ରଙ୍ଗଶାଳାରେ ରାତି ରଙ୍ଗିନ କରି ଏହି ନେତା ଦେଇଛନ୍ତି ପୁଳାପୁଳା ଟଙ୍କା

nata

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଡି ରେ ହାଜର ହେବେ ତିନି ହେବି ୱେଟ ନେତା । ରାଜ୍ୟର ତିନି ହେବି ୱେଟ ନେତାଙ୍କୁ ନେଇ ଚର୍ଚ୍ଚା । ରଙ୍ଗ ଶାଳା ରେ ରାତି ରଙ୍ଗିନ କରି ଦେଇଛନ୍ତି ପୁଳା ପୁଳା ନେତା ସୁରାଗ ପାଇବା ପରେ ତିନି ନେତା ଙ୍କୁ ଇଡିର ନୋଟିସ । ଅର୍ଚ୍ଚନା କୁ ଏତେ ଟଙ୍କା ଦେବା ପଛର କାରଣ ଖୋଜିବ ଇଡି । ଦିନକୁ ଦିନ ରୋଚକ ହେବାରେ ଲାଗିଛି ଅର୍ଚ୍ଚନା ନାଗ ମାମଲା । କେତେ ବେଳେ ପ୍ରଜୋଜକ ତ ଆଉ କେତେ ବେଳେ ବ୍ୟବସାୟୀ ହେଲେ ଏବେ ଯାଏ ପଡିନଥିଲା ନେତାଙ୍କ ପାଳୀ ଖୁବ ଶୀଘ୍ର ଇଡି ରେ ହାଜର ହେବେ ତିନି ହେବି ୱେଟ ନେତା ।

ହାଜର ହେବା ପରେ ସବୁ ସତ ବାହାର କରିବ ଇଡି । ଅର୍ଚ୍ଚନା କୁ ଏହି ନେତା ମାନେ କଣ ପାଇଁ ଏତେ ଟଙ୍କା ଦେଇଥିଲେ । ତା ପଛର ପ୍ରକୃତ କାରଣ ବାହାର କରିବ ଇଡି । କୁହାଯାଉଛି ଏହି ତିନି ନେତା କୁଆଡେ ରାଜ୍ୟର ଶକ୍ତିଶାଳୀ ନେତା । ଏହି ନେତାଙ୍କ ଉପରେ ରାଜ୍ୟବାସୀ ବହୁତ ଭରସା କରନ୍ତି । ହେଲେ ଏହି ତିନି ନେତା ଅର୍ଚ୍ଚନା ର ରଙ୍ଗଶାଳା ଜାଇ ରଙ୍ଗିନ ହେଉଥିଲେ । ଅନ୍ୟପଟେ ସାଲିନୀ ଙ୍କ ଅସୁସ୍ଥତା ଦର୍ଶାଇ କିଛି ଦିନର ମହଲତ ମାଗିଛନ୍ତି ଏହି ତିିନି ନେତା ।

archana nag 1

ତେବେ କିଏ ଏହି ତିନି ନେତା ଅର୍ଚ୍ଚନା ଙ୍କ ସହିତ କଣ ଥିଲା ତାଙ୍କ ସଂ-ମ୍ପର୍କ । କଣ ପାଇଁ ବାରମ୍ବାର ଯାଉଥିଲେ ଅର୍ଚ୍ଚନା ଙ୍କ ଘରକୁ । ଟଙ୍କା ଦେବା ପଛର ରହସ୍ୟ କଣ । ଏହି ସବୁ ପ୍ରଶ୍ନର ଉତ୍ତର ବାହାର କରିବ ଇଡି । ଅକ୍ଷୟ ପରିଜା ଙ୍କ ଏଫାୟାର ପରେ ଅର୍ଚ୍ଚନା ନାଗ ଙ୍କ ମାମଲା ସାମ୍ନାକୁ ଆସିଥିଲା । ଆଉ ତା ପରେ 15 ଜଣଙ୍କୁ ଇଡି ନୋଟିସ କରିଥିଲା । ସେହିଥି ମଧ୍ୟରୁ କେତେ ଜଣ ହାଜର ହୋଇଥିବା ବେଳେ ଆଉ କେତେ ଜଣ ବାକି ରହିଛନ୍ତି ।

ସେପଟେ ଆଜି ଇଡିରେ ହାଜର ହୋଇଛନ୍ତି ଜମି ମାଲିକ ପ୍ରଭାତ ରଂଞନ ପତି । ଅର୍ଚ୍ଚନା ଏବଂ ଖଗେଶ୍ୱର ସେହି ଜମି ମାଲିକ ଠାରୁ ଜମି କିଣିଥିଲେ । କେମିତି ଜମି କିଣିଥିଲେ କ୍ୟସ୍ ରେ ନାଁ ଚେକ୍ ରେ ଜମିର ପ୍ରକୃତ ମୂଲ୍ୟଠାରୁ କମ୍ ମୂଲ୍ୟରେ ଜମି କିଣିଥିବା ସୂଚନା ରହିଛି । ସେହିନେଇ ଖୋଳତାଳ କରିବ ଇଡି । ପୁଣିଥରେ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଜୋଜକ ପ୍ରୋମଦ ସ୍ୱାଇଁ । ପ୍ରମୋଦ ଙ୍କୁ ପୁଣି ଜେରା କରି ଅର୍ଚ୍ଚନା ଲିଙ୍କ୍ ର ଗୁମର ଖୋଲିବ ଇଡି ।

nata

ଗତ 29 ତାରିଖରେ ଇଡି ତାଙ୍କୁ 12 ଘଣ୍ଟାର ମାରାଥନ ଜେରା କରିଥିଲା । ଇଡିରୁ ବାହାରିବା ପରେ ପ୍ରୋମଦ କହିିଥିଲେ ଯେ ଇଡି ଜାହା ପ୍ରଶ୍ନ କରିଛନ୍ତି ତାହାର ସେ ଉତ୍ତର ଦେଇଛନ୍ତି । ସେ କେବଳ ଅର୍ଚ୍ଚନା ଙ୍କ ଘରେ ଭଡାରେ ରହୁଥିଲେ । ସେହି ସମୟ ରେ ଅର୍ଚ୍ଚନା ଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା ଭଡା ଟଙ୍କା ମାଗିବାରୁ ସେ ଟଙ୍କା ଦେବାକୁ ମନା କରିଥିଲେ । ତେବେ ପରେ ଘର ଛାଡିବାକୁ 5 ଲକ୍ଷ ଟଙ୍କା ନେବେ ବୋଲି ବ୍ଲାକମେଲ କରୁଥିଲେ ଅର୍ଚ୍ଚନା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *