ସମସ୍ତ ବିଜୁଳି ଉପଭୋକ୍ତାମାନଙ୍କ ପାଇଁ ଆସିଛି ଖୁସି ଖବର । ତେବେ ଚାଲନ୍ତୁ ଜାଣିବା ।

Spread the love

ହଁ ଆଜ୍ଞା, ଆପଣ ଶୀର୍ଷରେ ଠିକ ପଢ଼ିଛନ୍ତି । ଆଜିର ବିଷୟ ଏହା ଯେ, ସମସ୍ତ ବିଜୁଳି ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଆସିଛି । ବନ୍ଧୁଗଣ, ଯେମିତିକି ଆପଣ ସମସ୍ତେ ଜାଣନ୍ତି ଯେ, ମୋଦୀ ସରକାର ଯେବେ ଠାରୁ କ୍ଷମତାରେ ଆସିଛନ୍ତି, ସେହି ଦିନ ଠାରୁ ପ୍ରତ୍ୟେକ ଘରେ ବିଜୁଳିର ସଂଯୋଗ ଲାଗିଯାଇଛି । ତେବେ ସମସ୍ତ ବିଜୁଳି ଉପଭୋକ୍ତାଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି । ତେବେ କଣ ସେହି ବଡ଼ ଖୁସି ଖବର ଆସିଛି । ଆଜି ଆମେ ଏହି ଅନୁଛେଦ ମାଧ୍ୟମରେ ଆପଣଙ୍କୁ ସୂଚନା ଦେବୁ, ତେବେ ଆସନ୍ତୁ ଜାଣିବା ।

ସମସ୍ତ ବିଜୁଳି ଉପଭୋକ୍ତାଙ୍କ ପାଇଁ ମୋଦୀ ସରକାରଙ୍କ ତରଫରୁ ଏହି ବଡ଼ ଖୁସି ଖବର । ପ୍ରକୃତରେ ମୋଦୀ ସରକାର ବିଜୁଳି ଉପଭୋକ୍ତା ମାନଙ୍କୁ ଗୋଟେ ବଡ଼ ସୁବିଧା ଯୋଗଇ ଦେବାକୁ ଯାଉଛନ୍ତି । ପାୱାର ସେକ୍ଟରରେ ଗୋଟିଏ ବଡ଼ ଧରଣର ସଂଶୋଧନକୁ ଆଖି ଆଗରେ ରଖି ଉପଭୋକ୍ତା ମାନଙ୍କୁ ଅତ୍ୟାଧିକ ସୁବିଧା ଦେବା ପାଇଁ ପାୱାର ସପ୍ଲାଇକୁ ସୁନିଶ୍ଚିତ କରିବା ସହ ବଡ଼ ଧରଣର ସଂଶୋଧନ କରିବା ପାଇଁ ଯାଉଛନ୍ତି ।

ସମସ୍ତ ବିଜୁଳି ଉପଭୋକ୍ତାଙ୍କୁ ମିଳିବ ଏହି ବଡ଼ ସୁବିଧା :

ବନ୍ଧୁଗଣ ଯଦି ବର୍ତ୍ତମାନର ବିଜୁଳି ବିତରଣ କମ୍ପାନୀ ଠିକ ଭାବରେ ସେବା ଯୋଗେଇ ଦେଉ ନାହାନ୍ତି; ତେବେ ବର୍ତ୍ତମାନ ଆପଣଙ୍କ ନିକଟରେ ବିକଳ୍ପ ରହିବି ଯେ, ଆପଣ ଅନ୍ୟ କମ୍ପାନୀର ଚୟନ କରିପାରିବେ । ମାନେ ଏହାର ଅର୍ଥ ବର୍ତ୍ତମାନ ଆପଣ ବିଜୁଳି କମ୍ପାନୀ ବଦଳି ପାରିବେ । ଏଥିପାଇଁ ମୋଦୀ ସରକାରଙ୍କ ଆଦେଶ ଅନୁସାରେ ଉର୍ଜା ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା କହିଛନ୍ତି ଯେ, ମତାଧିକାର ରିତିକୁ ଆପଣାନ୍ତୁ । ଅର୍ଥାତ ଗୋଟିଏ ଅଞ୍ଚଳରେ ଅନେକ ପାୱାର ବିତରଣ କମ୍ପାନୀ ରହିଛି । ଉର୍ଜା ମନ୍ତ୍ରାଳୟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ୩ ମାସ ମଧ୍ୟରେ ଘରୋଇ କମ୍ପାନୀକୁ ବାଛିବା ପାଇଁ ବିଣ୍ଡିଙ୍ଗ ପ୍ରକ୍ରିୟା ଆରମ୍ଭ କରାଯାଉ ।