ଆଜିର ସବୁଠୁ ବଡ ଖବର – ନେଇଗଲେ ବଡ ନିଶ୍ପତି

news

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ପ୍ରଥମ ବଡ ଖବର ଟି ହେଉଛି , ବ୍ୟାଙ୍କ କୁ ନେଇ ଆସିଲା ବଡ ଖବର ଏଟିଏମ ରୁ ଟଙ୍କା ନଗଦ ଉଠାଇବା ନିୟମ ରେ ବଡ ପରିବର୍ତ୍ତନ କଲା ଏସ.ବି.ଆଇ , ଅନ୍ୟ ବ୍ୟାଙ୍କ ମାନେ ଲାଗୁ କରି ପାରନ୍ତି ଏହି ନିୟମ ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକମାନ ଙ୍କୁ ଜାଲିୟାତି ଠାରୁ ରକ୍ଷା କରିବା ପାଇଁ ଏକ ନୂଆ ବ୍ୟବସ୍ଥା , ଏଟିଏମ କାରବାର ରୁ ହେଇଥିବା ଟଙ୍କା ଠାରୁ ସୁରକ୍ଷା ପାଇଁ ଏସ.ବି.ଆଇ ଗୋଟିଏ ଥର ଅଟିପି ର ଆବଶ୍ୟକ ରହିଛି ଯାହା ନଗଦ ଟଙ୍କା ଉପରେ ସେବା ଆରମ୍ଭ କରିଛି ତେବେ ଆଶା କରାଯାଉଛି କି ଏଭଳି ନିୟମ ସମସ୍ତ ବ୍ୟାଙ୍କ ମାନେ ମଧ୍ୟ କରିବେ ।

sbi

ପରବର୍ତ୍ତୀ ଖବର ଟି ହେଲା , ୱାଟ୍ସଆପ ତରଫରୁ ଆସିଲା ଏକ ନୂଆ ଅପଡେଟ , ତେବେ ଆପଣ ମାନେ ଏବେ ଢିସଆପରିଙ୍ଗ ମେସଜ ଦେଖି ପାରିବେ , ତେବେ ଆପଣ ମାନେ ଆଗରୁ ଯେଉଁଠି ମେସଜ ଡିଲେଟ ହୋଇଗଲା ପରେ ଦେଖି ପରୁନଥିଲେ ସେଠାରେ ଆପଣ ମାନେ ସେହି ମେସେଜ କୁ ଦେଖି ପରିବେ ।

ତେବେ ପରବର୍ତ୍ତୀ ଖବର ଟି ହେଲା , ଛାତ୍ରୀ ଙ୍କୁ ଅପମାନିତ କରି ଶିକ୍ଷୟତ୍ରୀ ଙ୍କୁ ପଡିଲା ମହଙ୍ଗା , ତେବେ ଶିକ୍ଷୟତ୍ରୀ ଜଣକ ଛାତ୍ରୀ ଜଣକୁ ଅପମାନ କରିଥିବାରୁ ଏକ ସମ୍ପ୍ରଦାୟ ର ଲୋକ ମାନେ ଆସି ସ୍କୁଲ ଭିତରେ ଶିକ୍ଷୟତ୍ରୀ ଙ୍କୁ ବସ୍ତ୍ର ହୀନ କରି ମାଡ ମାରିଥିଲେ ।

Katrina

ତେବେ ପରବର୍ତ୍ତୀ ଖବର ଟି ହେଲା , କ୍ୟାଟ୍ରିନା ଏବଂ ଭିକି କୈଶଲ ଙ୍କୁ ହ-ତ୍ୟା ଧମକ , ହ-ତ୍ୟା ଧମକ ଦେଇଥିବା ଯୁବକ ଙ୍କୁ ଗିରଫ କଲା ପୋଲିସ , ତେବେ ଯୁବକ ଜଣକ ର ନାମ ହେଉଛି ମନବିତ ସିଂ , ସେ ଜଣେ କ୍ୟାଟ୍ରିନା ଙ୍କ ର ବଡ ପ୍ରଂସଶ କ ଏବଂ ସେ କ୍ୟାଟ୍ରିନା ଙ୍କୁ ବିବାହ କରିବା ପାଉଁ ଚାହାନ୍ତି , ତେଣୁ ଏଥିଲାଗି ସେହି ଯୁବକ ଜଣକ କ୍ୟାଟ ଙ୍କୁ ସୋଆଲ ମିଡିଆରେ ମଧ୍ୟ ବହୁତ ହଇରାଣ କରିବା ସହ କ୍ୟାଟ୍ରିନା ଏବଂ ଭକି ଙ୍କୁ ହ-ତ୍ୟା ଧମକ ଦେଇଥିଲେ , ତେଣୁ ଏନେଇ ଭିକି କୈଶଲ ଥାନା ରେ ଅଭିଯୋଗ କରିଥିଲେ , ପରେ ପୋଲିସ ସେହି ଯୁବକ ଜଣକୁ ଗିରଫ କରିଛି ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ