ଫିଲ୍ମ “ଚାଚି 420″ର ଏହି ଛୋଟ ଅଭିନେତ୍ରୀ ବଡ଼ ହେବା ପରେ ସୁନ୍ଦରୀ ଏବଂ ଗ୍ଲାମରେଶ ହୋଇଯାଇଛନ୍ତି । ଦେଖନ୍ତୁ ।

Spread the love

ସମୟର ତାଳେ ତାଳେ ମନୁଷ୍ୟ ବଦଳିଥାଏ ଏବଂ ଆମେ କେବଳ ଦେଖି ରହି ଯାଇଥାଉ । ଆମ ଆଖି ସାମ୍ନାରେ ବହୁତ କିଛି ବଦଳି ଯାଇଥାଏ । ସମୟ ଏତେ ଶୀଘ୍ର ବଦଳିଯାଏ ଯେ, ସବୁ କିଛି ଶୀଘ୍ର ଶୀଘ୍ର ଆମ ସାମ୍ନାରେ ବଦଳି ଯାଇଥାଏ । ଏହିଭଳି ଏକ ଘଟଣା ଗୁଡିକ ବଲିଉଡ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ତାରକାଙ୍କ ସହ ପ୍ରାୟତଃ ଘଟିଥାଏ ଏବଂ ଯେତେବେଳେ ଆମେ ସେମାନଙ୍କୁ ବିଗତ ଦଶ କୋଡିଏ ବର୍ଷ ପୁରୁଣା ଫିଲ୍ମ ଦେଖିଥାଉ ଏବଂ ବର୍ତ୍ତମାନର ସେମାନଙ୍କ ଫିଲ୍ମ ଦେଖିଥାଉ; ତେବେ ସେମାନଙ୍କ ଚେହେରା ମଧ୍ୟରେ ଆକାଶ ପାତାଳ ଫରକ ହୋଇଯାଇଥାଏ ।ଆଜି ଆମେ ଆପଣଙ୍କୁ ଏହିଭଳି ଜଣେ ଅଭିନେତ୍ରୀଙ୍କ ସହ ଭେଟାଇବା ପାଇଁ ଯାଉଛୁ; ଯାହାଙ୍କୁ ଦେଖି ଆପଣ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମେ ଏଠାରେ କହିବା ପାଇଁ ଚାହୁଁଛୁ; “ଚାଚି 420″ର ସେହି ବାଲ୍ୟ କଳାକାର ବିଷୟରେ, ଯିଏ ଆଜି ଠାରୁ ବହୁତ ବର୍ଷ ପୂର୍ବେ ଫିଲ୍ମରେ ଏକ ବାଲ୍ୟ କଳାକାର ରୂପେ ବହୁତ ସୁନ୍ଦର ଏବଂ ନିରୀହ ଦେଖା ଯାଉଥିଲେ ।

ସେ ନିଜର ନିପୁଣ ଅଭିନୟ ମାଧ୍ୟମରେ ସେହି ସମୟରେ ପ୍ରତି ଲୋକଙ୍କ ହୃଦୟରେ ସ୍ଥାନ ପାଇପାରିଥିଲେ । ବର୍ତ୍ତମାନ ସମୟରେ ସେ ବହୁତ ବଡ଼ ହୋଇଯାଇଛନ୍ତି ଏବଂ ବହୁତ ସମୟ ହେବ ଏହି ବାଲ୍ୟ କଳାକାର ଜଣଙ୍କ ସମସ୍ତଙ୍କ ନଜରରୁ ଉଭେଇ ଯାଇଥିଲେ ।

ଦେଖନ୍ତୁ ଅଭିନେତ୍ରୀଙ୍କ ଫୋଟ :

କିନ୍ତୁ ସେହି ଝିଅଟି ବର୍ତ୍ତମାନ ଫିଲ୍ମ ଗୁଡିକରେ ଅଭିନୟ କରୁଛନ୍ତି ଏବଂ ସେହି ଝିଅଟି ଅନ୍ୟ କେହି ନୁହେଁ, ସେ ହେଉଛନ୍ତି ଫାତିମା ସନା ଶେଖ । ଫାତିମା ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ପାଲଟି ଯାଇଛନ୍ତି ।

ବର୍ତ୍ତମାନ ଫାତିମାଙ୍କ ବୟସ 27 ବର୍ଷ ଅଟେ ଏବଂ ସେ ହାଇଦ୍ରାବାଦର ବାସିନ୍ଦା ଅଟନ୍ତି । ସେ ବିଟ୍ଟୁ ବସ ଫିଲ୍ମ କରିଥିଲେ ଏବଂ ପରେ ଆମୀର ଖାନଙ୍କ ସହ ସଫଳ ଫିଲ୍ମ “ଦଙ୍ଗଲ”ରେ ଅଭିନୟ କରିଥିଲେ । ଦଙ୍ଗଲର ଫାତିମା ଆମୀରଙ୍କ ଝିଅଙ୍କ ଅଭିନୟରେ ନଜରକୁ ଆସିଥିଲେ ।

ଫାତିମା ବଲିଉଡର ରାସ୍ତାରେ ବଡ଼ ଫିଲ୍ମ ହେଉଛି “ଠଗସ୍ ଅଫ୍ ହିନ୍ଦୁସ୍ଥାନ” ରିଲିଜ ହୋଇସାରିଛି । ଫାତିମା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ଅଟନ୍ତି ଏବଂ ତାଙ୍କର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ବହୁତ ଫୋଲଅର୍ସ ରହିଛନ୍ତି ।