ମହିଳା ଜଣକ ନିଜସ୍ଵ ବ୍ୟକ୍ତିଗତ ଭିଡିଓ ବନାଉଥିବା ସମୟରେ ହୋଇଗଲା ଏହିପରି ଭୁଲ…. ପୁଅ କହିଲା ଏହିପରି !

Spread the love

ବିଜ୍ଞନ ଯେଉଁ ଭଳି ଭାବରେ ଉନ୍ନତି କରିଚାଲିଛି, ସେହି ଅନୁସାରେ ମନୁଷ୍ୟ ମଧ୍ୟ ତାଳଦେଇ ଚାଲୁଛନ୍ତି ଏବଂ ବୈଷୟିକ ଜ୍ଞାନ କୌଶଳକୁ ଆପଣାଇ, ନୂଆ ନୂଆ ଟେକ୍ନୋଲୋଜିକୁ ବ୍ୟବହାର କରି ଚଳୁଛନ୍ତି । କିନ୍ତୁ ବେଳେବେଳେ ଏହି ଟେକ୍ନୋଲୋଜି ଦ୍ଵାରା ମନୁଷ୍ୟକୁ ଅପମାନିତ ହେବାକୁ ପଡିଥାଏ । ସେହିପରି ଏକ ବିଷୟ ନେଇ ଆସିଛୁ ଆଜିର ଅନୁଛେଦରେ । ଯଦି ଆପଣ ମଧ୍ୟ ଫେସବୁକ, ୱାଟ୍ସପ୍, ପରି ସୋସିଆଲ ସାଇଟ୍ କିମ୍ବା ଅନ୍ୟ ଅନଲାଇନ କାମ ଉପରେ ବିଶ୍ୱାସ କରନ୍ତି କିମ୍ବା ସମୟ ଅତିବାହିତ କରୁଛନ୍ତି, ତେବେ ଏହି ପୋଷ୍ଟକୁ ଗୋଟିଏ ଥର ନିଶ୍ଚୟ ପଢନ୍ତୁ ଏବଂ ପରେ ନିଜ କାମରେ ଆଗକୁ ବଢନ୍ତୁ ।

ଦୁଃର୍ଭାଗ୍ୟ ବଶତଃ ବୁଲଗେରିଆର ଜଣେ ମହିଳା ନିଜର ବ୍ୟକ୍ତିଗତ ଭିଡିଓ ନିଜ ସ୍ୱାମୀଙ୍କ ପାଖକୁ ପଠାଇବା, ସେହି ମହିଳାଙ୍କ ପାଇଁ କଳଙ୍କିତ ସାଜିଛି । ମହିଳା ଜଣକ ନିଜର ନ୍ୟୁଡ଼ ଭିଡିଓ ତାଙ୍କ ସ୍ୱାମୀଙ୍କ ପାଖକୁ ପଠାଉଥିଲେ । କିନ୍ତୁ କିଛି ଭୁଲ ପାଇଁ ତାଙ୍କର ଭିଡିଓ ଫେସବୁକର ଲାଇଭ ଷ୍ଟ୍ରମ୍ ମାନେ ଫେସବୁକ ଷ୍ଟୋରୀରେ ସେୟାର ହୋଇଯାଇଥିଲା । mirror.co.ukର ଖବର ଅନୁସାରେ ମହିଳାଙ୍କ ପତି କାମ ପାଇଁ ବାହାରେ ରହୁଛନ୍ତି ।

ମହିଳା ଜଣକ private video ବନାଇ ନିଜ ସ୍ୱାମୀଙ୍କୁ ପଠାଉଥିଲା ବେଳେ ଏହିପରି ଘଟଣା ଘଟିଥିଲା । ଖବର ଅନୁସାରେ ମହିଳାଙ୍କ ଫେସବୁକ ଆକାଉଣ୍ଟରେ ପାଖାପାଖି ୨୦୦୦ରୁ ଅଧିକ ଫ୍ରେଣ୍ଡସ୍ ଅଛନ୍ତି ଏବଂ ଫେସବୁକର ସେହି ସମସ୍ତ ଫ୍ରେଣ୍ଡସ୍ ମହିଳା ଜଣକ ଅଜାଣତରେ ଶେୟକ କରିଥିବା ଭିଡିଓ ଦେଖିଥିଲେ । ଏହି ଘଟଣା ପରେ ମାହିଳା ଜଣକ ନିଜକୁ ଲଜ୍ଜିତ ଅନୁଭବ କରୁଛନ୍ତି ଏବଂ କାହା ସହ ସାମ୍ନା କରି ପାରୁନାହାନ୍ତି ।

କୁହାଯାଉଛି ଯେ, ମହିଳାଙ୍କ ଏହି ଭୁଲ ପାଇଁ ତାଙ୍କ ସ୍ୱାମୀ ମଧ୍ୟ ମହିଳାଙ୍କ ଉପରେ ରାଗି ଯାଇଛନ୍ତି ଏବଂ ଏହି ଘଟଣା ପରେ ତାଙ୍କ ସ୍ୱାମୀ ତାଙ୍କ ସହ କଥାବାର୍ତ୍ତା ହେଉନାହାନ୍ତି । ପଢ଼ାପଢ଼ି କରିବା ପାଇଁ ତାଙ୍କ ପୁଅ ଘରଠୁ ବହୁତ ଦୂରରେ ରହୁଥିଲେ । ସେ (ପୁଅ) ମଧ୍ୟ ମାଆଙ୍କ ଏହି ଭିଡିଓ ଦେଖି, ମାଆ ଉପରେ ରାଗି ଯାଇଥିଲେ ଏବଂ ପୁଅ, ମାଆଙ୍କୁ ଫୋନ କରି କହିଛି, ତୁମ ସମ୍ମୁଖରେ ମୁଁ ଠିଆ ହୋଇପାରିବି ନାହିଁ । ତେଣୁ ମୁଁ (ପୁଅ) ଘରକୁ ଆଉ ଆସିବି ନାହିଁ ।