ଏହି ଓଡିଆ ହିରୋଇନଙ୍କ ଘରୁ ବାହାରିଲା ସେ-ସ୍କ-ସ ଟୟ ।

Arpita 1

ଫୁଣି ଚର୍ଚାରେ ଓଡିଆ ଅଭିନେତ୍ରି । ଘରୁ ବାହାରିଲା ସେ-ସ୍କ ଟ-ୟ । ତେବେ ସେହି ଓଡିଆ ହିରୋଇନ କିଏ ଏବଂ କଣ ରହିଛି ପୁରା ଖବର ଜାଣିବା ପାଇଁ ପୋଷ୍ଟକୁ ଶେଷ ପରଯ୍ୟନ୍ତ ପଢନ୍ତୁ ।

ତେବେ ଏଠାରେ ଆମେ ଯେଉଁ ଓଡିଆ ଅଭିନେତ୍ରି କଥା କହୁଛୁ ସେ ହେଉଛନ୍ତି ଅର୍ପିତା ମୁଖାର୍ଜୀ । ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଓ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କର ଗୁମର ଆହୁରି ରହସ୍ୟମୟ ହୋଇ ଚାଲିଛି। ଅର୍ପିତାଙ୍କ ବେଲଘରିଆ ଫ୍ଲାଟରେ ମିଳିଲା କୋଟି କୋଟି ଟଙ୍କା । ଏଥି ସହ ସେଠାରୁ ସେ-କ୍ସ୍ ଟଏ ମଧ୍ୟ ଜବତ କରାଯାଇ ଅଛି ଏତେ ମାତ୍ରାରେ ସେ ସେ-କ୍ସ୍ ଟଏ କଣ ହେଉଥିଲା ସେ ନେଇ ମଧ୍ୟ ତନା ଘନା ଚାଲିଛି ।

ଏହାକୁ ଅର୍ପିତା କିଣିଥିଲେ କି ସେ ସବୁ ସେ ଅନଲାଇନ ଦ୍ବାରା ମାଗାଇ ଥିଲେ ସେ ସମ୍ପର୍କ ରେ ମଧ୍ୟ ତନା ଘନା ଚାଲିଛି । ଏବଂ ପାର୍ଥ ଓ ଅର୍ପିତା ଙ୍କ ସମ୍ପର୍କ କଣ ଏନେଇ ବଙ୍ଗୀୟ ଅଭିନେତ୍ରୀ ଶ୍ରିଲେଖା ମଧ୍ୟ ବାରମ୍ବାର ପ୍ରଶ୍ନ ପଚାରି ଚାଲିଛନ୍ତି । ଅଭିନେତ୍ରୀ ସ୍ରିଲେଖା ଏଭଳି ଅନେକ ପ୍ରଶ୍ନ ମଧ୍ୟ ଟ୍ୱିଟ ଜରିଆରେ ପଚାରିଛନ୍ତି ।

Actress Arpita

ତେବେ ଆପଣଙ୍କ ସୁଚନା ପାଇଁ କହି ରଖୁଛୁ କି 5 ରୁ ଅଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି ଅର୍ପିତା । ତାଙ୍କର ଅନେକ ଗୁଡିଏ ଓଡିଆ ଆଲବମ ମଧ୍ୟ ରହିଅଛି ।

ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ସ୍କାମରେ ଗିରଫ ହୋଇଥିବା ଅର୍ପିତା ମୁଖାର୍ଜୀ ଏକ ବଡ଼ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘‘ମୋ ଘରୁ ଜବତ ହୋଇଥିବା ଟଙ୍କା ମୋର ନୁହେଁ। ମୋର ଅନୁପସ୍ଥିତିରେ ଏହି ଟଙ୍କା ସେଠାରେ ରଖାଯାଇଛି।’’

କିଛି ଦିନ ପୂର୍ବରୁ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା । ଏହାପୂର୍ବରୁ ପାର୍ଥ ଚାଟାର୍ଜୀ ମଧ୍ୟ ଦାବି କରିଥିଲେ ଯେ ଏହି ଟଙ୍କା ତାଙ୍କର ନୁହେଁ । ସେ ଏକ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଶୁକ୍ରବାର ଦିନ ଚାଟାର୍ଜୀ କହିଥିଲେ ।

Arpita

ଏହାପୂର୍ବରୁ ସୋମବାର ଇଡି କହିଥିଲା ଯେ ଏହି ଘୋଟାଲା ଘଟଣାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ ତଦନ୍ତରେ ସହଯୋଗ କରୁନାହାଁନ୍ତି । ଜଣେ ଅଧିକାରୀ ସୋମଙ୍କୁ କହିଛନ୍ତି ଯେ ସ୍କୁଲ ନିଯୁକ୍ତି ସ୍କାମର ଯାଞ୍ଚ ସମ୍ପର୍କରେ ଚାଟାର୍ଜୀ ଅଧିକାଂଶ ଇଡି ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି।

ତେବେ ଏ ବିଷୟରେ ଆପଣଙ୍କର ମତା ମତ କଣ ଆମକୁ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ । ଏହିଭଳି ଖବର ସବୁବେଳେ ପଢିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *