ଆଜି ଜଣାପଡିବ କିଏ କହୁଛି ସତ, ମୁହାଁ ମୁହିଁ ହେବେ ଶ୍ରଦ୍ଧାଞ୍ଜଳୀ ଓ ସୁନ୍ଦରୀ ଅର୍ଚ୍ଚନା, ବାହାରିବ ଅନେକ ତଥ୍ୟ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁହାଁମୁହିଁ ହେବେ ଶ୍ରଦ୍ଧାଞଳୀ ବେହେରା ଏବଂ ଅର୍ଚ୍ଚନା ନାଗ । ସାମ୍ନା ସାମ୍ନି କରାଯିବ ଜେରା ବାହାରିବ ଅନେକ ତଥ୍ୟ । କିଏ କହୁଛି ସତ କିଏ କହୁଛି ମିଛ ସବୁ ସତ ଓଗାଳିବେ ଶ୍ରଦ୍ଧାଞଳୀ ଏବଂ ସୁନ୍ଦରୀ ଅର୍ଚ୍ଚନା । ହଁ ବନ୍ଧୁଗଣ ଇଡି ରେ ହାଜର ହେଲେ ଶ୍ରଦ୍ଧାଞଳୀ ବେହେରା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ପାଇଁ ଇଡିରେ ତୃତୀୟ ଥର ପାଇଁ ହାଜର ହୋଇଛନ୍ତି । ଶ୍ରଦ୍ଧାଞଳୀ ।

ପୂର୍ବରୁ ହାଜର ହେବା ପାଇଁ ଇଡି ତାଙ୍କୁ ବାରମ୍ବାର ସମ୍ମନ କରିଥିଲା । ହେଲେ ଆଗୁଆ ଜାମିନ ପାଇଁ ଶ୍ରଦ୍ଧାଞଳୀ ହାଇକୋର୍ଟ ଜାଇଥିଲେ । ତେବେ ଜାମିନ ନାମଞୁର ହୋଇଥିଲା ତେବେ କିଛି ଦିନରେ ଲୁଚକାଳୀ ପରେ ଏବେ ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞଳୀ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା ରେ ଇଡିର ତଦନ୍ତ ଜାରି ରହିଛି ।

Archana 1

ତଦନ୍ତ ବେଳେ ଇଡି ହାତରେ ଲାଗିଛି ଅର୍ଚ୍ଚନା ଙ୍କ ଡାୟେରୀ ତେବେ ଅର୍ଚ୍ଚନା ଙ୍କ ଡାୟେରୀ ରେ କଣ ରହିଛି ତାହାକୁ ନେଇ ସାଧାରଣ ରେ ଉତ୍କଣ୍ଠା ପ୍ରକାଶ ପାଇଛି । ଡୟେରୀ ସହିତ ବିଭିନ୍ନ ତଥ୍ୟ ଏବଂ କାଗଜ ପତ୍ର ମଧ୍ୟ ଇଡି ହାତରେ ଲାଗିଛି । ଅର୍ଚ୍ଚନା ଙ୍କ ହନି ଟ୍ରାପ୍ ନେଇ ବଡ ବଡିଆ ଙ୍କ ଗୁମର ଡାୟେରୀ ରେ ରହିଛି କି ନାହିଁ ଏହି ଭଳି ପ୍ରଶ୍ନ କୁ ନେଇ ସାଧାରଣ ରେ ଚର୍ଚ୍ଚା ଚାଲିଛି ।

ତେବେ ଚର୍ଚ୍ଚା ହେଉଛି ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଙ୍କୁ ଇଡି ଦ୍ୱିତୀୟ ଥର ପାଇଁ ରିମାଣ୍ଡ ରେ ନେଇଥିବା ବେଳେ ତାଙ୍କର ସହଯୋଗୀ ଶ୍ରଦ୍ଧାଞଳୀ ମଧ୍ୟ ଇଡିରେ ହାଜର ହୋଇଛନ୍ତି । ତେବେ ଇଡିରେ ତିନି ଜଣଙ୍କୁ ସାମ୍ନା ସାମ୍ନି ଜେରା ହୋଇପାରେ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ