ଆଜି ପୁଣି କମିଲା ସୁନା ରୁପା ଦାର । ଜାଣନ୍ତୁ କଣ ରହିଛି ଓଡିଶାରେ ସୁନା ଦାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁନା ଦର କୁ ନେଇ ଆଜି ପୁଣି ଆସିଲା ବଡ ଖବର ବନ୍ଧୁଗଣ ଆଜି କମିଲା ସୁନା ଦର ସୁନା ଦର ଉପରେ ଆସିଲା ବଡ ପରିବର୍ତନ । ଆଜି ରାଜଧାନୀ ଭୁବନେଶ୍ୱର ରେ ସୁନା ଦର କମିବାର ଦେଖିବାକୁ ମିଳିଛି । ସେହି ପରି ଆଉ କିଛି ଜିଲ୍ଲାରେ ମଧ୍ୟ ବ୍ରହ୍ମପୁର , ସମ୍ବଲପୁର ଏବଂ କଟକ ରେ ମଧ୍ୟ ସୁନା ଦର କମିବାର ଦେଖିବାକୁ ମିଳିଛି । 22 କେରେଟ ଏବଂ 24 କେରେଟ ସୁନା ମୂଲ୍ୟ ଜାଣିବା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଆଜି ଭାରତୀୟ ବଜାର ରେ 2 କେରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 54,350 ଟଙ୍କା ହୋଇଥିବା ବେଳେ 24 କେରେଟ ସୁନା ର ମୂଲ୍ୟ 10 ଗ୍ରାମ ପ୍ରତି 59,340 ଟଙ୍କା ରହିଛି । ସେହି ପରି ଓଡିଶା ର ରାଜଧାନୀ ଭୁବନେଶ୍ୱରରେ 22 କେରେଟ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 54,700 ଟଙ୍କା ଏବଂ 24 କେରେଟ ସୁନା ର ମୂଲ୍ୟ 10 ଗ୍ରାମ ପ୍ରତି 59,670 ଟଙ୍କା ହୋଇଛି ।

gold

ସେହି ପରି ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ଦର ସ୍ଥିତ ରହିଛି । ଆଜି ମୁମ୍ବାଇ ରେ 22 କେରେଟ ଏବଂ 24 କେରେଟ ସୁନା 10 ଗ୍ରାମ ପ୍ରତି 54,700 ଟଙ୍କା ଏବଂ 59,670 ଟଙ୍କା ରହିଥିବା ବେଳେ । ନୂଆ ଦିଲ୍ଲୀରେ 22 କେରେଟ ଏବଂ 24 କେରେଟ ସୁନା 10 ଗ୍ରାମ ପ୍ରତି 54,850 ଟଙ୍କା ଏବଂ 59,820 ଟଙ୍କା ରହିଛି ।

ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଚେନ୍ନାଇ ରେ 22 କେରେଟ ଏବଂ 24 କେରେଟ ସୁନା 10 ଗ୍ରାମ ପ୍ରତି 47,927 ଟଙ୍କା ରହିଥିବା ବେଳେ 52,250 ଟଙ୍କା ରହିଛି । ଯାହାକି ଭାରତ ର ସବୁଠୁ ଶସ୍ତା ସୁନା ଚେନ୍ନାଇ ରେ ମିଳୁଛି । ଏବଂ ପୂର୍ବ ଭାରତ ପ୍ରମୁଖ ସହର କଲିକତା ରେ 22 କେରେଟ ଏବଂ 24 କେରେଟ ସୁନା 10 ଗ୍ରାମ ପ୍ରତି 54,700 ଏବଂ 59,670 ଟଙ୍କା ରହିଛି ।

ଆଜି ରୂପା ର ମୂଲ୍ୟ ବଢିଥିବା ବେଳେ ଆଜି 1 କିଲୋ ରୂପା ର ମୂଲ୍ୟ 73,000 ହଜାର ରହିଥିବା ନେଇ ରେକର୍ଡ ହୋଇଛି । ତେବେ ବନ୍ଧୁଗଣ ଏହା ଥିଲା ବର୍ତମାନ ସମୟ ରେ ସୁନା ଏବଂ ରୂପା ଦରର ସଂମ୍ପର୍ଣ୍ଣ ଆପଡେଟ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *