ପୁରୁଷ ମାନଙ୍କ ବିଷୟ ରେ ଅଶିଳ୍ଲ ରେ ଏମିତି କହିଲେ ଏହି ମହିଳା ସୁଣି ଆଶ୍ଚର୍ଯ୍ୟ ହେବେ ।

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ମହିଳା କହିଲେ ଏମିତି କଥା ଜାହା ଆପଣ ମାନେ ସୁଣିଲେ ବି ଆଶ୍ଚର୍ଯ୍ୟ ହେବେ । ତେବେ ଏହି ବିଷୟ ରେ ଜାଣିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ ମହିଳା ଙ୍କ ଅନୁସାରେ ବହୁତ ସମୟ ରେ ପୁଅ ମାନେ ନିଜ ଠାରୁ ଅଧିକ ବୟସ ର ଝିଅ ମାନଙ୍କୁ ପସନ୍ଦ କରନ୍ତି । ଏବଂ ଖାସ୍ କରି ବିବାହିତ ମହିଳା ମାନଙ୍କୁ ବି ପସନ୍ଦ କରନ୍ତି ।

ତେବେ ଏହା କାହିଁକି ହୁଏ ଏହା ମୁଁ ଜାଣେ ନାହିଁ ହେଲେ ସର୍ଭେ ରୁ ଜଣା ପଡିଛି କି । ବାହାଘର ପରେ ମହିଳା ମାନଙ୍କ ଉପରେ ପୁରୁଷର ଦାୟିତ୍ବ ଆସିଯାଇଥାଏ, ତା ମୁଣ୍ଡରେ ଅନେକ ଦାୟିତ୍ୱ ଆସିଯାଇଥାଏ ପରିବାରକୁ ସମ୍ଭାଳିବାର ଦାୟିତ୍ବ, ଘର ସମ୍ଭାଳିବାର ଦାୟିତ୍ବ, ସମସ୍ତଙ୍କର ଦେଖାଶୁଣା କରିବାର ଦାୟିତ୍ୱ ଏହି ସବୁ ଦାୟିତ୍ୱ ଗ୍ରହଣ ପରେ ବିବାହିତ ମହିଳାମାନେ ଅବିବାହିତ ବା କୁଆଁରି ଝିଅମାନଙ୍କ ଅପେକ୍ଷା ଅଧିକ ମଜବୁତ ହୋଇଥାନ୍ତି ।

ଏବଂ ମାନସିକ ସ୍ଥଳ ରେ ବି ମଧ୍ୟ ଏମାନେ ଅଧିକ ମଜବୁତ ହୋଇଥାନ୍ତି । କୈଣସି ଅସୁବିଧା ପରିସ୍ଥିତି ରେ ସାମ୍ନା କରିବା ପାଇଁ କାହାର ସାହାଯ୍ୟ ଆବଶ୍ୟକ ପଡେ ନାହିଁ । ବିବାହିତ ମହିଳା ମାନେ ସବୁ କାମ କରିବା ପାଇଁ ସକ୍ଷ୍ୟମ ହୋଇଥାନ୍ତି । ସବୁ ନିସ୍ପତି ସେମାନେ ନିଜେ ନେଇ ପାରନ୍ତି ।

bhabi

ଏହା ସହିତ ଅଧିକ ବୟସ ର ଝିଅ ମାନଙ୍କୁ ବି ପୁଅ ମାନେ ପସନ୍ଦ କରନ୍ତି । କାରଣ ସେମାନଙ୍କ ବିଚାର ଶକ୍ତି ମଧ୍ୟ ସୁଦୃଢ ହୋଇଥାଏ । ସେହିଥି ପାଇଁ ଝିଅ ମାନଙ୍କର କଣ ପସନ୍ଦ ନା ପସନ୍ଦ ଜାଣିପାରନ୍ତି ନାହିଁ ପୁଅ ମାନେ ହେଲେ ଜଣେ ମହିଳା ଙ୍କର କଣ ପସନ୍ଦ ନା ପସନ୍ଦ ସେମାନେ ପ୍ରଥମେ ବୁଝନ୍ତି । ସେହିଥି ପାଇଁ ଝିଅ ମାନଙ୍କ ଠାରୁ ମହିଳା ମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ପୁଅ ମାନେ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ