କାଲି ଖବର, ଆଜି ଚାପ, ସକାଳୁ ସକାଳୁ ସବୁ ଭିଡ଼ିଓ Delete…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଲି ଗୋଟେ ଖବର କରିଥିଲୁ ଲୋକ କହୁଛନ୍ତି ରୂପା ପିଣ୍ଟୁ କୁଆଡେ ବଦଳି ଗଲେଣି । ସେମାନଙ୍କ ଆଚାର ବ୍ୟବହାର , ଚାଲିଚଳନ , ହାବ ଭାବ ସବୁ କିଛି ପରିବର୍ତନ ହୋଇଜାଇଛି । ଏହା ସହିତ ତାଙ୍କ ସାଙ୍ଗରେ ରହୁଥିବା ପିଲା ମାନଙ୍କୁ କେତେ ବେଳେ ଡ୍ରାଇଭର କେତେ ବେଳେ କ୍ୟାମେରା ମ୍ୟାନ ବୋଲି କହୁଛନ୍ତି । କେତେ ବେଳେ ଗୁୁପଚୁପ୍ ବାଲା ଙ୍କୁ ତାାଙ୍କର ଓକାତ ଦେଖାଉଛନ୍ତି । ଏମିତି କି ତାଙ୍କ ଭଉଣୀ ସୁନା ସହିତ ତାଙ୍କର ପଡୁ ନାହିଁ ।

ଆଉ ଏହାକୁ ନେଇ ଆମେ ସେତେ ବେଳେ ଖବର କଲୁ ଯେତେ ବେଳେ ରୂପା ପିଣ୍ଟୁ ପବ୍ଲିକ୍ ଫିଗର୍ ପାଲଟିଜାଇଛନ୍ତି । ଯେତେ ବେଳେ ରୂପା ପିଣ୍ଟୁ ଙ୍କୁ ଶହ ଶହ ଲୋକ ପସନ୍ଦ କରୁଛନ୍ତି । ଯେତେ ବେଳେ ରୂପା ପିଣ୍ଟୁ ଙ୍କ ଭିଡ଼ିଓ ସୋସିଆଲ ମିଡିଆ ରେ ଆପଲୋର୍ଡ ହେବା ପରେ ମାତ୍ର ଘଣ୍ଟା କରେ 10 ଲକ୍ଷ ରୁ ଅଧିକ ଲୋକ ଦେଖୁଛନ୍ତି । ଠିକ୍ ସେତିକି ବେଳେ ରୂପା ପିଣ୍ଟୁ ସେଲିବ୍ରେଟି ଆଉ ଜଣେ ସେଲିବ୍ରେଟି ତାଙ୍କ ବନ୍ଧୁ କ୍ୟାମେରା ଆଗରେ ଭଉଣୀ ସୁନା ଙ୍କୁ ଜାହା ସବୁ କହିଲେ ତାହାକୁ ସହଜ ରେ ଗ୍ରହଣ କରି ପାରିଲେ ନାହିଁ ପ୍ରଶଂସକ ମାନେ ।

rupa

କେବଳ ଦର୍ଶକ କମେଣ୍ଟ କରି କରି ନଥିଲେ ବନ୍ଧୁଗଣ ହାପି ଏବଂ ସୁନା ବି କାଉଣ୍ଟର ଆର୍ଟାକ୍ କରି ଥିଲେ । ଜାହାକୁ ବର୍ତମାନ ସମୟ ରେ ଡିଲିଟ୍ କରି ଦିଆଜାଇଛି । ଏବଂ ଯାହାକୁ ନେଇ ଆମେ କାଲି ଖବର କରି ଥିଲୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସଫା ସଫା କହି ରଖିବାକୁ ଚାହିଁବୁ । ବିବାଦ ହାପି , ପିଣ୍ଟୁ, ରୂପା ଏବଂ ତାଙ୍କ ଭଉଣୀ ସୁନା କୁ ନେଇ ହୋଇଛି । ତେବେ ସବୁଠୁ ବଡ କଥା ହେଲା ଏମାନ ସମସ୍ତଙ୍କର ନିଜଶ୍ୱ ଇୟୁଟ୍ୟୁବ ଚେନ୍ନାଲ ରହିିଛି । ଜାହାକୁ ନେଇ ବିବାଦ ଜାହା ନେଇ ବିବାଦ ତାଙ୍କର ଇୟୁଟ୍ୟୁବ ଚେନ୍ନାଲ ର ନାମ ହେଲା ଅଲୟୁଏଜ୍ ହାପି ଲାଇଫ୍ । ଜାହା ଏହି ସଜ ସଜ ଖୋଲା ହୋଇଛି ।

ସେହି ପରି ପିଣ୍ଟୁ ଙ୍କ ସାନ ଭଉଣୀ ଅରୁଣ ସୁନା ଏକ୍ସପ୍ରେସ୍ । ସେହି ପରି ଧନ ଏକ୍ସପ୍ରେସ୍ ବି ଧନ ର ରହିଛି । ଯେଉଁଥିରେ ବର୍ଷେ ହେବ ଭିଡ଼ିଓ ପଡୁ ନାହିଁ । ଆଉ ସାନ ଭଉଣୀ ସୁନା କାନ୍ଦି କାନ୍ଦି କହୁଛି ଭିଡ଼ିଓ ରେ ଜାହା ସୋସିଆଲ ସାଇଡ୍ ରୁ ଡିଲିଟ୍ ସରିଲାଣି । ଆଉ ହାପି ବି କଡା ଜବାବ ଦେଇଥିଲେ । ଜାହାକୁ ହାପି ବି ଏବେ ଡିଲିଟ କରି ସାରିଲାଣି । ଆଉ ସବୁଠୁ ବଡ କଥା ହେଲି କି ସୁନା ଆଉ ହାପି କୁ ଯେଉଁଥିରେ ପିଣ୍ଟୁ ଗାଳି କରିଥିଲେ ତାହାବି ଡିଲିଟ୍ ସରିଲାଣି ।

ଏହି ସବୁ ଭିତରେ ଲୋକ କହୁଛନ୍ତି ପିଣ୍ଟୁ ଚାହୁଁ ନାହାଁନ୍ତି ହାପି , ସୁନା ଏବଂ ତାଙ୍କ ଭଉଣୀ ଏକ ଏକ ଇୟୁଟ୍ୟୁବ ଚେନ୍ନାଲ କରନ୍ତୁ । ଏବେ ସାନ ଭଉଣୀ , ଭିଡ଼ିଓ ଡିଲିଟ କରି ଦେଇଛନ୍ତି , ହାପି ଭିଡ଼ିଓ ଡିଲିଟ କରି ଦେଇଛନ୍ତି , ବଡ ଭଉଣୀ ଆଉ ଭିଡ଼ିଓ ପକାଉ ନାହାଁନ୍ତି । ସମସ୍ତେ କହୁଛନ୍ତି ଏମାନଙ୍କ ଭିତରେ ବୁଝା ମଣା ସରିଛି । ତେବେ ଏମିତି ରେ ଲୋକ କହୁଛନ୍ତି ରୂପା ପିଣ୍ଟୁ କୁଆଡେ ବଦଳି ଗଲେଣି । ସେମାନଙ୍କ ଆଚାର ବ୍ୟବହାର , ଚାଲିଚଳନ , ହାବ ଭାବ ସବୁ କିଛି ପରିବର୍ତନ ହୋଇଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ