ଏଥର ଓଡ଼ିଆରେ IPL କମେଣ୍ଟ୍ରି!! | ଏଥର ଓଡ଼ିଆରେ କ୍ରିକେଟର ମଜ୍ଜା ଉଠାଇ ପାରିବେ ଦର୍ଶକ !!

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଥର ଓଡିଆ ରେ କମେଣ୍ଟ୍ରୀ ହେବ IPL ହଁ ବନ୍ଧୁଗଣ ଏଥର ଓଡିଆ ରେ କମେଣ୍ଟ୍ରୀ ହେବ IPL ଏବେ ଡିଜିଟାଲ ପ୍ଲାଟଫର୍ମ ରେ ଓଡିଆ ରେ କ୍ରିକେଟ ର ମଜା ଉଠେଇ ପାରିବେ ଦର୍ଶକ । ଚଳିତ ବର୍ଷ ଇଣ୍ଡିଆନ ପ୍ରିମିଆର ଲିଗ୍ ବା IPL ର 16 ତମ ସଂସ୍କରଣ ରେ ଓଡିଶା କମେଣ୍ଟ୍ରୀ ସୁଣିବାକୁ ମିଳିବ ଡିଜିଟାଲ ପ୍ଲାଟଫର୍ମ ରେ IPL ଦେଖୁଥିବା ଓଡିଆ ଲୋକେ ଏଣିକି ଓଡିଶା ଭାଷା ରେ କ୍ରିକେଟ ର ମଜା ଉଠେଇ ପାରିବେ ।

IPL ର 16 ତମ ଡିଜିଟାଲ ଲାଇଭ ଷ୍ଟ୍ରିମିଙ୍ଗ ଓଡିଆ ରେ କରିବାକୁ ଡିଜିଟାଲ ପ୍ରୟୋଜନ ଥିବା ଭାୟାକମ୍ ନିସ୍ପତି ନେଇଥିବାର ଜଣା ପଡିଛି । ମୋବାଇଲ ରେ ଲୋକ ଜିଓ ସିନେମା ଆପ ମାଧ୍ୟମ ରେ IPL ର ମଜା ଓଡିଆ କମେଣ୍ଟ୍ରୀ ସହିତ ଉଠେଇ ପାରିବେ ସୂଚନା ମିଳିଛି ।

IPL

ଏହି ନେଇ ଓଡିଆ ପ୍ରୟୋଜକ ଙ୍କ ତରଫ ରୁ ଓଡିଆ କମେଣ୍ଟେଟର ବା ଭାଷ୍ୟ କାର ଙ୍କୁ ତିନି ମାସ ଲାଗି ନୁଯୁକ୍ତି ଦିଆଯିବ । ଯେଉଁମାନେ ମୁମ୍ବାଇ ଜାଇ ସଂସ୍ଥା ର ମୂଖ୍ୟାଳୟ ଷ୍ଟିଡିଓ ରେ କାମ କରିବେ ତେବେ ସୂଚନା ଯୋଗ୍ୟ ଯେ ପ୍ରାୟ 12 ଟି ଭାଷା ରେ IPL କମେଣ୍ଟ୍ରି ସୁଣିବାକୁ ମିଳୁଥିଲା ।

ହେଲେ ଏହି ଥର ପ୍ରଥମ ଥର ପାଇଁ ଓଡିଆ ଭାଷା ରେ କମେଣ୍ଟ୍ରୀ ସୁଣିବା ପରିପେକ୍ଷିରେ ଓଡିଆ କ୍ରିକେଟ ପ୍ରେମି ବହୁତ ଉତ୍ସାହିତ ଥିବା ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଓଡିଆ ରେ IPL କମେଣ୍ଟ୍ରୀ ସୁଣିବାକୁ ଇଚ୍ଛୁକ କି ନୁହେଁ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *