ଏଥର ଆଉ କାହାସହ ଚେନ୍ନାଇ ନୁହଁ ନିଜ ସ୍ତ୍ରୀ ତୃପ୍ତିଙ୍କୁ ଧରି ମୁମ୍ବାଇ ବାହାରିଲେ ସୁପରଷ୍ଟାର ବାବୁସାନ – ମୁମ୍ୱାଇରେ ଅଛି ପକୃତି

babusan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନେ ପତି ପତ୍ନୀ ଏବଂ ଜଣେ ବିବାଦ ଦାଣ୍ଡରେ ପଡି ହାଟରେ ଗଡିଥିଲା । ଆଉ ତା ପରେ ବାବୁସାନ ଚେନ୍ନାଇ ଚାଲି ଜାଇଥିଲେ । ପୁଣି ସେହି ଅଭିନେତ୍ରୀ ଙ୍କ ସହ ହେଲେ ଆଜି ବାବୁସାନ ଚେନ୍ନାଇ ନୁହେଁ ବରଂ ମୁମ୍ବାଇ ଯାଉଛନ୍ତି ପତ୍ନୀ ତୃପ୍ତି ଙ୍କୁ ନେଇ । ବହୁତ ବିବାଦ ପରେ ତାଙ୍କର ପାରିବାରିକ ଜିବନ ଏବେ ସୁଖ ମୟ ହେଉଛି ।

କାରଣ ଏହି କଥା ଆମେ ଏହିଥି ପାଇଁ କହୁଛୁ କି ପ୍ରଥମ ଥର ପାଇଁ ଏହି ସବୁ ବିବାଦ ପରେ ବାବୁ ଏବଂ ତୃପ୍ତି ଙ୍କୁ ଦର୍ଶକ ଦେଖିଥିଲେ ଏକ ହସ୍ପିଟାଲ ରେ । ଆଉ ସ୍ତ୍ରୀ ତୃପ୍ତି ସବୁ ରାଗ ଅଭିମାନ ଭୁଲି ସ୍ୱାମୀ ଙ୍କ ଦେହ ଯେତେ ବେଳେ ଖରାପ ହୋଇଥିଲା । ସେତେ ବେଳେ ଦୈଡି ଆସିଥିଲେ । ଏବଂ ପରେ କେତେ ବେଳେ କେଉଁ ଔଷଧ ଖାଇବେ ତାହା ପଚାରିଲେ ଏବଂ ଡିସଚାର୍ଜ କରିଥିଲେ ଏବଂ ସେବେ ଠାରୁ ସ୍ୱାମୀ ର ଯତ୍ନ ନେଉଛନ୍ତି ସେ ।

babu

ପୁଅ ଗୁଆନ ବି ବାପା ପାଖକୁ ଫେରି ଆସିଥିଲେ । ତେବେ ପରେ ଯେଉଁ ପାରିବାରିକ ଚର୍ଚ୍ଚା ଲାଗି ରହିଥିଲା କି ଯେଉଁ ସମସ୍ୟା ଉପୁଜି ଥିଲା ତାହା ମଧ୍ୟ ସମାଧାନ ହୋଇଥିଲା । ଆଉ ସବୁ କିଛି ଠିକ୍ ହୋଇଗଲା ସେତେ ବେଳେ ଯେତେ ବେଳେ ବାବୁସାନ ଏବଂ ତୃପ୍ତି ଏକାଠି ଦମନ ସିନେମା ଦେଖିବାକୁ ହଲରେ ବସିଲେ ।

ଏବଂ ଏବେ ସୁଣା ଯାଉଛି ବାବୁ ମୁମ୍ବାଇ ଯାଉଛନ୍ତି । ଆଉ ତାଙ୍କ ସାଙ୍ଗରେ ଅଭିନେତ୍ରୀ ନାହାଁନ୍ତି ଅଛନ୍ତି ତାଙ୍କ ସ୍ତ୍ରୀ ତୃପ୍ତି । ବାବୁ ଏବେ ତୃପ୍ତି କୁ ନେଇ ଜିବନ ସାରା କେବଳ ତୃପ୍ତିରେ ହିଁ ରହିବାକୁ ଚାହାଁନ୍ତି । ଆଉ ଏହି ସବୁ କୁ ଦେଖିବା ପରେ ଲୋକ କହୁଛନ୍ତି ବାବୁ କୁଆଡେ କରିଥିବା ଭୁଲ ର ପ୍ରୟଶ୍ଚିତ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *