ଏଥର IPL କୁ ବି ଆପଣ ଓଡିଆରେ ଦେଖି ପାରିବେ । ବଡ ଖବର ଦେଖନ୍ତୁ ।

Cricket

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଥର ଓଡିଆ ରେ କମେଣ୍ଟ୍ରୀ ହେବ IPL ହଁ ବନ୍ଧୁଗଣ ଏଥର ଓଡିଆ ରେ କମେଣ୍ଟ୍ରୀ ହେବ IPL ଏବେ ଡିଜିଟାଲ ପ୍ଲାଟଫର୍ମ ରେ ଓଡିଆ ରେ କ୍ରିକେଟ ର ମଜା ଉଠେଇ ପାରିବେ ଦର୍ଶକ ଚଳିତ ବର୍ଷ ଇଣ୍ଡିଆନ ପ୍ରିମିଆର ଲିଗ୍ ବା IPL ର 16 ତମ ସଂସ୍କରଣ ରେ ଓଡିଶା କମେଣ୍ଟ୍ରୀ ସୁଣିବାକୁ ମିଳିବ ।

ଡିଜିଟାଲ ପ୍ଲାଟଫର୍ମ ରେ IPL ଦେଖୁଥିବା ଓଡିଆ ଲୋକେ ଏଣିକି ଓଡିଶା ଭାଷା ରେ କ୍ରିକେଟ ର ମଜା ଉଠେଇ ପାରିବେ । IPL ର 16 ତମ ଡିଜିଟାଲ ଲାଇଭ ଷ୍ଟ୍ରିମିଙ୍ଗ ଓଡିଆ ରେ କରିବାକୁ ଡିଜିଟାଲ ପ୍ରୟୋଜନ ଥିବା ଭାୟାକମ୍ ନିସ୍ପତି ନେଇଥିବାର ଜଣା ପଡିଛି । ମୋବାଇଲ ରେ ଲୋକ ଜିଓ ସିନେମା ଆପ ମାଧ୍ୟମ ରେ IPL ର ମଜା ଓଡିଆ କମେଣ୍ଟ୍ରୀ ସହିତ ଉଠେଇ ପାରିବେ ସୂଚନା ମିଳିଛି ।

Cricket

ଏହି ନେଇ ଓଡିଆ ପ୍ରୟୋଜକ ଙ୍କ ତରଫ ରୁ ଓଡିଆ କମେଣ୍ଟେଟର ବା ଭାଷ୍ୟ କାର ଙ୍କୁ ତିନି ମାସ ଲାଗି ନୁଯୁକ୍ତି ଦିଆଯିବ । ଯେଉଁମାନେ ମୁମ୍ବାଇ ଜାଇ ସଂସ୍ଥା ର ମୂଖ୍ୟାଳୟ ଷ୍ଟିଡିଓ ରେ କାମ କରିବେ ତେବେ ସୂଚନା ଯୋଗ୍ୟ ଯେ ପ୍ରାୟ 12 ଟି ଭାଷା ରେ IPL କମେଣ୍ଟ୍ରି ସୁଣିବାକୁ ମିଳୁଥିଲା ।

ହେଲେ ଏହି ଥର ପ୍ରଥମ ଥର ପାଇଁ ଓଡିଆ ଭାଷା ରେ କମେଣ୍ଟ୍ରୀ ସୁଣିବା ପରିପେକ୍ଷିରେ ଓଡିଆ କ୍ରିକେଟ ପ୍ରେମି ବହୁତ ଉତ୍ସାହିତ ଥିବା ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଓଡିଆ ରେ IPL କମେଣ୍ଟ୍ରୀ ସୁଣିବାକୁ ଇଚ୍ଛୁକ କି ନୁହେଁ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *