ଆଜି ଏହି ପ୍ରସିଦ୍ଧ ଅଭିନେତାଙ୍କ ମୃ-ତ୍ୟରେ କାନ୍ଦୁଛି ସିନେ ଜଗତ l

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସିନେମା ଜଗତ ପାଇଁ ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି । ଆଜି ଏହି ପ୍ରସିଦ୍ଧ ଅଭିନେତା ଙ୍କ ପରଲୋକ ରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ଏବଂ ସିନେମା ଜଗତ ରେ ଶୋକ ର ଲହରୀ ଖେଳି ଜାଇଛି । ଆମ ଦେଶ ହେଲା କଳାକାର ଏବଂ ସ୍କକୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି । ଏବଂ ତାଙ୍କର କଳାକୁ ଲୋକ ମାନଙ୍କ ନିକଟ ରେ ପଦର୍ଶନ କରୁଛନ୍ତି ।

ତେବେ ଲୋକପ୍ରିୟ ଅଭିନେତା ଷ୍ଟିଫନ ବସ୍ ଙ୍କ ଅକାଳ ବିୟୋଗ ରେ ସମସ୍ତ ଚକିତ ହୋଇଛନ୍ତି । ଏବଂ ପରିବାର ସଦସ୍ୟ ମାନେ ବି ଚକିତ ହୋଇଛନ୍ତି । ଏହି ଖବର ଏବେ ତାଙ୍କର ପ୍ରଶଂସକ ମହଲ ରେ ଶୋକର ଛାୟା ଖେଳେଇ ଦେଇଛି । ତେବେ ମେଡିକାଲ ରିପୋର୍ଟ କୁ ଜାହା ଜଣା ପଡୁଛି କି ଏହି ପ୍ରସିଦ୍ଧ ଅଭିନେତା ନିଜକୁ ଗୁଳୀ କରି ନିଜର ଜିବନ ହାରିଛନ୍ତି । ହେଲେ ଏହା ପଛରେ କଣ କାରଣ ରହିଛି ତାହା ବର୍ତମାନ ପର୍ଯ୍ୟନ୍ତ ବି ଜଣା ପଡି ନାହିଁ ।

Papular Actor

ତେବେ ହଲିଉଡ ଇଣ୍ଡଷ୍ଟ୍ରୀ ର ଡେନ୍ସର ତଥା ବହୁତ ଜଣା ସୁଣା ଅଭିନେତା ସେ ଥିଲେ ତେବେ ତାଙ୍କର ପରଲୋକ ହୋଇଛି । ଏକ ରିପୋର୍ଟ ଅନୁସାରେ ଏହି ପ୍ରସିଦ୍ଧ ଅଭିନେତା ଙ୍କ ପରଲୋକ ହୋଇଛି କୁହାଯାଉଛି କି ଏହି ପ୍ରସିଦ୍ଧ ଅଭିନେତା ନିଜର ଜିବନ ହାରି ଥିବା ବେଳେ ତାଙ୍କର ମୃତ ଦେହ ଏକ ହୋଟେଲ ରୁମ୍ ରୁ ମିଳିଛି ।

ଏହି ଲୋକପ୍ରିୟ ଅଭିନେତା ଅଭିନୟ ସହିତ ଡେନ୍ସ ପାଇଁ ବି ବହୁତ ପରିଚିତ ଅଟନ୍ତି । ଏବଂ ଏହି ଲୋକପ୍ରିୟ ଅଭିନେତା ଙ୍କ ପତ୍ନୀ ଏଲିସନ କହିଛନ୍ତି ବସ ତାଙ୍କ କାର୍ଡ ନ ନେଇ ଘରୁ ଚାଲି ଜାଇ ଥିଲେ । ତେବେ ଜାହା ଆଶ୍ଚର୍ଯ୍ୟ କର ଅଟେ କାରଣ ବସ ତାଙ୍କ ଗାଡି ବିନା କେବେ ବି କେଉଁଠି କି ଜାଆନ୍ତି ନାହିଁ । ହେଲେ ବର୍ତମାନ ସମୟ ରେ ଏହି ଭଳି ଏକ ନିସ୍ପତି ନେଇଥିବାର ମିଡିଆ ରେ ପ୍ରକାଶ ପାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ