ତାହେଲେ ଏହି କାରଣ ପାଇଁ ସାରାଙ୍କ ସହ କୁଆଡେ ଯାଅନ୍ତି ନାହିଁ ଅମୃତା ସିଂ । ସତ ଜାଣିଲା ପରେ ଆପଣ ଚମକି ପଡିବେ ।

Spread the love

ନିଉଜ ଏଣ୍ଟରଟେନମେଣ୍ଟ ଡେସ୍କ।: ସାରାଅଲି ଖାଁ ଙ୍କର ବଲିଓଡ଼ ଜଗତରେ ଦୁଇଟି ଫିଲ୍ମ ରିଲିଜ ହୋଇଗଲାଣି । ଏବେ ସେ ତାଙ୍କ ନିଜ ନାମରେ ପରିଚିତ।ସେ ଆଉ ସୈଫ ଆଉ ସ୍ମୃତଙ୍କ ଝିଅ ରୱାରେ ନୁହେଁ ବରଂ ସେ ନିଜ ନାମରେ ପରିଚିତ ହୋଇଗଲାଣି ।ଅପଣଙ୍କୁ ଏହି ଖବର ଜଣାଇଦେଉଛୁ କି ବଲିଓଡ଼ ରେ ସାରାଙ୍କର ଏକ ଫିଲ୍ମ ସିମ୍ବା ରିଲିଜ ହେଲାଣି ଯାହାକି ବକ୍ସ ଅଫିସ ରେ ବହୁତ ଟଙ୍କା ମଧ୍ୟ କମାଇ ଥିଲେ ।

ଏବେ ସାରାଙ୍କ କଥା କହିବା ତ ଏକ ରିପାର୍ଟରେ ଆମେ ଆଲୋଚନା କରିଥିଲୁ କି ସାରା ଙ୍କୁ ଏକ ଚାଇଲଡ଼ ଆର୍ଟିଷ୍ଟ ରୂପେ ନୁହେଁ ବରଂ ତାଙ୍କୁ ତାଙ୍କ ମା ଅମୃତ ସିଂ ନାମରେ ଜଣାଯାଉ । ଏଥିରେ ତାଙ୍କୁ ବହୁତ ଖୁସି ଲାଗିବ । ଆପଣ ମାନଙ୍କୁ ଆଉ ଏକ ସୂଚନା କହିଦେଉଛୁ କି ସାରା ଅଲି ଖାଁଙ୍କର ଏହା ପୂର୍ବରୁ କେଦାରନାଥ ନାମରେ ଏକ ଫିଲ୍ମ ଆସିଥିଲା ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।

ଫିଲ୍ମର ସଫଳତା ପରେ ଦର୍ଶକମନେ ସାରାଙ୍କୁ ବହୁତ ପ୍ରଶଂସା କରିଥିଲେ । ଫିଲ୍ମଟିର ପ୍ରମୋଶନ ପାଇଁ ସେ ଯଥେଷ୍ଟ ସମୟ ଦେଇଥିଲେ । ଏକ ଇଣ୍ଟରଭିଉରେ, ତାଙ୍କ ମା ଅମୃତ ସିଂଙ୍କ ବିଷୟରେ ପଚାରଗଲା ଏବଂ ଆପଣଙ୍କ ମାଆ ଆପଣଙ୍କ ସହିତ ନଥିଲେ ମଧ୍ୟ ଫିଲ୍ମର ପ୍ରୋମଶନ ସମୟରେ ଆପଣଙ୍କ ସହିତ ଅଛନ୍ତି । ଏହାର ଜବାବାରେ ସାରା ଯେଉଁ ଉତ୍ତର ଦେଲେ, ତାହା ଶୁଣିଲେ ଆପଣ ମଧ୍ୟ ସାରାଙ୍କୁ ପ୍ରଶଂସା କରିବାକୁ ଆରମ୍ଭ କରିଦେବେ ।

ସାରା ଉତ୍ତର ଦେଇ କହିଲେ, ସେ ଜଣେ ଯଦି ଡକ୍ଟର ହୋଇଥାନ୍ତେ, ତା’ହେଲେ କଣ ତାଙ୍କ ମାଆ ତାଙ୍କ ସାଥିରେ ଯାଇଥାନ୍ତେ କିମ୍ବା ସେ ଯଦି ଓକିଲ ହୋଇଥାନ୍ତେ, ତେବେ କଣ ତାଙ୍କ ମା’ ତାଙ୍କ ସାଥିରେ ଯାଇଥାନ୍ତେ କି ? ନୁହେଁ ନା ! ସେଥିପାଇଁ ସେ ଆଜି ଯେତେବେଳେ ଜଣେ ଅଭିନେତ୍ରୀ ହୋଇ ଫିଲ୍ମ କରୁଛନ୍ତି, ଏଥିପାଇଁ ତାଙ୍କ ମାଆ ଅଧିକାଂଶ ଫିଲ୍ମର ପ୍ରମୋସନରେ ଅସନ୍ତି ନାହିଁ । କାରଣ ସବୁ ମାତା ପିତାଙ୍କର ଆଶା ଥାଏ କି ତାଙ୍କ ପିଲା ବଡ ହୋଇ ତାଙ୍କ ନାମକୁ ପ୍ରସିଦ୍ଧି ବା ଖ୍ୟାତି କରୁ । କୌଣସି ଫିଲ୍ମର ପ୍ରମୋସନରେ ନିଜ ମାଆ ନିଜ ପାଖରେ ନାହାନ୍ତି, ତ ଏହାର ଅର୍ଥ ନୁହେଁ କି ସେ ଆପଣଙ୍କ ସାଥିରେ ନାହାନ୍ତି । ସାରା ଏହାପରେ କହିଲେ, ସେ ମୋର ମାଆ ମୋ ସହିତ ନଥିଲେ ମଧ୍ୟ ସେ ମୋର ପ୍ରତୀଟି କାର୍ଯ୍ୟରେ ସହଯୋଗ କରୁଛନ୍ତି ଓ ପ୍ରାରଣା ମଧ୍ୟ ଯୋଗାଉଛନ୍ତି । ମୋର ମାଆ ମୋ ସହ ଭଲରେ ମତବ୍ୟକ୍ତ । କାରଣ ସେ ଏହିସବୁ କାମରେ ତାଙ୍କର ପୂର୍ବରୁ ଅନୁଭବ ଅଛି ଆଉ ସେ ପରେ ମଧ୍ୟ ମୋ ମାଆ । କିନ୍ତୁ ସେ କେବେ ହେଲେ ମୋ କାମରେ ହସ୍ତକ୍ଷେପ କରନ୍ତି ନାହିଁ ।