ଜୀବନ ସହ ସଂଘର୍ଷ କରୁଛନ୍ତି ଏହି ଓଡିଆ ଅଭିନେତା

Prithviraj

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଓଲିଉଡର ଲୋକ ପ୍ରିୟ ଅଭିନେତା ପ୍ରିତୀରାଜ । ଆମ ଓଡିଶା ଇଣ୍ଡଷ୍ଟ୍ରିରେ ବହୁତ କମ୍ ଲୋକପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ ଦର୍ଶକମାନଙ୍କୁ ଦୀର୍ଘ ବର୍ଷ ହେବ ଅଭିନୟ କରି ସେମାନେ ମନୋରଞ୍ଜନ କରାଇ ଆସୁଛନ୍ତି । ଦର୍ଶକଙ୍କୁ ଯିଏ ସବୁଦିନ ନିଜ ଅଭିନୟ ମାଧ୍ୟମରେ ମନୋରଞ୍ଜନ କରାଇଥାଏ ଆଜି ସେହି ଅଭିନେତା ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଏହି ଅଭିନେତା ଜଣକ ହେଉଛନ୍ତି ପ୍ରିତୀରାଜ । ଆପଣମାନେ ପ୍ରିତୀରାଜ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଜଣକ ଦୀର୍ଘ ବର୍ଷ ଧରି ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି । ଆଉ ଦର୍ଶକ ମାନଙ୍କ ମନୋରଞ୍ଜନ କରାଇ ଆସୁଛନ୍ତି । ଏହି ଅଭିନେତା ଜଣକ ନିଜ ଅଭିନୟ ଜୀବନରେ ମଧ୍ୟରେ ବହୁତ ସାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ନଜର ଆସୁଛନ୍ତି ।

Prithviraj

ଏହି ଅଭିନେତାଙ୍କ ଜବରଦସ୍ତ ଅଭିନୟ ଆପଣ ଦେଖି ପାରିଥିବେ। ନିଜର ଜବରଦସ୍ତ ଅଭିନୟ ଯୋଗୁ ଓଡିଆ ଇଣ୍ଡଷ୍ଟ୍ରିରେ ନିଜର ନାମ ଅର୍ଜନ କରିବା ସହ ଓଡିଶାରେ ଘରେ ଘରେ ପରିଚିତ ହୋଇପାରିଛନ୍ତି । ଏହି ଅଭିନେତାର ଅଭିନୟକୁ ଦର୍ଶକମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି । ବର୍ତ୍ତମାନ ସମୟରେ ସେ ନିଜର ଅଭିନୟ ଜାରି ରଖିଛନ୍ତି ।

ଷ୍ଟାର କିରଣ ଲୋକ ପ୍ରିୟ ଧାରାବାହିକ ଶାନ୍ତି ରେ ସେ ଅଭିନୟ କରୁଛନ୍ତି । ସେ ଅତି ନିକଟରେ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣା ପଡିଛି । ତାଙ୍କର ଚିକିତ୍ସା ପାଇଁ ‘O’ ନେଗେଟିଭ ବ୍ଲଡ ଦରକାର ଥିଲା । ତାଙ୍କର ସ ଅଭିନେତା ସୁଶାନ୍ତ ଜଣାଇଥିଲେ ।

ବର୍ତ୍ତମାନ ସମୟରେ ବ୍ଲଡ ଯୋଗାଡ ହୋଇ ସାରିବା ପରେ ପ୍ରିତୀରାଜଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିଲା । ବର୍ତ୍ତମାନ ସମୟରେ ସେ ମେଡିକାଲରେ ଅଛନ୍ତି । ବହୁତ ଶିଘ୍ର ସୁସ୍ଥ ହୋଇ ଆପଣ ମାନଙ୍କୁ ମନୋରଞ୍ଜନ କରାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *