ଏହା ହେଉଛି ବଲିଉଡ଼ର ନିଜ ରକ୍ତ ସମ୍ପର୍କୀୟ ଭାଇ । ଚେହେରା ଦେଖିବା କ୍ଷଣେ ଜଣାପଡିଯାଏ । ଦେଖନ୍ତୁ ଫୋଟଗୁଡିକ

Spread the love

ନମସ୍କାର ବନ୍ଧୁଗଣ ! ଆପଣମାନଙ୍କୁ ସ୍ୱାଗତ କରୁଛୁ । ଆଜି ଆମେ ଆମର ଏହି ଲେଖା ମାଧ୍ୟମରେ ଆପଣଙ୍କୁ ବଲିଉଡ଼ର କିଛି ଭାଇ ମାନଙ୍କ ଯୋଡ଼ି ବିଷୟରେ ଜଣାଇବୁ । ବଲିଉଡ଼ ଇଣ୍ଡଷ୍ଟ୍ରି ଏତେ ବଡ଼ ଯେ, ଏଠାରେ ସମସ୍ତେ କିଏ କାହାର ଭାଇ ଏହା ଜଣା ପଡ଼େ ନାହିଁ ? ତେବେ ଆଜି ଆମେ ଆପଣମାନଙ୍କୁ ବଲିଉଡର ପ୍ରକୃତ ଭାଇମାନଙ୍କ ଯୋଡ଼ି ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଓ ସେମାନଙ୍କ ଫୋଟଗୁଡିକ ମଧ୍ୟ ଦେଖିବା ।

୧) ଆମୀର ଖାନ ଓ ଫେଜଲ ଖାନ :

ବନ୍ଧୁଗଣ ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ, ଆମୀର ଖାନ ଓ ଫେଜଲ ଖାନ ଦୁହେଁ ରକ୍ତ ସମ୍ପର୍କରେ ଭାଇ ଅଟନ୍ତି । ଏହି ଦୁଇଜଣ “ମେଲା” ଚଳଚ୍ଚିତ୍ରରେ ଏକା ସହିତ କାମ କରିଥିଲେ । କିନ୍ତୁ ଆମୀର ଖାନଙ୍କ ଭଳି ତାଙ୍କ ଭାଇ ନିଜର ପରିଚୟ ସୃଷ୍ଟି କରି ପାରିଲେ ନାହିଁ ।

୨) ଅନୁପମ ଖେର ଓ ରାଜୁ ଖେର :

ଅନୁପମ ଖେର ବଲିଉଡ଼ରେ ଅନେକଗୁଡ଼ିଏ ସୁପର ହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅନୁପମ ଖେର ଏକ ଏମିତି ଅଭିନେତା ଅଟନ୍ତି; ଯିଏ କି ହାସ୍ୟକାର, ଭାବପ୍ରବଣ ତଥା ଖଳନାୟକ ପରି ଭୂମିକାରେ କାମ କରିଛନ୍ତି । ସେହି କାରଣରୁ ସେ ଆଜି ବଲିଉଡ଼ର ଜଣେ ସଫଳ ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । କିନ୍ତୁ ତାଙ୍କର ନିଜ ଭାଇ ରାଜୁ ଖେର ବଲିଉଡ଼ରେ ନିଜ ନାମ ଅର୍ଜନ କରିପାରିଲେ ନାହିଁ ।

୩) ଆୟୁଷମାନ ଖୁରାନା ଓ ଅପାରଶକ୍ତି ଖୁରାନା :

ବଲିଉଡ଼ର ଭଲ ଅଭିନେତା ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆୟୁଷମାନ ଖୁରାନା । ସେ କେତେଗୁଡ଼ିଏ ହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । କିନ୍ତୁ ଏକ ହିଟ୍ ଅଭିନେତା ଭାବେ ସେ ନିଜର ପରିଚୟ ତିଆରି କରିବାରେ ଅସଫଳ ହୋଇଯାଇଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ତାଙ୍କର ମଧ୍ୟ ଜଣେ ନିଜର ଭାଇ ଅଛନ୍ତି ଏବଂ ସେ ହେଉଛନ୍ତି ଅପାରଶକ୍ତି ଖୁରାନା ।

୪) ରାହୁଲ ଦେବ ଓ ମୁକୁଲ ଦେବ :

ଆପଣମାନଙ୍କ ମଧ୍ୟରୁ ବୋଧ ହୁଏ ସମସ୍ତେ ଜାଣି ନ ଥିବେ ଯେ, ରାହୁଲ ଦେବ ଓ ମୁକୁଲ ଦେବ ଦୁଇ ଭାଇ ଅଟନ୍ତି । ଯେହେତୁ ରାହୁଲ ଦେବ ଖଳନାୟକ ଭୂମିକା ଅଭିନୟ କରିବାରେ ମାହୀର ଅଛନ୍ତି । ତାଙ୍କୁ ଅଧିକାଂଶ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥାଏ ।

୪) ଅନିଲ କପୂର ଓ ସଞ୍ଜୟ କପୂର :

ଏକ ସମୟ ଥିଲା ଯେତେବେଳେ ଅନିଲ କପୂରଙ୍କ ସାନ ଭାଇ ସଞ୍ଜୟ କୁମାର ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଅଳ୍ପ କେତେକ ଫିଲ୍ମରେ ହିଁ କାମ କରିଛନ୍ତି ତଥାପି ସେହି ଫିଲ୍ମ ଗୁଡିକରୁ ବେଶ ନାମ ଅର୍ଜନ କରିଥିଲେ । କିନ୍ତୁ ସଞ୍ଜୟ କୁମାର, ଅନିଲ କପୂରଙ୍କ ପରି ସଫଳତା ପାଇ ପାରିନାହାନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ସଞ୍ଜୟ କୁମାର ଅନିଲ କପୂରଙ୍କ ଠାରୁ ୯ ବର୍ଷ ସାନ ।