ଆଜି ହେଉଛି ଅଭିନେତା ପିଣ୍ଟୁ ନନ୍ଦଙ୍କ ଦଶାହ କାର୍ଯ୍ୟରେ..

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ ଯେ ବିଗତ କିଛି ଦିନ ହେଲା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ବହୁତ ଦିନ ଜିବନ ମୃ-ତ୍ୟୁ ସହିତ ସଂଘର୍ଷ କରି କରି ଶେଷରେ ସେ ଆମକୁ ଛାଡି ଚାଲିଜାଇଛନ୍ତି । ତେବେ ଆଜି ହେଲା ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦଶାହ ।

ତେବେ ଏହି ଦଶାହ କାର୍ଯ୍ୟ ଚାଲିଥିବା ବେଳେ କାନ୍ଦୁଥିଲେ ପିଣ୍ଟୁ ନନ୍ଦ ସ୍ତ୍ରୀ ପିଲା ଏବଂ ପରିବାର ଲୋକ । ପୁରୁଣା କଥା କୁ ମନେ ପକେଇ ବାହୁନି ବାହୁନି କାନ୍ଦୁଥିଲେ ସେ କାରଣ ତାଙ୍କର ଶେଷ ସମୟ ରେ ବି ତାଙ୍କର ସାଥ୍ ଦେଇ ପାରି ନଥିଲେ ସେମାନେ । ଏହା ଭିତରେ ଚାହୁଁ ଚାହୁଁ 10 ଦିନ ବିତି ଜାଇଛି । ଆଜି ହେଉଛି ପିଣ୍ଟୁ ନନ୍ଦ ଙ୍କ ଦଶାହ କାର୍ଯ୍ୟ ଆଜି ସକାଳେ ପୋଖରୀ ତୁଟରେ ଦଶାହ କାର୍ଯ୍ୟ ହୋଇଥିଲା ।

som

ବଡ ପୁଅ କ୍ରିୟା ଧରିଥିବାରୁ ସେ ହାଣ୍ଡି ଭାଙ୍ଗିଛନ୍ତି । ଦଶାହ କାର୍ଯ୍ୟରେ ପିଣ୍ଟୁ ନନ୍ଦ ଙ୍କ ବନ୍ଧୁ ବାନ୍ଧବ ମାନେ ଯୋଗ ଦେଇଥିଲେ । ପିଣ୍ଟୁ ନନ୍ଦ ଙ୍କୁ ମନେ ପକେଇ ପୋଖରୀ ଠାରେ ଭାବ ବିହୋଳ ସୃଷ୍ଟି ହୋଇଥିଲା । ଅଭିନେତା ପିଣ୍ଟୁ ନନ୍ଦ ଭୁବନେଶ୍ୱର ର ଘୋରଇ ହସ୍ପିଟାଲ ରେ ଚିକିତ୍ସା ହେବା ପରେ ତାଙ୍କୁ ଦିଲ୍ଲୀ ପଠାଜାଇଥିଲା । ଏବଂ ପରେ ଦିଲ୍ଲୀ ରୁ ହାଇଦ୍ରାବାଦ ।

ତେବେ ସମସ୍ତ ଙ୍କର ଆଶା ଏବଂ ବିଶ୍ୱାସ ରହିଥିଲା କି ପିଣ୍ଟୁ ନନ୍ଦ ପୁଣି ଥରେ ସ୍ୱସ୍ଥ ହୋଇ ପେରି ଆସିବେ ବୋଲି ଏବଂ ଓଡିଆ ଇଣ୍ଡଷ୍ଟ୍ରୀ ରେ ପୁଣି ଥରେ ଅଭିନୟ ର ଯାଦୁ ଦେଖେଇବେ ବୋଲି ହେଲେ ସେହି ସବୁ ତାଙ୍କର ଆଶାରେ ହିଁ ରହିଗଲା । ଆଉ ଏବେ ପୁରୁଣା କଥା କୁ ମନେ ପକେଇ ବାହୁନି ବାହୁନି କାନ୍ଦୁଛନ୍ତି ସାରା ପରିବାର ଲୋକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ