ଏଥର ପୁରୀ ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର । ମାଡି ଆସୁଛି ବଡ ବିପତ୍ତ

Puri temple 1

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ତେବେ ବନ୍ଧୁଗଣ ଆଜି ପୁଣି ଥରେ ପୁରୀ ଶ୍ରୀ ମନ୍ଦିର ରୁ ପଥର ଖସିଛି ଆଉ ଏହି ପଥର ଖସିବା ନେଇ ଅନେକ ଭକ୍ତଙ୍କ ମନରେ କଷ୍ଟ ଦେଇଛି । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଖବର ବିଷୟ ରେ ସୂଚନା ପାଇବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ପୁରୀ ଶ୍ରୀ ମନ୍ଦିର ରୁ ପଥର ଖସିଛି ଆଉ ଏହି ପଥର ଖସିବା ନେଇ ଅନେକ ଭକ୍ତଙ୍କ ମନରେ କଷ୍ଟ ଦେଇଛି । ହଁ ବନ୍ଧୁଗଣ ଆଜି ଶ୍ରୀ ମନ୍ଦିର ଚର୍ଚ୍ଚା ଘରୁ ଖସିଛି ପଥର , ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ଜଣା ପଡିଛି । ଆଉ ଯାହାକୁ ଶୁଣିବା ପରେ ସମସ୍ତେ ବ୍ୟଥିତ ହୋଇ ପଡିଛନ୍ତି । ସମସ୍ତ ଙ୍କୁ କଷ୍ଟ ଲାଗୁଛି କାରଣ ପଥର ଖସିଛି ବଡ ଦେଉଳ ରୁ ।

temple

ଏଠି କହି ରଖିବା ପାଇଁ ଚାହିଁବୁ କି ଖସି ଥିବା ପଥର ଟି ଛୋଟ ପଥର ଟି ଯାହାକୁ ନେଇ ଏସଆଇ କୁ ଶ୍ରୀ ମନ୍ଦିର ର ପ୍ରଶାସନ ଅବଗତ କରିଛି । କିଛି ମାସ ପୂର୍ବେ ଶ୍ରୀ ମନ୍ଦିର ର ଗର୍ଭ ଗୃହ ରେ ପ୍ରାୟ ଦେଢ କିଲୋ ଗ୍ରାମ ଓଜନ ର ଏକ ପ୍ଲାଷ୍ଟର ଖଣ୍ଡ ଖସି ପଡିଥିଲା ଯାହାକୁ ନେଇ ଖବର ଆସିବା ପରେ ଅନେକ ଙ୍କୁ ବ୍ୟଥୀତ କରିଥିଲା । ଆଉ ଏ ପ୍ଲାଷ୍ଟର ଟିକୁ ବଡ ଭାଇ ବଳଭଦ୍ର ଙ୍କ ର ପରିକ୍ରମଣ କରିବା ରେ ଠାବ କରାଯାଇଥିଲା ।

ଆଉ ଆଜି ଶ୍ରୀ ମନ୍ଦିର ଚର୍ଚ୍ଚା ଘରୁ ପଥର ଖସିଛି । ଏବେ ଏହା ଚୂନ ପଥର ନା ପ୍ଲାଷ୍ଟର ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଇନି । ଏଠି କହି ରଖିବା ପାଇଁ ଚାହିଁବୁ କି ମହାପ୍ରଭୁ ଶ୍ରୀ ଗୁଣ୍ଡିଚା ଯାତ୍ରା କରି ସାରିବା ପରେ ଏସଆଇ ଓ ବିଶେଷଜ୍ଞ ଟିମ୍ ଙ୍କ ଦ୍ୱାରା ଗର୍ଭ ଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା । ତେବେ ରତ୍ନ ବେଦୀ ରେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ଅନୁମାନ କରାଯାଉଛି ହୁଏତ ସେଥିପାଇଁ ଚୂନ ପଥର ଖସିଥାଇ ପାରେ ।

ତେବେ ଏଠି କଥା ଉଠୁଛି କାହିଁକି ବାରମ୍ବାର ପଥର ଖସୁଛି ସିଏ ପଥର ହେଉ ଅବା ଚୂନ ପଥର କେଉଁଠି ରହୁଛି ଅସୁବିଧା , କେଉଁଠି ରହୁଛି ଭୁଲ , କାହିଁକି ବାରମ୍ବାର ଶ୍ରୀ ମନ୍ଦିର ରୁ ପଥର ଖସୁଛି । ଯାହା ସମସ୍ତ ଙ୍କୁ ବ୍ୟଥୀତ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ