା ଦେଉଥିଲେ । ତେବେ ଯଦି ଦେଲ ରେ ଖାଦ୍ୟ ଭଲ ଲାଗୁନାହିଁ ତେବେ ଉଭୟ ଉଭୟ ଙ୍କୁ କେଣ୍ଟିନ ରେ ଖାଇବା ପାଇଁ ପରାମର୍ଶ ଦେଇଥିଲେ ।

ଆଉ ଏହି ଭଳି ସମୟ ରେ ଏହି ନିମିଶକ ଦେଖା ସାକ୍ଷାତ ହିଁ ସେମାନଙ୍କ ପାଇଁ ଜିବନ ସଦୃଶ ଅଟେ । କାରଣ କଥାରେ ରହିିଛି ଭାଷି ଜାଉଥିବା ବେଳେ କୁଟା ଖଣ୍ଡକ କୁ ବି ଆଶାରା କରାଯାଏ । ଠିକ୍ ସେହି ପରି ଏହା ନିମିଶକ ପାଇଁ ହେଉ ମଧ୍ୟ କିନ୍ତୁ ତମେ ମତେ ଦେଖିଲ ମୁଁ ତୁମକୁ ଦେଖିଲି ଏହା ଠାରୁ ଆଉ ବଡ କଣ ହୋଇ ପାରେ । ଦେଖିବା ସମୟ ଆମକୁ କୁଆଡକୁ ନେଉଛି ।

ଆମର ଜାମିନ ହେଉଛି କି ନାହିଁ ଆମେ କେବେ ଜେଲରୁ ବାହାରିବା । ଏମିତି ଅନେକ ଗୁଡିଏ ପ୍ରଶ୍ନର ଉତ୍ତର ପଚାରିଥିବା ଦେଖିବା ପାଇଁ ମିଳିଥିଲେ ଅର୍ଚ୍ଚନା ଜଗବନ୍ଧୁ ଙ୍କୁ । ଆଉ ଜାହାର ଉତ୍ତର ଜଗବନ୍ଧୁ ଙ୍କ ପାଖରେ ନଥିଲା । ନିଜର କୋହ କୁ ସମ୍ଭାଳି ପାରି ନଥିଲେ ଜଗବନ୍ଧୁ କୁଣ୍ଢେଇ ପକେଇ ଥିଲେ ଜଗବନ୍ଧୁ । ସେହିଥି ପାଇଁତ ଭୋ ଭୋ ହୋଇ କାନ୍ଧି ପକେଇଥିଲେ ଜଗବନ୍ଧୁ । ଆଉ ଧର୍ଯ୍ୟ ହରା ହୋଇ ପଡିଥିବା ସ୍ୱାମୀ ଙ୍କୁ ଧର୍ଯ୍ୟରେ ଅର୍ଚ୍ଚନା ଆଣିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ