ଜୀବନ ସହ ମେଡିକାଲରେ ସଂଘର୍ଷ କରୁଛନ୍ତି ଏହି ହିରୋଇନ l

Heroine

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଏହି ବଡ ଦୁଖଃଦ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ ଲୋକପ୍ରିୟ ଅଭିନେତ୍ରୀ ଗୁୁରୁତ୍ୱର ଅବସ୍ଥା ରେ ମେ଼ଡିକାଲ ରେ ଭର୍ତ୍ତି ହୋଇଛନ୍ତି । ବଗିଡି ଗଲା ଜଣା ସୁଣା ଅଭିନେତ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ହୃଦଘାତ ପରେ ତାଙ୍କୁ ଭେଣ୍ଟିଲେଟର ରେ ଭର୍ତ୍ତି କରାଜାଇଛି । ସେ ବର୍ତମାନ ସମୟ ରେ ଜିବନ ମୃ-ତ୍ୟୁ ସହିତ ସଂଘର୍ଷ କରୁଛନ୍ତି ।

କୁହାଜାଉଛି କି ଅଭିନେତ୍ରୀ ଙ୍କର ଗୋଟିଏ ପରେ ଗୋଟିଏ ମୋଲ୍ଟିପୁଲ କାର୍ଡିଏଟ ଆରେଷ୍ଟ ହୋଇଛି । ଯେଉଁ କାରଣ ରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ଅଭିନେତ୍ରୀ ଜଣଙ୍କ 15 ନଭେମ୍ବର ରେ ହୃଦଘାତ ରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଏକ ଡାକ୍ତର ଖାନା ରେ ଭର୍ତ୍ତି କରାଜାଇ ଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କର ପ୍ରସଂଶକ ମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।

ଜିବନ ଏବଂ ମୃ-ତ୍ୟୁ ସହିତ ସଘର୍ଷ କରୁଥିବା ଏଣ୍ଡ୍ରିଲା ପୂର୍ବରୁ ଅନେକ ଥର ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ବେଳେ ପୂର୍ବରୁ ସେ କର୍କଟ ରୋଗ ସହିତ ଲଢି ଜିତିଥିଲେ । ହେଲେ ପୁଣି ଏହି ମାସ ଆରମ୍ଭ ରେ ତାଙ୍କର ବ୍ରେନ ଷ୍ଟୋକ୍ ହୋଇଥିଲା । ତାଙ୍କର ସିଟି ସ୍କାନ କରିବା ପାଇଁ ଜଣା ପଡିଥିଲା କି ତାଙ୍କର ବ୍ରେନ ରେ ଏକ ଜାଗାରେ ରକ୍ତ ଜମାଟ ବାନ୍ଧିଥିଲା ।

Aindrila Sharma

ତେବେ ବର୍ତମାନ ସମୟ ରେ ତାଙ୍କର ବର୍ତମାନ ସମୟ ର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁରୁତ୍ୱର ରହିଥିବା ର ଜଣା ପଡିଛି । ତାଙ୍କୁ ଏବେ ଭେଣ୍ଟିଲେଟର ସୋପୋର୍ଟ ରେ ରଖା ଜାଇଛି । ସେ ଟେଲିଭିଜନ ସୋ ଝୁମର ରୁ ନିଜର କେରିଅର ଆରମ୍ଭ କରିଥିବା ବେଳେ ଏହା ପରେ ପରେ ସେ ବହୁତ ପପୁଲାର ସୋ ମାନଙ୍କରେ ବି କାମ କରିବାର ସୁଯୋଗ ପାଇଛନ୍ତି । ତେବେ ଏଣ୍ଡ୍ରିଲା ଶର୍ମା ବହୁତ ଜଲ୍ଦି ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ବୋଲି ଆମର ଜଗନ୍ନାଥ ଙ୍କ ନିକଟ ରେ ପ୍ରାର୍ଥନା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ