ମେଡିସିନ୍ ଖାଇ ଖାଇ ଥକି ଗଲିଣି, ଆଉ ସହି ପାରୁନି, ମୁଁ ନେଉଛି ଏମିତି ନିଷ୍ପତ୍ତି…

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଆଜି ଏକ ଏମିତି ଘଟଣା ଦେଖିବାକୁ ମିଳିଛି ଯାହାକି ଏକ ଯୁବତୀ ଜଣକ ତାଙ୍କର ଶରୀର ର ଯନ୍ତ୍ରଣା ପାଇଁ ସେ ନିଜେ ଆ-ତ୍ମ-ହ-ତ୍ୟା କରିଛନ୍ତି । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଖବର ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଘଟଣା ଟି ଘଟିଛି ଖଣ୍ଡଗିରି ସ୍ଥିତ ଏକ ଛାତ୍ରୀ ନିବାସରେ ତେବେ ଯବତୀ ଜଣକ ତାଙ୍କର ବାତ ରୋଗ ରହିଥିଲା ବୋଲି ଜଣା ପଡିଛି ଏବଂ ଏହି ରୋଗ ର ଯନ୍ତ୍ରଣା କୁ ସହି ନ ପାରି ସେ ତାଙ୍କର ମାଆ ଏବଂ ବାପା ଙ୍କ ପାଇଁ ଏକ ଶେଷ ଚିଠି ଲେଖି ସେ ତାର ଜୀବନ ତ୍ୟାଗ କରିଛି । ତେବେ ଯୁହତୀ ଜଣକ ହେଲେ ଦିପ୍ତିମୟୀ ପାଣୀ ତାଙ୍କ ଘର ହେଉଛି ପୁରୀ ଜିଲ୍ଲା ଗୋପ ବ୍ଲକ ର ତିଳିପଡାଗଡ ଅଞ୍ଚଳରେ ।

dipit

ଖଣ୍ଡଗିରି ଥାନା ପୋଲିସ ସ୍ଥିତି ମୟୀ ଙ୍କ ମୃ-ତ ଦେହ କୁ ଜବତ କରି ତାଙ୍କ ମାଆ କଳ୍ପନା ପାଣି ଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ଅପମୃ-ତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଖବର ମୁତାବକ ଦିପ୍ତିମୟୀ 3 ରୁ 4 ବର୍ଷ ହେବ । ଘର ଛାଡି ଆସି ଭୂବନେଶ୍ୱର ରେ ରହୁଥିଲେ । ଦିପ୍ତି ଖଣ୍ଡଗିରି ଛକରେ ଥିବା ବାରଭୁଜା ମୋଲ ରେ ଏକ ଘୋରଇ ସଂସ୍ଥାରେ କାମ କରୁଥିଲେ । ସେହି ଠାରେ ଏକ ହଷ୍ଟେଲ ରେ ରହୁଥିଲେ ଦିପ୍ତି ।

ତେବେ ଗତକାଲି ଦିପ୍ତି ଙ୍କ ରୁମ ମେଣ୍ଟ ବାହାରକୁ ଯାଇଥିଲେ ଫେରିବା ପରେ ହଷ୍ଟେଲ ରୁମ ବନ୍ଦ ଥିବା ଦେଖି ୱାର୍ଡେନ ଙ୍କୁ ଖବର ଦେଇଥିଲେ । ୱାର୍ଡେନ ରୁମ ର କବାଟ ଖୋଲିବା ପରେ ଦେଖିଥିଲେ କି ଦିପ୍ତି ଙ୍କ ର ମୃ-ତ୍ୟୁ ହୋଇଯାଇଛି । ଏହା ପରେ ଖଣ୍ଡଗିରି ଥାନାକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରି ଦିପ୍ତି ଙ୍କ ଘର ଲୋକଙ୍କୁ ଖବର ଦେଇଥିଲା ।

ସେପଟେ ଦିପ୍ତି ଙ୍କ ଘର ଲୋକ ଙ୍କୁ ପଚାରିବାରୁ ଜଣା ପଡିଥିଲା କି ଦିପ୍ତି ବାତ ରୋଗ ରେ ପୀଡିତ ଥିଲେ ବହୁତ ପ୍ରକାର ର ଔଷଧ ଖାଇବା ପରେ ମଧ୍ୟ ରୋଗ ଭଲ ହୋଇ ନଥିଲା ଯେଉଁଥିପାଇଁ ସେ କିଛି ମାସ ହେବ ମାନସୀକ ସ୍ତରରେ ଭାଙ୍ଗି ପଡିଥିଲେ । ଏହା ଶୁଣିବା ପରେ ପୋଲିସ ଅପବ୍ୟବଚ୍ଛ୍ୟ ରିପୋର୍ଟ ଆସିବା ପରେ ତଦନ୍ତ ଶେଷ ହେବ ବୋଲି କହିଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ