ଆଧାର କାର୍ଡ ପାଇଁ ପୁଣି ଏକ ନୂଆ ନିୟମ ! ନ ମାନିଲେ ଯିବାକୁ ପଡ଼ିବ ଜେଲ ନିଶ୍ଚୟ ପଢନ୍ତୁ ।

Spread the love

ଆଧାର କାର୍ଡକୁ ନେଇ ସରକାରଙ୍କ ବଡ଼ ଘୋଷଣା । ଏବେ ଆଉ ଚଳିବ ନାହିଁ ଲାମିନେସନ ହୋଇଥିବା ଆଧାର କାର୍ଡ ।

ଯଦି ଆପଣ, ଆପଣଙ୍କ ଆଧାର କାର୍ଡକୁ ଲାମିନେସନ କରୁଛନ୍ତି ବା ପ୍ଲାଷ୍ଟିକ କାର୍ଡ ଭଳି ବ୍ୟବହାର କରୁଛନ୍ତି; ତେବେ ସମୟ ଥିବା ଆଗରୁ ସାବଧାନ ହୋଇଯାନ୍ତୁ । ଏଭଳି କାମ କରିବା ଦ୍ୱାରା ଆପଣ ବଡ଼ ସମସ୍ୟାରେ ପଡ଼ି ପାରନ୍ତି । ୟୁ.ଆଇ.ଡ଼ି.ଏ.ଆଇ ପୂର୍ବରୁ ଏହି ବିଷୟରେ ଅନେକ ଥର ଚେତାବନୀ ଦେଇସାରିଛି । ଯେଉଁଥିରେ ଆପଣଙ୍କ କାର୍ଡ଼ରେ ଥିବା କ୍ୟୁ.ଆର କୋଡ଼ଟି କାମ କରିବା ବନ୍ଦ ହୋଇଯାଇପାରେ କିମ୍ବା ବ୍ୟକ୍ତିଗତ ତଥ୍ୟ ମଧ୍ୟ ଚୋରି ହୋଇପାରେ । ଏଭଳି କରିବା ଦ୍ୱାରା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଗୁଡ଼ିକ ଅନ୍ୟ ପାଖକୁ ପହଞ୍ଚିଯିବ । ତେବେ ଆସନ୍ତୁ ଜାଣିବା ଆଧାର କାର୍ଡ ସହିତ କେଉଁ କେଉଁ ଭୁଲ୍ ଗୁଡ଼ିକ କରିବା ଉଚିତ ନୁହେଁ ।

ଆଧାର କାର୍ଡକୁ ସ୍ମାର୍ଟ ରୂପେ ପରିବର୍ତ୍ତନ କରିବା –

ଆଧାର କାର୍ଡ ସ୍ମାର୍ଟ କାର୍ଡର ପ୍ରିଣ୍ଟିଂଗର ୫୦ ଟଙ୍କାରୁ ନେଇ ୩୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଆସିଥାଏ । ୟୁ.ଆଇ.ଡ଼ି.ଏ.ଆଇ ତରଫରୁ କୁହାଯାଇଛି ଯେ, ପ୍ଲାଷ୍ଟିକ କିମ୍ବା କିଛି ସ୍ମାର୍ଟ କାର୍ଡର ଆବଶ୍ୟକତା ନାହିଁ । ଏହାର ପ୍ରମୁଖ କାରଣ ହେଉଛି କୁଇକ ରେସ୍ପୋନ୍ସ କାର୍ଡ କାମ କରିବା ବନ୍ଦ କରିଦେଇଥାଏ ।

ଆଧାର କାର୍ଡକୁ ଲାମିନେସନ କରିଲେ ଏହି ଅସୁବିଧା ହୋଇପାରେ –

ଆଧାର ଏଜେନ୍ସିର ଜାରି କରାଯାଇଥିବା ବିବରଣୀରେ କୁହାଯାଇଛି ଯେ, ବିନା ମଞ୍ଜୁରୀରେ ବ୍ୟକ୍ତିଗତ ତଥ୍ୟ କୌଣସି ଭୁଲ୍ ତଥ୍ୟ ଆଡ଼କୁ ଚାଲି ଯାଇପାରେ । କାଗଜରେ ଡ଼ାଉନଲୋଡ ଆଧାର କାର୍ଡ କିମ୍ବା ମୋବାଇଲରେ ଥିବା ଆଧାର କାର୍ଡ ସମ୍ପୁର୍ଣରୂପେ ୱେଲିଡ଼ ଅଟେ । ବିନା ଅନୁମତିରେ ଆଧାରର ସୂଚନା ନେବା ଏକ ଅପରାଧ ଅଟେ । ଏଥିପାଇଁ ଜେଲ ଦଣ୍ଡ ମଧ୍ୟ ଭଗି ପାରନ୍ତି ।

ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ, ସରକାରଙ୍କ ଅନୁସାରେ ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ଅଛି, ତେବେ ତାହାକୁ ଲାମିନେସନ କରନ୍ତୁ ନାହିଁ କିମ୍ବା ଆଧାର କାର୍ଡକୁ ପ୍ଲାଷ୍ଟିକ କାର୍ଡ ରୂପେ ପରିବର୍ତ୍ତନ କରନ୍ତୁ ନାହିଁ । ଏଥିଯୋଗୁଁ ବ୍ୟକ୍ତିଗତ ତଥ୍ୟ ଚୋରି ହେବା ସହ ଆଧାର କାର୍ଡରେ ଥିବା ଯେଉଁ କ୍ୟୁ.ଆର କୋଡ଼ ରହୁଛି ତାହା କାମ କରିବା ବନ୍ଦ କରିଦେଇଥାଏ । ଯଦି ଆପଣ କୌଣସି କାମରେ ଆଧାର କାର୍ଡକୁ ନେଉଛନ୍ତି, ଯଦି ସେଠାରେ କ୍ୟୁ.ଆର କୋଡ଼ କାମ ନ କରିବା ଭଳି କିଛି ହୁଏ, ତେବେ ଆପଣଙ୍କୁ ଜେଲ ଦଣ୍ଡ ହୋଇପାରେ ।

ଜଣ ସଚେତନ ପାଇଁ ସୂଚନାଟିକୁ ନିଜ ବନ୍ଧୁ ଏବଂ ପରିବାରଙ୍କ ମଧ୍ୟରେ share କରି ଜାଣନ୍ତୁ । ଧନ୍ୟବାଦ