ଦୁନିଆର ପ୍ରଥମ 5G ସହର ଯେଉଁଠାରେ ଆରମ୍ଭ ହୋଇଯାଇଛି 5G ନେଟୱର୍କ, ଏଠାରୁ କରାଯାଏ 5G କଲ୍ ।

Spread the love

ଆପଣ ସମସ୍ତଙ୍କୁ ପୁଣିଥରେ ସ୍ୱାଗତ । ଭାରତରେ 4G ନେଟୱର୍କର ଆରମ୍ଭକୁ ନେଇ ରିଲାଏନ୍ସ ଜିଓ ସମସ୍ତଙ୍କୁ ଶସ୍ତା ଇଣ୍ଟରନେଟ ମାଧ୍ୟମରେ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା । ଏତେ ଶସ୍ତା ଓ ହାଇସ୍ପୀଡ଼ 4G ନେଟୱର୍କ କାରଣରୁ ଆଜି ଭାରତର ସମସ୍ତ ବର୍ଗର ଲୋକେ ଇଣ୍ଟରନେଟ ବ୍ୟବହାର କରିପାରୁଛନ୍ତି । ଯାହା ସହିତ ଗ୍ରାହକ ମାନଙ୍କୁ ହାଇସ୍ପୀଡ଼ ଭଏସ୍ କଲିଂ ସୁବିଧାର ଲାଭ ମଧ୍ୟ ମିଳୁଛି । ଏହା ପରେ ଲୋକେ 5G ସେବାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଓ ଆଶା କରାଯାଉଛି କି ଜିଓ ଶୀଘ୍ର 5G ସେବାକୁ ଭାରତରେ ଲଞ୍ଚ କରିବ ।

ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଜିଓର 5G ବେଣ୍ଡ ପ୍ରସ୍ତୁତ ହୋଇ ସାରିଛି । କିନ୍ତୁ ଜିଓ ଏଥିପାଇଁ ସମୟ ମଧ୍ୟ ନେଉଛି ଓ ଜିଓ ନିଶ୍ଚିତ ଭାବରେ 5Gକୁ ଲଞ୍ଚ କରିବ ଏବଂ ଖବର ଅନୁସାରେ ଚୀନ ଶଂଘାଇ ଦେଶମାନଙ୍କ ମଧ୍ୟରେ ଦୁନିଆର ପ୍ରଥମ 5G ନେଟୱର୍କ ଓ ବ୍ରୋଡ଼ବେଣ୍ଡ ଗିଗାବାଇଟ ନେଟୱର୍କର ସହର ହୋଇ ସାରିଛି ଏବଂ ଆପଣଙ୍କୁ ଜଣେଇ ଦେଉଛୁ ଯେ, ଟେଲିକମ ଅପରେଟର ଚାଇନା ମୋବାଇଲର ସହାୟତା 5G ନେଟୱର୍କର ସଫଳ ପରୀକ୍ଷଣ ମଧ୍ୟ କରି ସାରିଛନ୍ତି ଓ ଚାଇନାରେ ଏହାର ଖବର ଅନୁସାରେ ଶଂଘାଇରେ 5G ନେଟୱର୍କ ଖୁବ୍ ଜୋରରେ ଚାଲୁଛି ଓ ଏଠାରେ ୩ ମାସ ପୂର୍ବରୁ ହିଁ 5G ନେଟୱର୍କ ସ୍ଥାପିତ କରାଯାଇ ଥିଲା ।

ସୂଚନା ଅନୁଯାୟୀ ଶଂଘାଇର ଉପ ମହାପୋରର ରାଜା ଲୁଇ ହୁଆବେଇ ମେଟ ଏକ୍ସ ସ୍ମାର୍ଟଫୋନର ପ୍ରଥମ 5G ଭିଡ଼ିଓ କଲ୍ ମଧ୍ୟ କରିଛନ୍ତି ଏବଂ ଆପଣଙ୍କୁ ଜଣେଇ ଦେଉଛୁ ଯେ, ହୁଆବେଇ ମେଟ ଏକ୍ସ ପ୍ରଥମ ଫୋଲଡେବଲ 5G ଫୋନ ଅଟେ ଓ ଆଗାମୀ ସମୟରେ ୧୦,୦୦୦ ନୂଆ 5G ଷ୍ଟେସନ ସ୍ଥାପିତ କରାଯିବ ଓ ୨୦୨୧ ପର୍ଯ୍ୟନ୍ତ 5G ଷ୍ଟେସନର ସଂଖ୍ୟା ୩୦,୦୦୦ ପର୍ଯ୍ୟନ୍ତ ପହଞ୍ଚିଯିବ । ଭାରତରେ 5G ନେଟୱର୍କ ୨୦୨୦ ପର୍ଯ୍ୟନ୍ତ ରୋଲଆଉଟ୍ କରାଯାଇ ପାରେ ଓ ଏହାର କାମ ଭାରତରେ ଚାଲୁଛି । 5G ସ୍ମାର୍ଟଫୋନର ୟୁନିଟ ବହୁତ କମ ଅଟେ ଓ ଏହା ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ କରାଯାଇ ପାରେ ।

ବନ୍ଧୁଗଣ ଆପଣମାନେ ଆମକୁ ମତାମତ ବକ୍ସରେ ନିଶ୍ଚିତ ରୂପେ ଲେଖି ଜଣାନ୍ତୁ ଯେ, ଆପଣକୁ 5G ନେଟୱର୍କର ବ୍ୟବହାର କରିବା ପସନ୍ଦ କି ନାହିଁ ଏବଂ ଏମିତି ଆହୁରି ଅନେକ ରୋଚକ ଓ ମନୋରଞ୍ଜନ ସୂଚନା ପାଇଁ ଆମକୁ ଲାଇକ ଏବଂ ଅନୁସରଣ ନିଶ୍ଚୟ କରନ୍ତୁ । ଧନ୍ୟବାଦ !