ନପୁଂସକତାରୁ ମୁକ୍ତି ପାଇବା ପାଇଁ ଏହି ପାଇଁ ୩ଟି ପ୍ରାକୃତିକ ଉପାୟ…… ।

Spread the love

ଆଜିକାଲି ଲୋକଙ୍କ ଜୀବନଶୈଳୀ ଓ ଖାଦ୍ୟପେୟରେ ବହୁତ କିଛି ପରିବର୍ତ୍ତନ ଆସିଯାଇଛି । ଯେଉଁଥି ପାଇଁ ମନୁଷ୍ୟ ଶରୀର ବିଭିନ୍ନ ରୋଗର ଶିକାର ହେଉଛି । ଏହିପରି ଏକ ସମସ୍ୟା ଅଛି, ଯାହା ଆଜିକାଲିର ଯୁବ ପୀଢ଼ିକୁ ଅସୁବିଧାରେ ପକାଉଛି । ତାହା ହେଉଛି ନପୁଂସକତା । ନପୁଂସକତା ଯୋଗୁଁ ପୁରୁଷ ବେଳେବେଳେ ବହୁତ ଲଜ୍ଜ୍ୟାର ସମ୍ମୁଖୀନ ହୋଇଥାନ୍ତି । ନପୁଂସକତା ପାଇଁ ସ୍ୱାମୀ ନିଜ ସ୍ତ୍ରୀ ଠାରୁ ବହୁତ କିଛି କଥା ଶୁଣିଥାଏ । ଆୟୁର୍ବେଦିକ ଜଗତ ଆପଣଂକୁ ଏହି ସମସ୍ୟାରୁ ବଂଚିବା ପାଇଁ କିଛି ପ୍ରାକୃତିକ ଉପାୟ ରଖିଛି; ଯାହାଦ୍ୱାରା ନପୁଂସକତା ଠିକ ହୋଇପାରିବ । ତେବେ ଆସନ୍ତୁ ଜାଣିବା ସେହି ତିନୋଟି ଉପାୟ କଣ ? ଯାହା ଦ୍ଵାରା ପୁରୁଷ ନପୁଂସକତା ଠାରୁ ମୁକ୍ତି ପାଇପାରିବା ।

୧:- ପିଆଜ ନପୁଂସକତା ଦୂର କରିବାରେ ବହୁତ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପିଆଜ ଖାଇବା ଦ୍ଵାରା ମନୁଷ୍ୟକୁ କାର୍ଯ୍ୟ କରିବାର ସାମର୍ଥ୍ୟ ବଢାଇଥାଏ । ଗୋଟିଏ ଚାମଚ ମହୁରେ ଏକ ଚାମଚ ପିଆଜ ରସ ମିଶାନ୍ତୁ । ଏହାକୁ ପ୍ରତିଦିନ ଦିନରେ ସକାଳେ ଗୋଟିଏ ଥର ସେବନ କରନ୍ତୁ ।

୨:- କ୍ଷୀର ଓ ମହୁ ମଧ୍ୟ ନପୁଂସକତାକୁ ଦୂର କରିଥାଏ । ଗୋଟିଏ ଚାମଚ କ୍ଷୀରରେ ଗୋଟିଏ ଚାମଚ ମହୁ ମିଶାଇ ଦିଅନ୍ତୁ । ପ୍ରତିଦିନ ସକାଳେ ଏହାକୁ ପିଇବା ଦ୍ୱାରା କିଛି ଦିନ ମଧ୍ୟରେ ନପୁଂସକତା ଦୂର ହୋଇଥାଏ ।

୩:- କେଶର ଯୁକ୍ତ କ୍ଷୀର ଓ ବାଦାମ ନପୁଂସକତା ଦୂର କରିବାରେ ସହାୟକ ହୋଇଥାଏ । ଗୋଟିଏ ଗ୍ଲାସ କ୍ଷୀରରେ ବାଦାମ ମିଶାଇ ଗରମ କରନ୍ତୁ । ଏଥିରେ ଅଳ୍ପ ଚିନି ଓ କେଶର ଭଲ ଭାବରେ ମିଶିଇ ଦିଅନ୍ତୁ । ଏହାକୁ ଗୋଟିଏ ମାସ ପର୍ଯ୍ୟନ୍ତ ନିୟମିତ ସେବନ କରନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ, ଏହି ଉପାୟଟି ଆପଣ କେବଳ ଶୀତ ଦିନରେ ହିଁ କରିବେ ।