ଫିଲ୍ମ୍ ‘ଯୁଦାଇ’ର ଏହି ନିରୀହ ପିଲା, ଆଜି ବଲିଉଡ଼ର ସୁପରଷ୍ଟାର ଅଟନ୍ତି – ନାମ ଜାଣିକରି ଚକିତ ହୋଇଯିବେ

Spread the love

ମୁମ୍ବାଇ – ଫିଲ୍ମ୍ ହେଉ କିମ୍ବା ଟିଭି ସର୍ବଦା ତାଙ୍କ ଉପରେ ବାଳ କଳାକାରଙ୍କ ଯାଦୁ ଚାଲିଥାଏ । ବାଳ କାଲାକାର ଅଥବା ଚାଇଲ୍ଡ ଆର୍ଟିଷ୍ଟ ସର୍ବଦା ନିଜର ନିରୀହ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ଦିୱାନା କରିଦେଇଥାନ୍ତି । ଏହି ବାଳ କଳାକାରମାନେ ବହୁତ କମ୍ ବୟସରୁ ହିଁ କେମେରାକୁ ଫେସ କରିଥାନ୍ତି ଏବଂ ସର୍ବଦା ଏକ ଭଲ କଳାକାର ଭାବେ ଅଭିନୟ କରିଥାନ୍ତି । ଆମେ ଅନେକ ଫିଲ୍ମ ଏବଂ ଟିଭି ସିରିଏଲରେ ଏପରି କିଛି ଟିଭି ବାଳ କଳାକାର ଦେଖିଛୁ ଯାହାର ଅଭିନୟ ଆଜି ମଧ୍ୟ ଆମର ହୃଦୟରେ ବସିଛି । ଆଜି ଆମେ ଏପରି ହିଁ ଏକ ବାଳ କଳାକାର ସହ ସାକ୍ଷାତ କରାଇବାକୁ ଯାଉଛୁ । ଏହି ଷ୍ଟାରକୁ ଆପଣ ଫିଲ୍ମ ‘ଯୁଦାଇ’ ରେ ବାଳ କଳାକାର ରୂପରେ ଦେଖିଥିବେ ।

ସେ ଥିଲେ ଫିଲ୍ମ ‘ଯୁଦାଇ’ ରେ ବାଳ କଳାକାର

ହଁ ବନ୍ଧୁଗଣ, ଆଜି ଆମେ କଥା ହେଉଛୁ ଫିଲ୍ମ୍ ‘ଯୁଦାଇ’ ର ବାଳ କଳାକାର ଚରିତ୍ର ତୁଲାଇ ଥିବା ଅଭିନେତା ଓମକାର କପୁରଙ୍କ ବିଷୟରେ । ସେ ଆଜି ଜଣେ ସୁପରଷ୍ଟାର ହୋଇସାରିଛନ୍ତି । ଏହି କଥା ତୋ ଆମ ସମସ୍ତଙ୍କୁ ଜଣାଅଛି ଯେ ଆରମ୍ଭରୁ ହିଁ ବଲିଉଡ଼ରେ ଅନେକ ବାଳ କଳାକାର ନିଜର ଜବରଦସ୍ତ ଅଭିନୟ ଦ୍ଵାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଏହି ବାଳ କଳାକାର ମାନଙ୍କ ମଧ୍ୟରୁ ଆଜି ଅନେକ ବଡ଼ ହୋଇ ସୁପରଷ୍ଟାର ହୋଇ ଯାଇଛନ୍ତି । କିନ୍ତୁ ଏପରି ଅନେକ ଅଛନ୍ତି ଯାହାକୁ ଆମେ ଅନେକ ଫିଲ୍ମରେ ହିରୋ ଭୂମିକାରେ ଦେଖିଛୁ କିନ୍ତୁ ଏହା ଜାଣିପାରି ନାହୁଁ ସେ ହେଉଛନ୍ତି ସେହି ପୁଅ ଯାହାକୁ ଆମେ କିଛି ବର୍ଷ ପୂର୍ବରୁ କୌଣସି ଫିଲ୍ମରେ ଦେଖିଥିଲେ ।

ଏମିତି ହିଁ କିଛି ଫିଲ୍ମ ‘ଯୁଦାଇ’ ରେ ବାଳ କଳାକାର ଭାବେ ଚରିତ୍ର ତୁଲାଇଥିବା ଅଭିନେତା ଓମକାର ଆଜି ବଡ଼ ହୋଇ ସୁପରଷ୍ଟାର ହୋଇଯାଇଛନ୍ତି । କିନ୍ତୁ ଆଜି ଆପଣ ଓମକାରଙ୍କୁ ଚିହ୍ନି ପାରିବେ ନାହିଁ । କାହିଁକିନା ଫିଲ୍ମ ଯୁଦାଇ ରେ ବାଳ କଳାକାରର ଭୂମିକା ତୁଲାଇ ପ୍ରସିଦ୍ଧ ହୋଇଥିବା ଓମକାର କୁ ଆପଣ କିଛି ଦିନ ପୂର୍ବରୁ ଫିଲ୍ମରେ ଦେଖିଥିବେ । କିନ୍ତୁ ବିଶ୍ୱାସ କରନ୍ତୁ ହୁଏତ କାହାକୁ ଜଣାଥିବ ସେହି ନିରୀହ ପୁଅ ଯିଏକି କିଛି ବର୍ଷ ପୂର୍ବରୁ ଫିଲ୍ମ ‘ଯୁଦାଇ’ ରେ ନଜର ଆସିଥିଲେ । ଆପଣଙ୍କୁ ଜଣାଇ ଦେଉଛୁ କି ଓମକାର କପୁରଙ୍କ ଛୋଟ ବେଳର ଅଭିନୟ ଦେଖି ତାଙ୍କର ଫେନ ଫୋଲୋଇଂ କୌଣସି ବଡ଼ ଷ୍ଟାର ଭଳି ବଢିଯାଇଥିଲା ।

ଓମକାର କପୁର ଥିଲେ ଫିଲ୍ମ ‘ଯୁଦାଇ’ର ବାଳ କଳାକାର

ଆପଣଙ୍କୁ ଜଣାଇ ଦେଉଛୁ ଯେ ଫିଲ୍ମ ଯୁଦାଇରେ ବାଳ କଳାକାରର ଭୂମିକା ତୁଲାଇ ସମସ୍ତଙ୍କୁ ଦିୱାନା ବନାଇଥିବା ଓମକାର କପୁର ବର୍ତ୍ତମାନ ବଡ଼ ହୋଇସାରିଛନ୍ତି । ଏହା ସହିତ ସେ ବହୁତ ଆକର୍ଷକ ମଧ୍ୟ ଦେଖା ଯାଉଛନ୍ତି । ଗୌରବର କଥା ହେଉଛି ଯେ ଓମକାର ଫିଲ୍ମ ଯୁଦାଈରେ ଅନିଲ କପୁରଙ୍କ ପୁଅ ର ଚରିତ୍ର ତୁଲାଇ ଥିଲେ । ଏହି ଫିଲ୍ମ ୧୯୯୭ରେ ଆସିଥିଲା ଏବଂ ହିଟ ସାବ୍ୟସ୍ତ ମଧ୍ୟ ହୋଇଥିଲା । ଓମକାର କପୁର ଏହି ଫିଲ୍ମରେ ନିଜର ନିରୀହ ଅଭିନୟରେ ସମସ୍ତଙ୍କ ହୃଦୟକୁ ଜିତି ଯାଇଥିଲେ । ଓମକାର ଆଜି ବହୁତ ବଡ଼ ହୋଇ ସାରିଛନ୍ତି ।

ଓମକାର ଏହି ଫିଲ୍ମରେ ‘ଛୋଟା ବଚ୍ଚା ଜାନ କେ ନା କୋଇ ଆଁଖ ଦିଖାନା ରେ’ ଗାଈ ଥିଲେ , ଯାହାକୁ ଆଜି ମଧ୍ୟ ବହୁତ ପସନ୍ଦ କରାଯାଉଛି । ଏହା ବ୍ୟତୀତ, ଓମକାରଙ୍କୁ ଫିଲ୍ମ ‘ଯୁଡ଼ୱା’ ରେ ସଲମାନଙ୍କ ଛୋଟ ବେଳର ଚରିତ୍ର ତୁଲାଇବାର ମଧ୍ୟ ଦେଖିଥିବେ । କିଛି ଦିନ ପୂର୍ବରୁ ଓମକାର ସୁପରହିଟ ଫିଲ୍ମ ‘ପ୍ୟାର କା ପଞ୍ଚ ନାମା’ ରେ କାମ କରିଥିଲେ । ଓମକାର ବଡ଼ ହୋଇ ସାରିଛନ୍ତି ଏବଂ ପୁଣିଥରେ ବଲିଉଡ଼ରେ ନିଜର ସେହି ପୁରୁଣା ଯାଦୁ ଦେଖେଇବା ପାଇଁ ପ୍ରୟାସ କରୁଛନ୍ତି । ଓମକାର ଅଧିକ ପରିଶ୍ରମୀ ଏବଂ ଟାଲେଣ୍ଟେଡ ଅଭିନେତା ଅଟନ୍ତି । ସେଥିପାଇଁ ଆଶା କରୁଛୁଯେ ପୁଣିଥରେ ସେ ବଲିଉଡକୁ ଆସି ସିଖରତାକୁ ହାସିଲ କରିବେ।

ବନ୍ଧୁଗଣ ଆମର ଏହି ବଲିଉଡ଼ ସମ୍ବନ୍ଧିତ ସୂଚନା ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ।ଏହା ସହିତ ଲାଇକ, ସେୟାର ଏବଂ ଫୋଲୋ କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ ।